ବନ୍ଧୁଗଣ ଏବେ ଓଡିଶାରେ ନନ୍ଦିନୀଙ୍କ ଧୋକାବାଜ କାର୍ଣ୍ଣମାର ଚର୍ଚ୍ଚା ଜୋର ସୋରରେ ହେଉଛି । ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହୁଥିବାର ନଜର ଆସୁଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ବଳରାମଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବଳରାମଙ୍କ ମା କହିଛନ୍ତି-‘ମୋ ପୁଅକୁ ସେ ଝିଅ ଲିଙ୍ଗରାଜ ମନ୍ଦିର ପାଖରେ ବାଡେଇ ଥିଲା ଲିଙ୍ଗରାଜ ଥାନା ବାଲା କହିଲେ ଦେଖନ୍ତୁ ଆମେ ଦେଖିଛୁ ତମ ପୁଅକୁ ସେ ଝିଅ ବାଡେଇଲା ବେଳେ ତ ଆମେ ବାଡେଇବା କେସଟି କରିବୁ ।
ଆଉ ଯେଉଁ ସୁନା ଟଙ୍କା ସେ ଝିଅ ନେଇଛି ସେ କେସ ଆମେ କରିବୁ ନାହିଁ । ତମ ଥାନା ହେଉଛି ଭରତପୁର ତେଣୁ ତମେ ଭରତପୁର ଥାନାରେ କେସ କର । ଆମେ ଭରତପୁର ଥାନାରେ ମାମଲା ରୁଜୁ କରିଲୁ ହେଲେ 4-5 ଦିନ ହେଲା ଆମକୁ ଦୌଡୁ ଛନ୍ତି । ହେଲେ ଏଇଟା ଯଦି ଝିଅର କେସ ହେଇଥାନ୍ତା ତା ହେଲେ ସେମାନେ ମୋ ପୁଅକୁ ଗୋଡାଇ ଗୋଡାଇ ବାଡେଇ ଆରେଷ୍ଟ କରି ଛାଡି ଥାନ୍ତେ ।
ଯଦି ପୁଅ କେସ ନୁହେଁ ତେଣୁ ଥାନା ବାଲା ଚୁପ ହୋଇ ରହିଗଲେ । ପୁଅ ମୋର ବେକାରିଆ ଆଉ ଝିଅ ହେଉଛନ୍ତି ସରକାରିଆ ତେଣୁ ପୁଅ କେସ ତଳେ ପକେଇବେ । ମୋ ତିନୋଟି ବୋହୁଙ୍କୁ ମୁଁ ଦେଇଛି ତେଣୁ ମୁଁ ମୋ ସାନ ବୋହୁକୁ ମୋ ବାପଘର ସୁନା ମୁଁ ଦେଇଛି । ମୋର ତିନିଟା ବୋହୁ ଆଉ ନିର୍ଯାତନା ପାଉ ନାହାନ୍ତି ଖୁସିରେ ରହୁଛନ୍ତି ହେଲେ ଗୋଟେ ବୋହୁ ରାତିରେ ଆସିଲା ସକାଳେ ପଳେଇଲା ।
ମୋ ପୁଅ ଯଦି ଓଲା ତେଣୁ ସେ ଭାବିଲା ଭିଡିଓ କଲ୍ କରି ଟୋକା ମାନଙ୍କୁ ଦେଖେଇବି । ସେ ଟୋକା ମାନଙ୍କୁ ତାର ଯୌବନ ଦେଖାଇବା ପାଇଁ ଆସିଥିଲା । ସେ ଓଲାକୁ ଶୁଆଇ ଦେବି ଖଟ ଉପରେ ଆଉ ମୁଁ ଭିଡିଓ କଲ୍ କରି ଦେଖେଇବ ଏହା ସେ ଭାବିଥିଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।