ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ସାମ୍ନାକୁ ଆସିଛି ଓ ଏହି ଘ-ଟ-ଣା-ର ଚର୍ଚା ସମସ୍ତ ସ୍ଥାନରେ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଜଣେ ମହିଳା ଏକ ବଡ ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି । ମହିଳାଙ୍କ ମତରେ, ତାଙ୍କ ଝିଅ ସ୍କୁଲ ଯିବା ସମୟରେ କେହି ଜଣେ ଛୁଆକୁ କି-ଡ୍ନା-ପ କରି ନେଇଯାଇଛି ।
ତାଙ୍କ ଝିଅକୁ ମାତ୍ର ୧୩ ବର୍ଷ । ଅନ୍ୟ ପକ୍ଷରେ ପୋଲିସ ତାଙ୍କ ଝିଅକୁ ଖୋ-ଜୁ ନାହାନ୍ତି ଓ ସେମାନଙ୍କୁ କୁ-କୁ-ର ମା-ଙ୍କ-ଡ ପରି ବ୍ୟବହାର କରୁଛନ୍ତି ବୋଲି ସେ କହୁଛନ୍ତି । ମହିଳାଙ୍କ ମତରେ, ଗତ ୪ ଦିନ ହେବ ତାଙ୍କ ଝିଅ ନି-ଖୋ-ଜ ଅଛି । ପୋଲିସଙ୍କୁ ଯେତେ କହିଲେ ବି ସେମାନେ ଆ-କ୍ସ-ନ ନେଉ ନାହାନ୍ତି ବୋଲି ମହିଳା କହିଛନ୍ତି । ଆଲୋକ ନାମକ ଜଣେ ବ୍ୟକ୍ତି ଅଛନ୍ତି ସେ ଡ୍ୟାନ୍ସ ଶିଖାନ୍ତି ତାଙ୍କ ଉପରେ ମହିଳା ସ-ନ୍ଦେ-ହ କରୁଛନ୍ତି ।
ଏମିତିକି ମହିଳା ଆଲୋକକୁ ପୋଲି-ସ ଷ୍ଟେ-ସ-ନ ନେଇ ଯାଇଥିଲେ । ହେଲେ ପୋଲିସ କେବଳ ଆଲୋକ ସହ କଥା ହୋଇ ତାଙ୍କୁ ଛାଡି ଦେଇଥିଲା । ଆଲୋକଙ୍କ ମାମୁ ଝିଅ ଏହି ଘ-ଟ-ଣା ବିଷୟରେ ମହିଳାଙ୍କୁ କହିଥିବାର ଜଣା ପଡିଛି । ମହିଳାଙ୍କ ମତରେ, ଆଲୋକକୁ ପୋ-ଲି-ସ ଧ-ରି-ଲା ନାହିଁ ଶେଷରେ ସେମାନେ ଆଲୋକକୁ ନେଇ ପୋଲି-ସ ଷ୍ଟେ-ସ-ନ ନେଇ ଯାଇଥିଲେ ।
ପୋଲିସ ଆଲୋକକୁ ଟିକେ ଡ-ରେ-ଇ ଧ-ମ-କେ-ଇ ପଚାରିଥିଲେ ସେ ସତ କହିଥାନ୍ତା ହେଲେ ପୋଲିସ ତାକୁ ସାଧାରଣ ପ୍ରଶ୍ନ ପଚାରି ତାକୁ ଛା-ଡି ଦେଲା । ଝିଅଟି ନିଜ ଭାଇକୁ ମା ପାଖରେ ଛାଡି ସ୍କୁଲ ଯାଇଥିଲା ଆଉ ଫେରିଲା ନାହିଁ । ବନ୍ଧୁଗଣ ଏହି ଘ-ଟ-ଣା-ର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । ମହିଳା ଜଣକ ବର୍ତ୍ତମାନ ବହୁତ କାନ୍ଦୁ ଛନ୍ତି ଓ ନ୍ୟାୟ ପାଇଁ ନେ-ହୁରା ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।