କୁସୁପୁର ଗଣହତ୍ୟା ମାମଲାରେ ପୋଲିସର ଚାଞ୍ଚଲ୍ୟକର ବୟାନ, ପୋଲିସ ଯାହା ସବୁ କହିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି । ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଛି । ଆଜି କ୍ରାଇମ ରି-କ୍ରିଏସନ କରୁଛି ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ ।

ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ କଟକ ଗ୍ରାମାଞ୍ଚଳ ASP ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରାରମ୍ଭିକ ତଦନ୍ତରେ କଟକ ଗ୍ରାମାଞ୍ଚଳ ASP କହିଛନ୍ତି-‘ଶିବ ବୟାନ ରଖିଲା ସେ ଯେଉଁ ଘଟଣା ଘଟେଇ ଥିଲା ସେହି ଘଟଣାଟି କେମିତି ସେ କରିଥିଲା ଗୋଟି ଗୋଟି କରି ଦେଖାଇଲା । ତଦନ୍ତ ଅନୁଯାଇ ସେ ଏକା ଏହି ଘଟଣା ଘଟେଇଛି ବୋଲି ଜଣା ପଡିଛି ଆଉ କେହି ସମ୍ପୃକ୍ତ ନାହାନ୍ତି । ଯଦି ଅନ୍ୟ କୌଣସି ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବେ ତା ହେଲେ ଜଣା ହେବ’ ।

ଆଗକୁ ସେ କହିଛନ୍ତି-‘ପ୍ରଥମେ ଯାହା ଜଣା ପଡୁଥିଲା, ତାଙ୍କ ଭାଇ ଭାଇ ମଧ୍ୟରେ ଶତ୍ରୁତା, ଜମି ବାଡି ଘର ବଣ୍ଟନକୁ ନେଇ ସେ ଇରିଟେଡ ହେଇ ଏମିତି କରିଛି । ସେଦିନ ସେ ସନ୍ଧ୍ୟା ବେଳକୁ ଆସି ଖାଇ ପିଇ ଶୋଇଥିଲା ହେଲେ ସଠିକ ସମୟ ବିଷୟରେ ସେ କହି ନାହିଁ । ତାର କହିବା ଅନୁଯାଇ ସେ ପ୍ରଥମେ ତାର ଭାଉଜକୁ ଆ ସଲ୍ଟ କରିଛି ତା ପରେ ଭାଇ ପୁତୁରା ଓ ଝିଆରୀ’ ।

ଆଗକୁ ସେ କହିଛନ୍ତି -‘ତେବେ ତା ସହ ତାର ଭାଇ ଭାଉଜ, ଝିଆରୀ ଓ ପୁତୁରା ମାନେ ଖରାପ ବ୍ୟବହାର କରୁଥିଲେ ନା ନାହିଁ ସେ କଥା କହିବ କିଏ । ବାହାର ଲୋକ କେହି କୋପରେଟ କରୁ ନାହାନ୍ତି । ପୋଷ୍ଟ ମଟମ ରିପୋର୍ଟଟି ଆସିଲେ ମଧ୍ୟ ଜଣା ପଡିବ କଣ ହୋଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଗ୍ରାମାଞ୍ଚଳ ASP ଘଟଣାକୁ ନେଇ ନିଜର ବୟାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *