‘ଏଇ କେସକୁ ଭଲସେ ଟେକପ୍ କର ନହଲେ ସବୁ ପୁଅ ଭାସି ଯିବେ….’ ନିଜ ନବବିବାହିତ ବୋହୁ ବିଷୟରେ ଯାହା ସବୁ କହିଲେ ଏହି ମଉସା ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହେଇଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ବାପା ଅଭିଯୋଗ କରି କହିଛନ୍ତି ଯେ ମୋର ସାନ ପୁଅଟିକୁ ବିବାହ କରିବାକୁ ମୁଁ ଚାହୁଁଥିଲି । ଏବଂ ୩୦ ତାରିଖ ଦିନ ଝିଅ ପକ୍ଷ ମୋ ସାନ ପୁଅ କୁ ଆସି ଦେଖି ଗଲେ । ଏହାପରେ ୧ ତାରିଖରେ ଆମ୍ଭେ ଭଦ୍ରଲୋକ ଧରି ପୁରୀ ଗଲୁ । ପୁରୀରେ ସେ ଝିଅ କୁ ଦେଖିଲୁ । କଥାବାର୍ତ୍ତା ହୋଇ ବାହା କରିଲେ, ମୁଁ କହିଲେ ଯାହା ଖର୍ଚ୍ଚ ହେବ ତୁମ ଘରେ କରିବା ସେମାନେ କହିଲେ ଯେ ନାହି ତୁମ୍ଭ ଘରେ କରିବା ।

ଏହା ପରେ ଆମ୍ଭ ଘରେ ବାହାଘର ହେଲା ଯାହା ଭୋଜିଭାତ ହେବ କଥା ସବୁ ହେଲା । ସବୁ ହେଲା ପରେ ପୁଅ ର ବାପା ଜଣଙ୍କ କହିଛନ୍ତି ଯେ ମୋର ଇଜ୍ଜତ ମହତ ସବୁ ଧୂଳିପାଉଁଶ ହୋଇଗଲା । ମତେ ବୋହୁ କହିଲା ଯେ ବାପା ମୁଁ ଯାଉଛି ମନ୍ଦିର ମୁଁ କହିଥିଲି ବାହାଘର ହେଲା ପରେ ବାହାଘର ବସି ଦିନ ମୁଁ ଟିକିଏ ମନ୍ଦିର ବୁଲି ଆସିବି । ଏହାପରେ ମୋର ମାନସିକ ପୂର୍ଣ୍ଣ ହେବ ମୋ ସ୍ଵାମୀ ଙ୍କ ଆୟୁଷ ବଢିବ ପାଇଁ ମୁଁ ମାନସିକ କରିଥିଲି ବୋଲି ବୋହୁ ଏପରି କହିବା ପରେ ପୁଅ ର ବାପା ହଁ କହିଥିଲେ ।

ଏହା ପରେ ପୁଅ ଏବଂ ବୋହୂ ଉଭୟ ମନ୍ଦିର ଚାଲି ଯାଇଥିଲେ । ମାତ୍ର ସେଠାରୁ ଫେରିବାରୁ ବିଳମ୍ବ ହେବା କାରଣରୁ ଘର ଲୋକ ଫୋନ କରିବାରୁ ଜଣା ପଡିଲା ଯେ ମୋ ସାନ ପୁଅ କୁ ମୋ ବୋହୂ ତା ଭେଣେଇ, ତା ଭଉଣୀ, ତା ବାପା ମା’ ମିଶି ସମସ୍ତେ ବାଡେଇଛନ୍ତି । ଲିଙ୍ଗରାଜ ମନ୍ଦିର ପାଖରେ ବାଡେଇଛନ୍ତି ।

ପୋଲିସ, ପୂଜାରୀ, ସାମ୍ବାଦିକ ମୋ ପୁଅ କୁ ଉଧାର କରିଛନ୍ତି । ମୋ ପୁଅ ବଞ୍ଚିଲା ମୋର ଯେତିକି ନୁକସନ ହବା କଥା ହେଇଛି, ମାତ୍ର ମୋର କିଛି ଦୁଖ ନାହିଁ, ଭଗବାନ ମତେ କୌଣସି ଥିରେ ଅଭାବରେ ରଖି ନାହାଁନ୍ତି । ମୋ ପୁଅ କୁ ମୁଁ ଫୋନ କରିଥିଲେ ସେ ମତେ ବିକଳ ହୋଇ କହିଥିଲା ଯେ ବାପା ମତେ ଏଠାରେ ସେମାନେ ମାଡି ରଖିଛନ୍ତି, ଅଟେ ବାଡଉଛନ୍ତି, ପ୍ରାଣ ବିକଳରେ ମୁଁ ବାଇକ ଧରି ଆସି ଦେଖିଲି ମୋ ପୁଅ ଥାନା ରେ ଆଉ ଅବସ୍ଥା ସାଙ୍ଘାତିକ ଥିଲା ।

ମାତ୍ର ବର୍ତ୍ତମାନ ବାପା ଜଣକ କହିଛନ୍ତି ଯେ ମୋର ଯାହା କ୍ଷତି ହେଲା ଝିଅ ପକ୍ଷ ଫେରାଇ ଦିଅନ୍ତୁ ଏବଂ ତାଙ୍କୁ ଉଚିତ ଦଣ୍ଡ ମିଳୁ । ପୋଲିସ ବାବୁ ମାନେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ନଚେତ ନିରୀହ ପୁଅ ମାନେ ଏହିଭଳି ବରବାଦ ହୋଇଯିବେ ବୋଇ କହିଛନ୍ତି ପୁରା ବାପା । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *