‘ଶଶୁର ବୋହୂ ହେଲେ ଗେଲ.. ବୋହୂ ନୁହେଁ ସେ ମୋ ଝିଅ, ଆଉ କେବେ ବି…’ ବୋହୁ ଫେରିବା ପରେ ଶ୍ବଶୁରଙ୍କ ଖୁସି କହିଲେ ନସରେ…ଦେଖନ୍ତୁ Video

ବନ୍ଧୁଗଣ ଦିନ ରାତି ନିଜ ସ୍ତ୍ରୀକୁ ଝୁରି ଝୁରି ଆଉ ଭୋ ଭୋ ହୋଇ କାନ୍ଦିବା ପରେ ଗତ କାଲି  ରାହୁଲ ନିଜ ସ୍ତ୍ରୀ ହରପ୍ରିୟାଙ୍କୁ ପାଇଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାହୁଲ ଓ ହରପ୍ରିୟାଙ୍କ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏହି ମାମଲାଟି ଗତ କିଛି ଦିନ ହେବ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଓ ହରପ୍ରିୟା ପରସ୍ପର ସହ ପ୍ରେମ ବିବାହ କରିଥିଲେ ।

ବିବାହକୁ 6 ମାସ ହୋଇଥିବା ବେଳେ ହରପ୍ରିୟା ଗର୍ଭବତୀ ମଧ୍ୟ ଥିଲେ । କଲେଜ କହି ହରପ୍ରିୟା କୁଆଡେ ଚାଲି ଯାଇଥିଲେ ଏହା ପରେ ରାହୁଲ ଭୋ ଭୋ ହୋଇ ଅନେକ ଦିନ କାନ୍ଦିଲେ । ନିଜ ସ୍ତ୍ରୀର ଫଟୋ ଦେଖି ରାହୁଲ କାନ୍ଦୁ ଥିଲେ । ହେଲେ ବନ୍ଧୁଗଣ ଗତ କାଲି ରାହୁଲ ଓ ହରପ୍ରିୟା ମିଶି ଯାଇଛନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ ସେ ଆଜି ପୁଣି ଫେରିଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ ।

ସତ୍ୟବାନଙ୍କ ପାଖକୁ ଆଜି ଫେରିଛି ସାବିତ୍ରୀ । ନିଜ ସ୍ତ୍ରୀକୁ ଦେଖି ରାହୁଲ କୁଣ୍ଢାଇ ବହୁତ କାନ୍ଦି ଛନ୍ତି । ତେବେ ବନ୍ଧୁଗଣ ଏବେ ଏହି ମାମଲାକୁ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ରାହୁଲ ହରପ୍ରିୟାଙ୍କୁ ଘରକୁ ଆଣିବା ପରେ ଘରର ସମସ୍ତ ସଦସ୍ୟ ବେସ ଅଧିକ ଖୁସି ଅଛନ୍ତି । ଖାସ କରି ରାହୁଲଙ୍କ ବାପା ତଥା ହରପ୍ରିୟାଙ୍କ ଶଶୁର ବହୁତ ଅଧିକ ଖୁସି ଅଛନ୍ତି । ବୋହୂକୁ ଏତେ ଦିନ ପରେ ଦେଖି ସେ ବୋହୂକୁ ଗେଲ କରୁଥିବାର ଏହି ଭିଡିଓରେ ନଜର ଆସୁଛନ୍ତି । ସେ ନିଜ ବୋହୂ ମୁଣ୍ଡକୁ ଆଉଁସି ଦେଉଛନ୍ତି ଆଉ ବୋହୂ ଗାଲକୁ ଚୁମ୍ବନ ଦେଇ ଗେଲ କରୁଛନ୍ତି ।

ଏହା ପରେ ଶଶୁର ନିଜ ବୋହୂକୁ ପଚାରୁଛନ୍ତି ଖୁସି ଅଛୁ ତ, ବହୁତ ଖୁସି । ହରପ୍ରିୟା ହଁ କହୁଛନ୍ତି । ରାହୁଲଙ୍କ ବାପା କହିଛନ୍ତି, ଏ ସବୁ କାଣ୍ଡ ଝିଅର ମାମୁ କରିଛୁ ଆଉ ତା ସହ ଅଛନ୍ତି ଝିଅର ମା-ବାପା । ଏହା ସହ ସେ ବୋହୂ ନୁହେଁ ମୋର ଝିଅ ବୋଲି ରାହୁଲଙ୍କ ବାପା କହିଛନ୍ତି । ରାହୁଲଙ୍କ ବାପାଙ୍କ ମତରେ ତାଙ୍କ ବୋହୂ ବହୁତ ଭଲ । ତେବେ ବନ୍ଧୁଗଣ ଏଭଳି ଭାବରେ ରାହୁଲଙ୍କ ବାପା ଏହି ଘଟଣା ବିଷୟରେ କହିଛନ୍ତି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *