“ସେ ଝିଅ ପାଇଁ ମୋ ପୁଅ ମରିଛି…ସେ ଟଙ୍କା ନ ଦେଇପାରିବାରୁ…” ପୁଅ ପାଇଁ ବିକଳ ହେଇ କଣ କହୁଛନ୍ତି ଏହି ମା’ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗୋଟେ ପରିବାର ନିଜ ପୁଅକୁ ହରାଇ ଛନ୍ତି ।

ପରିବାରଟି ପୁଅର ନ୍ୟାୟ ପାଇଁ ଅନେକ ଚେଷ୍ଟା କରିବା ସତ୍ବେ ନ୍ୟାୟ ମିଳୁ ନାହିଁ ତେଣୁ ଆଜି ସେହି ପରିବାର ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି । ମୃତ ଯୁବକଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ମୁଁ ମୋ ପୁଅକୁ ବହୁତ ମନେ ପକାଉଚି । ଯେତେ ଚେଷ୍ଟା କରିଲେ ବି ମୁଁ ତାକୁ ଭୁଲି ପାରୁନି । ମୁଁ ସବୁ ଦେଖିଛି । ତିନି ମାସ ହେଲା ମୋ ଆଖିରେ ଲୁହ ବି ସୁଖୁନି’ ।

ଆଗକୁ ସେ କହିଛନ୍ତି-‘ସୋମ୍ୟ ମୋ ପୁଅ ଆଉ ସେ ଝିଅ ଲାଗି ମୋ ପୁଅ ମରିଛି । ମୁ ସତ କହୁଛି ସେ ଝିଅ ପାଇଁ ମୋ ପୁଅ ମରିଛି । ସେ ଝିଅ ଟଙ୍କା ମାଗିଥିଲା ଏ ଟଙ୍କା ଦେଇ ନ ପାରିବାରୁ ସେ ଏମିତି କରିଛି । ସେ କାଲି 10ଟା ଲୋକଙ୍କୁ ବୁଝାଉ ଥିଲା ଆଜି ନିଜେ ଏମିତି କରିବ କିନ୍ତୁ ସୁସାଇଡ କରିନି । ସେ ପଇସା ଆରେଞ୍ଜ କରୁଥିଲା ହେଲେ ଗୋଟେ ସପ୍ତାହ ଡେରି ହେଇଗଲା ଆମେ ପଛରେ ଶୁଣିଲୁ ସେ ପୁଅ ସାଙ୍ଗେ ବ୍ରେକ ଅପ୍ କରିଦେଇଛି’ ।

ଆଗକୁ ସେ କହିଛନ୍ତି-‘ବ୍ରେକ ଅପ୍ କରିବା ସହ ପୁଅକୁ ବହୁତ ଟର୍ଚର ବି କରିଛି । ସୋମ୍ୟକୁ ନ୍ୟାୟ ଦରକାର ମୁଁ ତା ମା କିରଣ ବାଳା ଜେନା କହୁଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *