ବାହାଘରକୁ ମାତ୍ର 2 ମାସ, ପେଟରେ ବଢୁଛି 7 ମାସର ଛୁଆ, ସ୍ୱାମୀର ଆତ୍ମା ପଚାରୁଛି, ସତ କହ ଏ ଛୁଆ କାହାର ?

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ସବୁ ଘଟଣା ଗୁଡିକ ବିଷୟରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବାହାଘରକୁ ହୋଇଛି ୨ ମାସ ହେଲେ ପେଟରେ ବଢୁଛି ୭ ମାସର ଛୁଆ ।

ଆଉ ଏହା ପରେ ସ୍ତ୍ରୀର ପଣତ କାନିରେ ଜୀବନ ହାରି ଦେଇଛି ସ୍ଵାମୀ । ଏହି ଘଟଣାଟି ଘଟିଛି ରେଢାଖୋଲ ଥାନା ଅନ୍ତର୍ଗତ କୁକୁଡା ବାହାଳି ଗାଁରେ । ଏହି ଗାଁର ମୋହନ ଦେହୁରି ରେଢାଖୋଲ ବ୍ଲକ ବରଗଡ ବାହାଲ ପଞ୍ଚାୟତର ଡଙ୍ଗା ପଥର ଗାଁର ହିମାନ୍ଦ୍ରି ଦେହୁରିଙ୍କୁ ବୈଧିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ବନ୍ଧୁଗଣ ବିବାହକୁ ୨ ମାସ ପୁରିଥିବା ବେଳେ ପତ୍ନୀ ଅଛି ୭ ମାସର ଗର୍ଭବତୀ ।

ଆଉ ଏ କଥା ଯେତେବେଳେ ସ୍ଵାମୀ ଜାଣିଲେ ସେ ନିଜ ମାନସିକ ଭାରସାମ୍ୟ ହରାଇ ନିଜ ଜୀବନ ହାରି ଦେଲେ । ଯେତେବେଳେ ଏହି ଘଟଣା ଜଣା ପଡିଥିଲା ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ହୋଇଥିଲା । ଏହି ଘଟଣାକୁ ନେଇ ରେଢାଖୋଲ ଥାନା ଓ ଗାଁ କମିଟିରେ ମଧ୍ୟ କଥା ପଡିଥିଲା । ପତ୍ନୀ ହିମାଦ୍ରି ଏହି ଘଟଣା ପରେ ନିଜ ବାପ ଘରେ ଯାଉ ରହୁଥିଲେ ।

ଆଉ ଏହା ପରେ ପତ୍ନୀ ହିମାଦ୍ରି ଓଲୋଟି ମାନସିକ ନିର୍ଯାତନା ଦେଉଥିଲେ ନିଜ ସ୍ଵାମୀଙ୍କୁ ଯାହାଫଳରେ ମୋହନ ଆଜି ନିଜ ଘରେ ନିଜ ଜୀବନ ହାରି ଦେଇଛନ୍ତି । ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି । ତେବେ ହିମାଦ୍ରିକୁ ଗର୍ଭବତୀ କିଏ କରିଲା ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *