ବନ୍ଧୁଗଣ କୁହାଯାଏ ମଣିଷ ନିଜ ଭୁଲରୁ ଶିଖେ ହେଲେ ଆମ ଚାରି ପାଖରେ ଏମିତି କିଛି ନମୁନା ଅଛନ୍ତି ଯାହାଙ୍କୁ ଦେଖିଲେ ଏହି କଥାର ମୂଲ୍ୟ ରହେ ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବୋକା ଲୋକଙ୍କ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣଙ୍କ ଦିନ ଜାକର ଟେନସନ ଗାୟବ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ଗୁଡିକ ବିଷୟରେ ।
୧. ୨୦୧୮ରେ ପାନାମାରେ ଫୁଟବଲ ମ୍ୟାଚ ପୂର୍ବରୁ ଜଣେ ରିପୋର୍ଟର ଫ୍ୟାନ୍ସ ମାନଙ୍କର ଇଣ୍ଟର୍ବ୍ୟୁ ନେଉଥିଲେ । ପ୍ରଥମେ ସେ କିଛି ପ୍ରଶ୍ନ ପଚାରୁଥିଲେ ଆଉ ଯଦି କେହି ଉତ୍ତର ଠିକ ଦେବ ତା ହେଲେ ପାଖରେ ଥିବା ଝିଅକୁ କିସ୍ କରିବାକୁ କହୁଥିଲେ । ସେହି ସମୟରେ ବୁଢା ମାନେ ବହୁତ ମଜା ନେଇଥିଲେ ହେଲେ ପରେ ସେମାନଙ୍କର ମଜା ସଜାରେ ବଦଳି ଗଲା କାରଣ ପରେ ଜଣା ପଡିଲା ସେହି ମହିଳା ଜଣକ ଛକା ଥିଲେ ।
୨. ମେ ୨୦୨୧ରେ ଋଷିଆର ସାରାନ୍ସକରେ ପୋଲିସ ଏକ ବୁଦ୍ଧିମାନ ଚୋରକୁ ନେଇଯାଉଥିଲା । କିନ୍ତୁ ବାଟରେ ଟ୍ରାଫିକ ଜ୍ୟାମ ଯୋଗୁଁ ପୋଲିସ ଗାଡିକୁ ରଖିଥିଲା ହେଲେ ଚୋର ଏତେ ଚତୁର ଥିଲା ଯେ, ସେ ହାତରେ ଲକ୍ ଖୋଲି ପଛ ଡୋର ପଟେ ଖସି ଚାଲିଗଲା । ହେଲେ ଗୋଟେ ପୋଲିସର ନଜର ଚୋର ଉପରେ ପଡିଗଲା କିଛି ସମୟ ପରେ ସେ ଚୋରକୁ ଧରିନେଲେ ।
୩. ଆପଣ ମାନେ ଟ୍ରଷ୍ଟଫଲ ନାମକ ଏହି ଟିକଟକ ଚ୍ୟାଲେଞ୍ଜ ବିଷୟରେ ନିଶ୍ଚୟ ଶୁଣିଥିବେ । ଏହି ଚ୍ୟାଲେଞ୍ଜରେ ନିଜ ସାଙ୍ଗ ମାନଙ୍କ ଉପରେ ବିଶ୍ଵାସ କରି ତଳେ ପଡିବାକୁ ହୁଏ ଆଉ ସାଙ୍ଗ ମାନେ ବଞ୍ଚାଇ ଦିଅନ୍ତି । ହେଲେ ଏହି ଭିଡିଓରେ ଜଣେ ଝିଅ ନିଜ ବୟଫ୍ରେଣ୍ଡ ଉପରେ ବିଶ୍ଵାସ କରି ଟ୍ରଷ୍ଟଫଲ ଭିଡିଓ ବନାଉ ଥିଲା । ହେଲେ ଝିଅଟି ପଛକୁ ନ ପଡି ଆଗକୁ ପଡିଗଲା ।
୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ଝିଅ ନିଜ ବୟଫ୍ରେଣ୍ଡ ଉପରେ ସନ୍ଦେହ କରି ତାର ଗାଡିକୁ ଅଟକାଇ ଚେକ୍ କରିଲା । ହେଲେ ଯୁବକ ଜଣକ ଅତି ଚତୁର ଥିଲା ସେ ନିଜ କଥାରେ ଗାର୍ଲଫ୍ରେଣ୍ଡକୁ ବିଜି ରଖିଲା ଆଉ ଏପଟ ଡୋର ଖୋଲି ଅନ୍ୟ ଝିଅଟି ଖସି ଚାଲିଗଲା ।
୫. ବନ୍ଧୁଗଣ ଆଜିକାଲି ଝିଅ ମାନେ ଯେଉଁ ଭଳି ଭାବରେ ଗାଡି ଚଲାଉ ଛନ୍ତି ତାହା ବିଷୟରେ ଆପଣ ମାନେ ଜାଣିଥିବେ । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଝିଅ ମନ୍ଦିର ସାମ୍ନାରେ ଗାଡି ଷ୍ଟାର୍ଟ କରୁଛନ୍ତି ହେଲେ ହଠାତ ଝିଅଟି ଗାଡି ଏକ୍ସିଲେଟରକୁ ଜୋର ସେ ମୋଡି ଦେଉଛନ୍ତି ଯାହାଫଳରେ ଝିଅଟି ଗାଡି ସହ ମନ୍ଦିର ଭିତରକୁ ପଶି ଯାଉଛି । ତା ହେଲେ ବନ୍ଧୁଗଣ ଏହି ସବୁ ମଜାଦାର ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।