ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମେ ମାନେ ସମସ୍ତେ ଗୁପୁଚୁପ ଖାଇବା ପାଇଁ ବହୁତ ପସନ୍ଦ କରିଥାଉ ।
ହେଲେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଗୁପୁଚୁପ ଖାଇବା ପାଇଁ ଅଧିକ ଇଛା କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା ଗୁପୁଚୁପ ସହ ଜଡିତ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତର ପ୍ରଦେଶରେ ରହୁଥିବା ଜଣେ ମହିଳାଙ୍କୁ ଗୁପୁଚୁପ ବହୁତ ପସନ୍ଦ ଥିଲା ସେ ସବୁଦିନ ଗୁପୁଚୁପ ଖାଇବା ପାଇଁ ଯାଉଥିଲେ ।
ହେଲେ ଗୁପୁଚୁପ ଖାଇବା ଚକ୍କରରେ ଏପରି କିଛି ହେଲା ଯାହା ବିଷୟରେ ଆପଣ କଳ୍ପନା ବି କରିପାରିବେ ନାହିଁ । ବନ୍ଧୁଗଣ ମହିଳା ଜଣକ ସବୁବେଳେ ଗୋଟିଏ ଗୁପୁଚୁପ ବାଲାଙ୍କ ଦୋକାନକୁ ଯାଉଥିଲେ ଓ ଧୀରେ ଧୀରେ ପରସ୍ପର ପ୍ରେମ କରିଲେ । ଦିନେ ଉଭୟ ନିଜ ଘର ଛାଡି ଫେରାର ହୋଇଗଲେ । ଏହା ପରେ ସେମାନଙ୍କ ପରିବାର ଲୋକ ଖୋଜା ଖୋଜି ଆରମ୍ଭ କରିଥିଲେ ।
ଘରଲୋକ ଜଣେ ତାନ୍ତ୍ରିକକୁ ଡାକି ପଚାରିଲେ ତାନ୍ତ୍ରିକ କହିଲା ଝିଅକୁ କିଏ ଅପହରଣ କରି ନେଇଛି । ଏହା ପରେ ପରିବାର ଲୋକ ପୋଲିସକୁ ଅଭିଯୋଗ କରିଲେ ହେଲେ ପୋଲିସ ବି ଝିଅକୁ ପାଇଲା ନାହିଁ । ଏମିତି ଅନେକ ଦିନ ପରେ ଝିଅ ନିଜ ବାପ ଘରକୁ ଫୋନ କରିଲା ଓ କହିଲା ସେ ନିଜ ସ୍ଵାମୀ ସହ ବହୁତ ଖୁସିରେ ଅଛି । ତା ହେଲେ ବନ୍ଧୁଗଣ ଏହି ଘଟଣାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।