ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି । ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଛି । ଆଜି କ୍ରାଇମ ରି-କ୍ରିଏସନ କରୁଛି ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ ।
ତେବେ ରକ୍ତ ମୁଖାଆ ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ସ୍ଥାନୀୟ ସରପଞ୍ଚ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ସରପଞ୍ଚଙ୍କ ମତରେ-‘ଯେଉଁ ଭିଡିଓଟି ସେ ସେୟାର କରିଛି ସୋସିଆଲ ମିଡିଆରେ ଯଦି ସେ ଭିଡିଓକୁ ଆମେ ଟିକେ ଭଲ ଭାବରେ ଦେଖିବା ତା ହେଲେ ପ୍ରତି ସେକେଣ୍ଡରେ ସେ ନିଜ ବାମ ଆଡକୁ ଚାହୁଁଛି । ମିଡିଆ ବାଲା କହୁଛନ୍ତି ସେ ସେଲଫି କ୍ୟାମେରା ଅନ୍ କରି ଭିଡିଓ କରିଛି କିନ୍ତୁ ଆପଣ ତାକୁ ମାର୍କ କରିବେ ସେ ବାମ ପଟକୁ ଆଖି କରି ଚାହୁଁ ଥିଲା’ ।
ଆଗକୁ ସେ କହିଛନ୍ତି-‘ତେଣୁ ବାମ ପଟେ ନିଶ୍ଚିତ ରୂପେ କିଏ ଗୋଟେ ଅଛି ଯିଏ କି ତାକୁ ଇନ୍ସଟ୍ରକ୍ସନ ଦେଉଛି ଆଉ ସେ ଶୁଆ ଭଳି କଥା ଗୁଡିକ କହିଯାଉଛି । ଆଉ ପ୍ରଥମ କଥା ହେଲା ତାର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସେ ଯେଉଁ ଭାଷା ପ୍ରୟୋଗ କରିଛି ସେ ଭାଷା ଗୁଡିକ ମଧ୍ୟ ଉନ୍ନତ ତଥା ଶିକ୍ଷିତ ଲୋକଙ୍କ ଭାଷା ଯାହାକି ସେଇଟା ତାର ଭାଷା ନୁହେଁ । ତେଣୁ ତାକୁ କିଏ ଗୋଟେ ଘୋଷେଇକି ସେସବୁ କୁହାଇଛି’ ।
ଆଗକୁ ସେ କହିଛନ୍ତି-‘ଆଉ ଗୋଟେ କଥା ହେଲା ପାଞ୍ଚ ଜଣଙ୍କୁ ମାଆରିଇବା ପରେ ଜଣେ ମଣିଷର ଏକ୍ସପ୍ରେସନ କିଭଳି ଥିବ ହେଲେ ଆର ମୁହଁରେ ସେ ଇମୋଶନଟା ଜଣା ପଡୁ ନଥିଲା । ସେ ନର୍ମାଲ ହୋଇ ସବୁ କଥା କହୁଛି’ । ତା ହେଲେ ବନ୍ଧୁଗଣ ଏପରି ଭାବରେ ସରପଞ୍ଚ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।