ମାଛ ଧରିବା ଲୋଭରେ କୁମ୍ଭୀର ସହ ଲଢେଇ କଲେ ଯୁବକ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ମାଛ ଲୋଭରେ ପଡ଼ି ବନିଶି ପକାଇଛନ୍ତି ଜଣେ ବ୍ୟକ୍ତି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

କିନ୍ତୁ ସେହି ମାଛକୁ ଖାଇବା ପାଇଁ ଛକି ରହିଛି ଜଣେ କୁମ୍ଭୀର । ମାଛଟି ବନିଶି ର କଣ୍ଟା ଗିଳି ଯେମିତି କୁଳକୁ ଆସିବାକୁ ଲାଗେ କୁମ୍ଭୀର ମଧ୍ୟ ତା ପଛେ ପଛେ ମାଡି ଆସେ । କୁମ୍ଭୀର କୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ତେବେ କିନ୍ତୁ ମାଛ ପାଇଁ ବନିଶି ପକାଇଥିବା ବ୍ୟକ୍ତି ଜଣଙ୍କ କଳେବଳେ କୌଶଳେ କୁମ୍ଭୀର ର ଆଖି ଆଗରୁ ମାଛ ଟି କୁ ଝାଂପି ଆଣନ୍ତି । ବିଚାର କୁମ୍ଭୀର ରଡ଼ି ଛାଡ଼ି କୂଳରେ ପଡି ରହିଥିଲା ।

ମାଛ ଧରାଳି ଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇ ରାଲ ହେଉଛି । ତେବେ ଏହାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହେଉଛନ୍ତି ସେତିକି ଚକିତ ହେଉଛନ୍ତି । ଦର୍ଶକମାନେ ଏହା ଦେଖି ଅନେକ କମେ ନ୍ଟ ମଧ୍ୟ କରିଛନ୍ତି । ମାଛ ଧରାଳି ଜଣଙ୍କ ଅପେକ୍ଷା କରି କରି ଶେଷରେ ମାଛ ଟି କୁ ନେଇ ଆସିଥିଲେ । ବର୍ତ୍ତମାନ ଏହି ଭିଡିଓ ଟି ବହୁ ମାତ୍ରାରେ ଭାଇ ରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *