ପ୍ରେମ ଅନ୍ଧ ବୋଲି ପ୍ରମାଣ କରି ଦେଖାଇଦେଲେ Bollywood ର ଏହି 6 ଟି ଯୋଡି, କେହି କାହା ସହିତ ମେଳ ଖାଆନ୍ତି ନାହିଁ, ନମ୍ବର ୧ ଙ୍କ ସ୍ଵାମୀଙ୍କୁ ତ ତାଙ୍କର ବାପା ବୋଲି ମଧ୍ୟ କୁହାଯାଏ

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ ‘ପ୍ରେମ ଅନ୍ଧ ହୋଇଥାଏ’ । କାରଣ ପ୍ରେମ ଧନୀ ଗରିବ, ଜାରି ପ୍ରଥା ଓ ରୂପ ରଙ୍ଗକୁ ଦେଖି ନଥାଏ । ସାଧାରଣତଃ ଏହି ଦୁନିଆର ସମସ୍ତ ଲୋକ କେବେ ନା କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ । ବନ୍ଧୁଗଣ ପ୍ରେମରେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ସଫଳ ହୋଇଛନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ପ୍ରେମରେ ସଫଳ ହୋଇଛନ୍ତି ।

ବନ୍ଧୁଗଣ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଏପରି କିଛି ପ୍ରେମୀ ଯୁଗଳ ଅଛନ୍ତି ଯେଉଁ ମାନଙ୍କର ରୂପ ରଙ୍ଗ ଆଦି ସଂପୂର୍ଣ୍ଣ ଅଲଗା ଅଲଗା ହେଲେ ଏମାନେ ପରସ୍ପର ସହ ଆଜୀବନର ସାଥି ହୋଇଯାଇଛନ୍ତି ।ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବଲିଉଡ ପ୍ରେମୀ ଯୁଗଳ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପ୍ରେମୀ ଯୁଗଳ ମାନଙ୍କ ବିଷୟରେ ।

ଶ୍ରୀଦେବୀ ଓ ବୋନୀ କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ଓ ଫିଲ୍ମ ମେକର ବୋନୀ କପୁର । ବନ୍ଧୁଗଣ ଶ୍ରୀଦେବୀ ପ୍ରଥମେ ୧୯୮୫ ମସିହାରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତୀଙ୍କ ସହ ବିବାହ କରିଥିଲେ । ହେଲେ ୧୯୮୮ ମସିହାରେ ଶ୍ରୀଦେବୀ ମିଥୁନଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସେହି ସମୟରେ ବୋନୀ ମଧ୍ୟ ନିଜର ପ୍ରଥମ ପତ୍ନୀ ମୋନାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ଶ୍ରୀଦେବୀ ଓ ବୋନୀ ପରସ୍ପରକୁ ପ୍ରେମ କରି ବସିଥିଲେ ଓ ୧୯୯୬ ମସିହାରେ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ ।

ଫରାହ ଖାନ ଓ ଶିରିସ କୁନ୍ଦର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଫରାହ ଖାନ ଓ ତାଙ୍କ ଠାରୁ ୮ ବର୍ଷ ସାନ ଶିରିସ କୁନ୍ଦର । ବୟସରେ ବଡ ହେବା ସହିତ ଫରାହ ଶାରୀରିକ ରୂପରେ ମଧ୍ୟ ଶିରିସଙ୍କ ଠାରୁ ବହୁତ ବଡ ନଜର ଆସନ୍ତି । ଫରାହ ଜଣେ ଫିଲ୍ମ ମେକର ଅଟନ୍ତି ଓ ଶିରିସ ଜଣେ ଫିଲ୍ମ ଏଡିଟର । ଏହି ଦୁଇଜଣ ପରସ୍ପର ସହ ୨୦୦୪ ମସିହାରେ ପ୍ରେମ ବିବାହ କରିଥିଲେ ଓ ଆଜି ଏହି ଦୁଇଜଣଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛି ।

ଅରପିତା ଖାନ ଓ ଆୟୁଷ ଶର୍ମା- ବନ୍ଧୁଗଣ ଅରପିତା ହେଉଛନ୍ତି ବଲିଉଡ ଅଭିନେତା ସଲମାନ ଖାନଙ୍କ ଭଉଣୀ । ଅରପିତା ଓ ଆୟୁଷଙ୍କ ଯୋଡି ସଂପୂର୍ଣ୍ଣ ଅଲଗା ନଜର ଆସେ । ୩୧ ବର୍ଷୀୟ ଅରପିତା ଖାନ ୨୦୧୪ ମସିହାରେ ଆୟୁଷ ଶର୍ମାଙ୍କ ସହ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ଅଧିକ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡେ ।

ନୀତି ଟେଲର ଓ ପରୀକ୍ଷିତ ବାବା- ବନ୍ଧୁଗଣ ନୀତି ଟେଲର ହେଉଛନ୍ତି ଜଣେ ଟିଭି ଅଭିନେତ୍ରୀ । ନୀତି ୨୦୨୦ ମସିହାରେ ପରୀକ୍ଷିତ ବାବାଙ୍କ ସହ ବିବାହ କରିଥିଲେ । ନୀତିଙ୍କ ଫ୍ୟାନ୍ସ ମାନଙ୍କୁ ଏହି ଯୋଡି ଜମାରୁ ପସନ୍ଦ ଆସେ ନାହିଁ । ଏହି ଦୁଇଜଣ ଶାରୀରିକ ରୂପରେ ବହୁତ ଭିନ୍ନ ନଜର ଆସନ୍ତି ।

ତୁଲିପ ଜୋଶୀ ଓ କେପ୍ଟନ ନାୟର- ବନ୍ଧୁଗଣ ୪୧ ବର୍ଷୀୟ ତୁଳି ଜୋଶୀ ବହୁତ ସୁନ୍ଦର ନଜର ଆସନ୍ତି । ହେଲେ କେପ୍ଟନ ନାୟରଙ୍କୁ ଦେଖିଲେ ଜମାରୁ ଜଣା ପଡେ ନାହିଁ ଯେ ସେ ତୁଲିପଙ୍କ ସ୍ଵାମୀ ଅଟନ୍ତି । ଏହି ଦୁଇଜଣଙ୍କ ରଙ୍ଗରେ ଫରକ ଥିବା ସହିତ ଏମାନଙ୍କ ହାଇଟରେ ମଧ୍ୟ ବହୁତ ବଡ ଫରକ ରହିଛି ।

ବଲିଉଡରେ କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଏପରି କୁହାଯାଏ କି ଏମାନେ ଧନ ସମ୍ପତ୍ତି ଦେଖି କି ଏମିତି କାହା ସହ ବି ବିବାହ କରି ନେଇଛନ୍ତି । ଏହି ତାଲିକାରେ ରାଣୀ ମୁଖାର୍ଜୀ ଙ୍କର ମଧ୍ୟ ନାମ ଆସେ । ସେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ ଆକାଶ ପାତାଳ ର ଫରକ ଦେଖିବାକୁ ମିଳେ । ଆଦିତ୍ୟ ବୁଢା ଦେଖା ଯାଉଥିବା ବେଳେ ରାଣୀ ଏବେ ବି ବହୁତ ଫିଟ୍ ଓ ସୁନ୍ଦରୀ ଦିଶୁଛନ୍ତି । ସେଥିପାଇଁ ଏମାନଙ୍କୁ ମଧ୍ୟ ମେଳ ଖାଉ ନ ଥିବା ଯୋଡି ବୋଲି କୁହାଯାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *