ଯୁଦ୍ଧ ଟଳିବ ! ଆଜି ବେଲାଋଷ ସୀମାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଦ୍ଵିତୀୟ ଶାନ୍ତି ବୈଠକ !

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ଋଷ ଏହି ଯୁଦ୍ଧରେ ଏକା ଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଗୁଡିକ ଅଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି ।

ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆଜି ଋଷିଆ ଓ ୟୁକ୍ରେନ ମଧ୍ୟରେ ଦ୍ଵିତୀୟ ଶାନ୍ତି ବୈଠକ ହେବାକୁ ଯାଉଛି । ତେବେ ଉଭୟ ଦେଶର ରାଷ୍ଟ୍ରପତି ପରସ୍ପର ସହ ଆଲୋଚନା କରିବେ । ବନ୍ଧୁଗଣ ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ସଫଳ ହେବ କି ଆଲୋଚନା । ପ୍ରଥମ ଶାନ୍ତି ବୈଠକ ଆଲୋଚନା ଫେଲ ମାରିଥିଲା ।

ବନ୍ଧୁଗଣ ଯଦି ଏହି ଦ୍ଵିତୀୟ ବୈଠକ ଆଲୋଚନା ସଫଳ ହେବ ତା ହେଲେ ଯୁଦ୍ଧ ଟଳିବ । ବନ୍ଧୁଗଣ ଆଜି ବେଳାଋଷ ସୀମାରେ ୟୁକ୍ରେନ ପ୍ରତିପକ୍ଷେ ଋଷିଆ ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ । ଏହା ପୂର୍ବରୁ ବେଳାଋଷ ସୀମାରେ ପାଞ୍ଚ ଘଣ୍ଟିଆ ବୈଠକରୁ କୌଣସି ନିଷ୍କର୍ଷ ବାହାରି ନଥିଲା ।

ଏହାକୁ ଦେଖିଲେ ଆଜିର ବୈଠକ ବେସ ଗୁରୁତ୍ଵପୂର୍ଣ୍ଣ । ଏହା ମଧ୍ୟରେ ଋଷିଆ ସେନା ୟୁକ୍ରେନର ସବୁଠାରୁ ବଡ ଦ୍ଵିତୀୟ ସହ କାରକିଫକୁ କବଜାରେ ନେଇଛି । ତେବେ ବନ୍ଧୁଗଣ ଋଷ ଓ ୟୁକ୍ରେନ ଯୁଦ୍ଧରେ ଏହି ଶାନ୍ତି ବୈଠକ କେତେ ଦୂରେ ସଫଳ ହେଉଛି ତା ଉପରେ ସାରା ବିଶ୍ଵର ନଜର ରହିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *