“ମୋ ପୁଅ ଓଲା ବୋଲି ସେ ଝିଅ ଭିଡିଓ କଲରେ ଯୌବନ ଦେଖାଉଥିଲା, ଆଉ କହୁଥିଲା…” ବୋହୁ ନନ୍ଦିନୀ ବିଷୟରେ ଶାଶୁ କଣ କହୁଛନ୍ତି ଥରେ ଶୁଣନ୍ତୁ…ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଓଡିଶାରେ ନନ୍ଦିନୀଙ୍କ ଧୋକାବାଜ କାର୍ଣ୍ଣମାର ଚର୍ଚ୍ଚା ଜୋର ସୋରରେ ହେଉଛି । ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ବଳରାମଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବଳରାମଙ୍କ ମା କହିଛନ୍ତି-‘ମୋ ପୁଅକୁ ସେ ଝିଅ ଲିଙ୍ଗରାଜ ମନ୍ଦିର ପାଖରେ ବାଡେଇ ଥିଲା ଲିଙ୍ଗରାଜ ଥାନା ବାଲା କହିଲେ ଦେଖନ୍ତୁ ଆମେ ଦେଖିଛୁ ତମ ପୁଅକୁ ସେ ଝିଅ ବାଡେଇଲା ବେଳେ ତ ଆମେ ବାଡେଇବା କେସଟି କରିବୁ ।

ଆଉ ଯେଉଁ ସୁନା ଟଙ୍କା ସେ ଝିଅ ନେଇଛି ସେ କେସ ଆମେ କରିବୁ ନାହିଁ । ତମ ଥାନା ହେଉଛି ଭରତପୁର ତେଣୁ ତମେ ଭରତପୁର ଥାନାରେ କେସ କର । ଆମେ ଭରତପୁର ଥାନାରେ ମାମଲା ରୁଜୁ କରିଲୁ ହେଲେ 4-5 ଦିନ ହେଲା ଆମକୁ ଦୌଡୁ ଛନ୍ତି । ହେଲେ ଏଇଟା ଯଦି ଝିଅର କେସ ହେଇଥାନ୍ତା ତା ହେଲେ ସେମାନେ ମୋ ପୁଅକୁ ଗୋଡାଇ ଗୋଡାଇ ବାଡେଇ ଆରେଷ୍ଟ କରି ଛାଡି ଥାନ୍ତେ ।

ଯଦି ପୁଅ କେସ ନୁହେଁ ତେଣୁ ଥାନା ବାଲା ଚୁପ ହୋଇ ରହିଗଲେ । ପୁଅ ମୋର ବେକାରିଆ ଆଉ ଝିଅ ହେଉଛନ୍ତି ସରକାରିଆ ତେଣୁ ପୁଅ କେସ ତଳେ ପକେଇବେ । ମୋ ତିନୋଟି ବୋହୁଙ୍କୁ ମୁଁ ଦେଇଛି ତେଣୁ ମୁଁ ମୋ ସାନ ବୋହୁକୁ ମୋ ବାପଘର ସୁନା ମୁଁ ଦେଇଛି । ମୋର ତିନିଟା ବୋହୁ ଆଉ ନିର୍ଯାତନା ପାଉ ନାହାନ୍ତି ଖୁସିରେ ରହୁଛନ୍ତି ହେଲେ ଗୋଟେ ବୋହୁ ରାତିରେ ଆସିଲା ସକାଳେ ପଳେଇଲା ।

ମୋ ପୁଅ ଯଦି ଓଲା ତେଣୁ ସେ ଭାବିଲା ଭିଡିଓ କଲ୍ କରି ଟୋକା ମାନଙ୍କୁ ଦେଖେଇବି । ସେ ଟୋକା ମାନଙ୍କୁ ତାର ଯୌବନ ଦେଖାଇବା ପାଇଁ ଆସିଥିଲା । ସେ ଓଲାକୁ ଶୁଆଇ ଦେବି ଖଟ ଉପରେ ଆଉ ମୁଁ ଭିଡିଓ କଲ୍ କରି ଦେଖେଇବ ଏହା ସେ ଭାବିଥିଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *