ସମୁଦ୍ର ଭିତରୁ ମିଳିଲା 7 ଟି ଏମିତି ଜିନିଷ, ଯାହାକୁ ଦେଖି ଲୋକଙ୍କ ହୋସ ଉଡିଗଲା, ଦେଖନ୍ତୁ Video

ବନ୍ଧୁଗଣ ଆମର ଏହି ପୃଥିବୀର ୭୧ ଭାଗରେ ଜଳ ଅଛି ଏବଂ କେବଳ ୨୯ ଭାଗ ସ୍ଥଳ ଅଛି । ଏହାର ମାନେ ସ୍ଥଳ ଭାଗ ଅପେକ୍ଷା ସମୁଦ୍ର ଭିତରେ ଅନେକ ରହସ୍ୟ ଲୁଚି ରହିଛି  । ଏତେ ବିଶାଳ ସମୁଦ୍ରର ମାତ୍ର ୫ ପ୍ରତିଶତ ରହସ୍ୟର ସନ୍ଧାନ ମଣିଷ କରିପାରିଛି । ଆଜି ପର୍ଯ୍ୟନ୍ତ ଏହି ବିଶାଳ ସମୁଦ୍ର ମଧ୍ୟରେ ଥିବା ଅନେକ ରହସ୍ୟକୁ କେହି ବି ଜାଣି ପାରି ନାହାନ୍ତି । ପରନ୍ତୁ ଏବେ ପର୍ଯ୍ୟନ୍ତ ସମୁଦ୍ର ଗଭୀରରୁ ଯେତିକି ରହସ୍ୟ ମିଳିଛି ତାହା ବିଷୟରେ ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସମୁଦ୍ର ଗଭୀରରୁ ମିଳିଥିବା ୭ଟି ଆଶ୍ଚର୍ଯ୍ୟ ଜନକ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଅତିତରେ ଲୋକମାନେ ଦେଶବିଦେଶକୁ ଯିବା ପାଇଁ ପାଣି ଜାହାଜର ବ୍ୟବହାର କରୁଥିଲେ ।

ଆଜି ଠାରୁ ୩୦୦ ବର୍ଷ ପୂର୍ବେ ବ୍ରିଟିଶ ଓ ସ୍ପେନିଶ ଜାହାଜ ମଧ୍ୟରେ ଅନେକ ଯୁ-ଦ୍ଧ ହୋଇଥିଲା । ସେହି ଯୁ-ଦ୍ଧରେ ବ୍ରିଟିଶ ସ୍ପେନକୁ ହରାଇ ଥିଲା ଓ ସେହି ଯୁ-ଦ୍ଧରେ ସ୍ପେନିଶ ମାନଙ୍କର ଏକ ଜାହାଜ ବୁ-ଡି ଯାଇଥିଲା ଯାହା ଫଳରେ ସ୍ପେନରେ ବହୁତ କ୍ଷ-ତି ହୋଇଥିଲା ।

କାରଣ ସେହି ଜାହାଜରେ ବହୁତ ସୁନା ଚାନ୍ଦି ଗହଣା ଥିଲା । ୨୦୧୫ରେ କଲମ୍ବିଆର ଅନୁସନ୍ଧାନକାରୀ ମାନେ ଏହି ବୁଡିଯାଇଥିବା ଜାହାଜକୁ ଖୋଜି ପାଇଥିଲେ । ଏହି ଜାହାଜରେ ପ୍ରାୟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ସୁନା ଗହଣା ରହିଛି ।

୨. ଇଜିପ୍ଟର ଆଲେକଜାଣ୍ଡେରିଆ ଠାରୁ ୬ କିଲୋମିଟର ସମୁଦ୍ର ମଧ୍ୟରେ ଡାଇଭର ମାନେ କିଛି ଏମିତି ଦେଖିଲେ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ସେହି ସ୍ଥାନରୁ ୬୪ ଟି ପାଣି ଜାହାଜ, ସୁନା ଗହଣା, ୧୬ ଫୁଟର ଷ୍ଟାଚ୍ୟୁ, ଭା-ଙ୍ଗି ଯାଇଥିବା ମହଲ ଓ କିଛି ଛୋଟ ପଥର ମିଳିଲା ।

ଏହି ସବୁ ଜିନିଷ ଗୁଡିକ ଯେଉଁ ସ୍ଥାନରୁ ମିଳିଲା ତାହା ସମୁଦ୍ର ମଧ୍ୟରେ ବିସ୍ତାର ହୋଇ ରହିଥିଲା । ଏହି ଜାଗାରେ ପାଖାପାଖି ୨୩୦୦ ବର୍ଷ ପୂର୍ବେ ଇଜିପ୍ଟର ଏକ ସହର ଥିଲା । ହେଲେ ଏହି ସହରକୁ ସୁନାମୀ ନଷ୍ଟ କରିଲା ନା ସମୁଦ୍ର ଖାଇଲା ତାହା ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ।

୩. ୨୦୧୪ରେ ସ୍କୁବା ଡାଇଭର ମାନଙ୍କୁ ସମୁଦ୍ର ମଧ୍ୟରୁ ଏକ ବିଶାଳ ଛୁ-ରୀ ମିଳିଲା । ସେହି ଛୁ-ରୀଟି ପାଖାପାଖି ୬ ଫୁଟର ଥିଲା । ହେଲେ ବନ୍ଧୁଗଣ ଏହି ଖବରକୁ ଲୁ-ଚା ଯାଇଥିଲା ଓ ଏହି ଛୁ-ରୀ କେଉଁ ସ୍ଥାନରେ ଅଛି ତାହା ମଧ୍ୟ ଜଣା ନାହିଁ । ବନ୍ଧୁଗଣ ସତରେ କଣ ଆଗ କାଳରେ ବହୁତ ବଡ ବଡ ମଣିଷ ଥିଲେ ଯେଉଁ ମାନଙ୍କୁ ଏତେ ବଡ ଛୁ-ରୀର ଆବଶ୍ୟକତା ପଡୁଥିଲା ।

୪. ୱେଷ୍ଟ ଇଣ୍ଡିଜର ସମୁଦ୍ର କୂଳରୁ ବହୁ କିଲୋମିଟର ଦୂରରେ ଅଛି ଏକ ଅଣ୍ଡର ୱାଟର ପାର୍କ । ୨୦୦୬ରେ ଏହି ପାର୍କଟିକୁ ଜଣେ ବ୍ରିଟିଶ କଳାକାର କରିଥିଲେ । ବନ୍ଧୁଗଣ ଏହି ପାର୍କ ବନେଇବାର ଏକ ବିଶେଷ କାରଣ ରହିଛି । ସମୁଦ୍ର ମଧ୍ୟରେ ଅନେକ ଛୋଟ ମାଛ ରହିଛନ୍ତି । ଯେଉଁ ଜାଗାରେ ପାର୍କ ହୋଇଛି ସେହି ଜାଗାରେ କୌଣସି ଚଟାଣ ନାହିଁ । ପାର୍କ ହେବା ପରେ ଅନେକ ମାଛ ଏଠାକୁ ଆସନ୍ତି । ଏହି ସ୍ଥାନରେ ୧୦୦ରୁ ଅଧିକ ଷ୍ଟାଚ୍ୟୁ ଅଛି ଯାହା ଦେଖିବାକୁ ବହୁତ ଭୟଙ୍କର ଅଟେ ।

Leave a Reply

Your email address will not be published. Required fields are marked *