‘ସ୍କୁଲ ଗଲାବେଳେ ମୋ ଝିଅକୁ ନେଇଗଲେ, ସେ କିଛି ଜାଣିନି, ପୋଲିସ କହୁଛି…’ କାନ୍ଦି କାନ୍ଦି ଝିଅର ମା’ ଯାହା କହୁଛି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ସାମ୍ନାକୁ ଆସିଛି ଓ ଏହି ଘ-ଟ-ଣା-ର ଚର୍ଚା ସମସ୍ତ ସ୍ଥାନରେ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଜଣେ ମହିଳା ଏକ ବଡ ଅଭିଯୋଗ ନେଇ ସାମ୍ନାକୁ ଆସିଛନ୍ତି । ମହିଳାଙ୍କ ମତରେ, ତାଙ୍କ ଝିଅ ସ୍କୁଲ ଯିବା ସମୟରେ କେହି ଜଣେ ଛୁଆକୁ କି-ଡ୍ନା-ପ କରି ନେଇଯାଇଛି ।

ତାଙ୍କ ଝିଅକୁ ମାତ୍ର ୧୩ ବର୍ଷ । ଅନ୍ୟ ପକ୍ଷରେ ପୋଲିସ ତାଙ୍କ ଝିଅକୁ ଖୋ-ଜୁ ନାହାନ୍ତି ଓ ସେମାନଙ୍କୁ କୁ-କୁ-ର ମା-ଙ୍କ-ଡ ପରି ବ୍ୟବହାର କରୁଛନ୍ତି ବୋଲି ସେ କହୁଛନ୍ତି । ମହିଳାଙ୍କ ମତରେ, ଗତ ୪ ଦିନ ହେବ ତାଙ୍କ ଝିଅ ନି-ଖୋ-ଜ ଅଛି । ପୋଲିସଙ୍କୁ ଯେତେ କହିଲେ ବି ସେମାନେ ଆ-କ୍ସ-ନ ନେଉ ନାହାନ୍ତି ବୋଲି ମହିଳା କହିଛନ୍ତି । ଆଲୋକ ନାମକ ଜଣେ ବ୍ୟକ୍ତି ଅଛନ୍ତି ସେ ଡ୍ୟାନ୍ସ ଶିଖାନ୍ତି ତାଙ୍କ ଉପରେ ମହିଳା ସ-ନ୍ଦେ-ହ କରୁଛନ୍ତି ।

ଏମିତିକି ମହିଳା ଆଲୋକକୁ ପୋଲି-ସ ଷ୍ଟେ-ସ-ନ ନେଇ ଯାଇଥିଲେ । ହେଲେ ପୋଲିସ କେବଳ ଆଲୋକ ସହ କଥା ହୋଇ ତାଙ୍କୁ ଛାଡି ଦେଇଥିଲା । ଆଲୋକଙ୍କ ମାମୁ ଝିଅ ଏହି ଘ-ଟ-ଣା ବିଷୟରେ ମହିଳାଙ୍କୁ କହିଥିବାର ଜଣା ପଡିଛି । ମହିଳାଙ୍କ ମତରେ, ଆଲୋକକୁ ପୋ-ଲି-ସ ଧ-ରି-ଲା ନାହିଁ ଶେଷରେ ସେମାନେ ଆଲୋକକୁ ନେଇ ପୋଲି-ସ ଷ୍ଟେ-ସ-ନ ନେଇ ଯାଇଥିଲେ ।

ପୋଲିସ ଆଲୋକକୁ ଟିକେ ଡ-ରେ-ଇ ଧ-ମ-କେ-ଇ ପଚାରିଥିଲେ ସେ ସତ କହିଥାନ୍ତା ହେଲେ ପୋଲିସ ତାକୁ ସାଧାରଣ ପ୍ରଶ୍ନ ପଚାରି ତାକୁ ଛା-ଡି ଦେଲା । ଝିଅଟି ନିଜ ଭାଇକୁ ମା ପାଖରେ ଛାଡି ସ୍କୁଲ ଯାଇଥିଲା ଆଉ ଫେରିଲା ନାହିଁ । ବନ୍ଧୁଗଣ ଏହି ଘ-ଟ-ଣା-ର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । ମହିଳା ଜଣକ ବର୍ତ୍ତମାନ ବହୁତ କାନ୍ଦୁ ଛନ୍ତି ଓ ନ୍ୟାୟ ପାଇଁ ନେ-ହୁରା ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *