ଓଡିଆ ସିରିଏଲ ହୀରୋ Sai ଙ୍କ ରିଅଲ ଲାଇଫ ଫାମିଲି, ଲାଇଫଷ୍ଟାଇଲ ଓ Biography

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆମ ଓଡ଼ିଆ ଲୋକମାନେ ଚଳଚିତ୍ର ଅପେକ୍ଷା ଫିଲ୍ମି ଦେଖିବାକୁ ବହୁତ ଭଲ ପାଆନ୍ତି।ତେବେ ଆପଣ ମାନେ ସମସ୍ତେ ଓଡ଼ିଆ ଲୋକପ୍ରିୟ ଧାରାବାହିକ କୁଆଁରୀ ବୋହୁ ସିରିଏଲ ନିଶ୍ଚୟ ଦେଖିଥିବେ ।ତେବେ ବନ୍ଧୁଗଣ କୁଆଁରୀ ବୋହୁ ସିରିଏଲ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଥିବା ହିରୋ ସାଇ ଙ୍କୁ ନିଶ୍ଚୟ ଜାଣିଥିବେ।ତେବେ ବନ୍ଧୁଗଣ ସାଇ ଏହି କୁଆଁରୀ ବୋହୁ ସିରିଏଲ ରେ ଜବରଦସ୍ତ ଅଭିନୟ କରିବା ସହ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି ।


ତେବେ ଆପଣ ମାନେ ଜି ସାର୍ଥକ ର ସର୍ଵଜିତା ଅନୁ ସିରିଏଲ ନିଶ୍ଚୟ ଦେଖୁଥିବେ ଏହି ସିରିଏଲ ର ହିରୋ ସାଇ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ।ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ଦେଖିଥିବେ।ତେବେ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଏହି ସିରିଏଲ ଟିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

\ତେବେ ସାଇ ଙ୍କ ଘର ହେଉଛି ବରପାଲି ରେ କିନ୍ତୁ ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ସାଇଙ୍କ ପରିବାର ରେ ତାଙ୍କ ମାଆ ଓ ଭାଇ ଭଉଣୀ ଅଛନ୍ତି। ତେବେ ତାଙ୍କର ଜଣେ ପ୍ରେମିକା ମଧ୍ୟ ଅଛନ୍ତି ସେ ମଧ୍ୟ ଜଣେ ଅଭିନେତ୍ରୀ ସେ ହେଉଛନ୍ତି ସାରା। ତେବେ ଙ୍କୁ ଆପଣ ମାନେ ବହୁତ ଗୁଡିଏ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିଥିବେ।


ତେବେ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ। ବର୍ତ୍ତମାନ ସାରା ମଞ୍ଜରୀ ଟିଭି ର ଗୋଟିଏ ସିରିଏଲ ରେ ଅଭିନୟ କରୁଛନ୍ତି।ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି।ସାଇ ଓ ସାରା ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି।ଯାହାକି ସେ ନିଜ ନିଜର ଫଟ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି।ସେ ଜଣେଇଛନ୍ତି କି ସେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଛନ୍ତି।ଓ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି।


ତେବେ ସାଇ ଙ୍କ ପ୍ରକୃତ ନାମ ହେଉଛି ସୁମନ ତେବେ ସୁମନ ବହୁତ ଅଳ୍ପ ସମୟ ଭିତରେ ନିଜର ଏକ ସୁନ୍ଦର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ତେବେ ତାଙ୍କ ଲୁକ ଏବଂ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ବର୍ତ୍ତମାନ ମଧ୍ୟ ସେ ନିଜ ନୂଆ ସିରିୟଲରେ ନିଜ ଅଭିନୟ ମାଧ୍ୟମ ରେ ଲୋକ ମାନଙ୍କ ପ୍ରିୟ ହୋଇ ପାରିଛନ୍ତି।
ତେବେ ଆପଣ ଙ୍କୁ ସାଇ ଓରଫ ସୁମନଙ୍କ ଅଭିନୟ କିପରି ଲାଗେ ନିଶ୍ଚିତ ନିଜର ମତାମତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *