Virat Kohali ଙ୍କ ଝିଅକୁ ମିଳିଲା ଦୁଷ୍କର୍ମ ଧମକ, ଟ୍ବିଟ କରି ଅଭିଯୁକ୍ତ ଲେଖିଲା କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଟି ୨୦ ବିଶ୍ବକପରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତୀବ୍ର ସମାଲୋଚନାର ଶି-କା-ର ହେବାକୁ ପଡୁଛି । ଦେଶବ୍ୟାପୀ କ୍ରିକେଟ ପ୍ରେମୀ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଅଧିନାୟକ ବିରାଟ କୋହଲିଙ୍କୁ ଟା-ର୍ଗେ-ଟ କରାଯାଉଛି ।

ତେବେ ବଡ କଥା ହେଉଛି ସା-ମା-ଜି-କ ଗ-ଣମା-ଧ୍ୟ-ମ-ରେ କୋହଲିଙ୍କ ପରିବାର ଲୋକଙ୍କୁ ଟା-ର୍ଗେ-ଟ କରା ଯାଉଛି । ପ୍ରଥମେ ପାକିସ୍ତାନ ବିପକ୍ଷରେ ଲ-ଜ୍ଜା-ଜ-ନ-କ ପରାଜୟ ଏବଂ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶୋଚନୀୟ ପରାଜୟ ପରେ ସୋ-ସି-ଆ-ଲ ମି-ଡି-ଆ-ରେ ବି-ଷ ଓଗା-ଳୁ-ଛନ୍ତି କ୍ରିକେଟ ପ୍ରଶଂସକ । ଖେଳାଳିମାନଙ୍କୁ ଗା-ଳି-ଗୁ-ଲ-ଜ କରିବା ସହିତ ଅ-ଶ୍ଳୀ-ଳ ଭା-ଷା ପ୍ରୟୋଗ କରିବାକୁ ପଛାଉ ନାହାନ୍ତି ଲୋକେ । ଏହାକୁ ଅନେକ ପୂର୍ବତନ କ୍ରିକେଟର ନାପସନ୍ଦ କରିଛନ୍ତି ।

ତେବେ ବିଶେଷକରି ପ୍ରଶଂସକଙ୍କ ଟା-ର୍ଗେ-ଟ-ରେ ବିରାଟ କୋହଲି ଅଛନ୍ତି । କିନ୍ତୁ ସମାଲୋଚନା କରୁଥିବା ବେଳେ କିଛି ଲୋକ ମ-ର୍ଜ୍ୟା-ଦା ଭୁଲି ଯାଇଥିବା ଜଣାପଡିଛି । ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲଙ୍କ ଅନୁଯାୟୀ, ଏପରି କିଛି ଟୁଇଟ୍ ସାମ୍ନାକୁ ଆସିଛି ଯେଉଁଥିରେ ବିରାଟଙ୍କ ୯ ମାସର ଝିଅକୁ ଦୁ-ଷ୍କ-ର୍ମ ଧ-ମ-କ ଦିଆଯାଇଛି । ମାଲିୱାଲ ଦିଲ୍ଲୀ ପୋଲିସର ସାଇବର କ୍ରା-ଇ-ମ ବ୍ରା-ଞ୍ଚ-କୁ ଏକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମାଲିୱାଲଙ୍କ ଚିଠି ଅନୁଯାୟୀ, ପାକିସ୍ତାନ ବିପକ୍ଷ ମ୍ୟାଚରେ ହାରିବା ପରେ ବିରାଟଙ୍କ ୯ ମାସର ଝିଅକୁ ଅନଲାଇନ୍ ଦୁ-ଷ୍କ-ର୍ମ ଧ-ମ-କ ଦିଆ ଯାଇଛି ।

ଏହି ବାବଦରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ସମ୍ପର୍କରେ ଡିସିଡବ୍ଲୁ ମୁଖ୍ୟ ଦିଲ୍ଲୀ ପୋଲିସ ଠାରୁ ସୂଚନା ମାଗିଛନ୍ତି । ମାମଲାରେ କେଉଁ ଅ-ଭି-ଯୁ-କ୍ତ-ଙ୍କୁ ଚିହ୍ନଟ କରାଯାଇ ଗି-ର-ଫ କରାଯାଇଛି ତାହା ଆୟୋଗ ଜାଣିବାକୁ ଚାହୁଁଛି । ଯଦି କୌଣସି ଗି-ର-ଫ-ଦା-ରୀ ହୋଇନାହିଁ ତେବେ ଅ-ଭି-ଯୁ-କ୍ତ-କୁ ଗି-ର-ଫ କରିବା ପାଇଁ ପ-ଦ-କ୍ଷେ-ପ ନେଇଥିବା ଦିଲ୍ଲୀ ପୋଲିସ ସୂଚନା ଦେବା ଉଚିତ ବୋଲି ମାଲିୱାଲ କହିଛନ୍ତି । ନଭେମ୍ବର ୮ ସୁଦ୍ଧା କମିଶନ ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ପକ୍ଷରୁ ବିସ୍ତୃତ ରି-ପୋ-ର୍ଟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *