ମମିତାଙ୍କୁ ହତ୍ୟା କରିଥିବା ମାନିଲା Govinda, ଆଉ କହିଲା ସେହି Blue Wagon R କାରରେ କିପରି ସେ Mamita ଙ୍କୁ କରିଥିଲା ହତ୍ୟା, ଦେଖନ୍ତୁ Video

ବନ୍ଧୁଗଣ ମମିତା ହ-ତ୍ୟା ମାମଲାରେ ବର୍ତ୍ତମାନ ଏକ ନୂଆ ରହସ୍ୟର ପ-ର-ଦା-ଫା-ସ ହୋଇଛି । ମମିତାଙ୍କ ଶ-ବ-କୁ ମହାଲିଙ୍ଗ ଷ୍ଟାଡିୟମରେ ଉଧାର କରଯାଇଥିଲା । ଘ-ଟ-ଣା ସ୍ଥଳରେ ଏକ ପାଉଁଜି ଓ ଏକ ସୁନା ଚେନ ମିଳିଥିଲା । ହେଲେ ବର୍ତ୍ତମାନ ଆମେ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମି-ଡି-ଆ ରି-ପୋ-ର୍ଟସ ଅନୁସାରେ ମମିତାଙ୍କୁ ହ-ତ୍ୟା କରିଥିବା ମାନିଲା ଗୋବିନ୍ଦ । ଆଉ ମର୍ଡର ସ୍ପଟ ହେଉଛି ସେହି ବ୍ଲୁ ୱାଗନର କାର । ଏହି କାର୍ ଭିତରେ ମମିତାଙ୍କୁ ହ-ତ୍ୟା କରାଯାଇଥିଲା । ଗତ ୧୪ ତାରିଖରେ ଏହି ୱାଗନର କାରକୁ ପୋଲିସ ଜ-ବ-ତ କରିଥିଲା । ଏହି ୱାଗନର କାରଟି ବର୍ତ୍ତମାନ ସିନ୍ଧେକେଲା ଥାନାରେ ଜ-ବ-ତ ଅଛି । ଗୋବିନ୍ଦ ନିଜ ଏହି କାରରେ ମମିତାଙ୍କୁ ହ-ତ୍ୟା କରିଥିଲା ।

ଏହି କାରରେ ଏକ ପାଉଁଜି ଜ-ବ-ତ ହୋଇଛି । ବନ୍ଧୁଗଣ ମହାଲିଙ୍ଗ ଷ୍ଟାଡିୟମରେ ପ୍ରଥମେ ଗୋଟିଏ ପାଉଁଜି ଜ-ବ-ତ ହୋଇଥିଲା ଓ ଏହି କାରରେ ଅନ୍ୟଟି ଏଥିରୁ ଜଣା ପଡିଯାଉଛି ଯେ, ସେହି କାର ଭିତରେ ହିଁ ମମିତାଙ୍କ ହ-ତ୍ୟା କର ଯାଇଥିଲା । ହେଲେ ବନ୍ଧୁଗଣ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଗତ ୧୪ ତାରିଖରେ ପୋଲିସ ଜ-ବ-ତ କରିଥିଲା ।

ଯିଏ ତ-ଦ-ନ୍ତ-କାରୀ ଅଧିକାରୀ ଥିଲେ ସେ କାହିଁକି ଠିକ ଭାବରେ ଯା-ଞ୍ଚ କରିନଥିଲେ । ୱାଗନର କାର ହେଉଛି ମମିତାଙ୍କୁ ହ-ତ୍ୟା କରାଯାଇଥିବା ସ୍ଥାନ ଓ ଯେଉଁ ଦିନ ଗିବିନ୍ଦ ମମିତାଙ୍କୁ ଘରୁ ନେଇ ଯାଇଥିଲା ସେହି ଦିନ ସେ କାର ଭିତରେ ମମିତାଙ୍କ ହ-ତ୍ୟା କରିଥିଲା ।

ବନ୍ଧୁଗଣ ଅନ୍ୟ ଏକ ବଡ ଖବର ହେଉଛି ଯେଉଁ ଗା-ତ ଖୋ-ଳି ପୋଲିସ ମମିତାଙ୍କ ଶ-ବ-କୁ ଉଧାର କରିଛି ସେହି ଗା-ତ-କୁ ଗିବିନ୍ଦ ୬ ତାରିଖରେ ଖୋଲିଥିଲା ଓ ମମିତାଙ୍କ ଶ-ବ ପୋ-ତି-ବା ପରେ ସେ ଗାତ ପୋ-ତି-ବା ପାଇଁ ଜେସିବି ଡକାଇ ଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *