ଏକତରଫା ପ୍ରେମର 22 ବର୍ଷୀୟ ଯୁବତୀଙ୍କୁ ମର୍ଡର, ଦେଖନ୍ତୁ Live Video, ସିସିଟିଭି ରେ ହେଲା କଏଦ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଏବଂ ଶୁଣିଥିବେ କି ପ୍ରେମ ଏକ ପବିତ୍ର ଜିନିଷ ଏବଂ ସେ ଅ-ନ୍ଧ ମଧ୍ୟ ଥାଏ ପ୍ରେମ ରେ ଧନୀ, ଗରିବ, ଗୋରା, କଳା କିଛି ଦେଖା ଯାଏ ନାହିଁ । କିନ୍ତୁ ଆଜି କାଲିର ପିଲାମାନେ ଏହି ପ୍ରେମ କୁ କ-ଳ-ଙ୍କି-ତ କରି ସାରିଲେଣି । ତେବେ ପ୍ରେମ ର ସବୁଠାରୁ ବଡ଼ ଜିନିଷ ହେଉଛି ତ୍ୟାଗ । କିନ୍ତୁ ଆଜିକାଲି ର ପିଲାମାନେ କେବଳ ନିଜର ଜିଦ କୁ ହାସିଲ କରିବାକୁ ହିଁ ଚାହାନ୍ତି ଯଦି ତାହା ନ ମିଳେ ତେବେ ସେ କିଛି ବି କରି ପାରି ଥାଆନ୍ତି ।

ତେବେ ସେହିଭଳି ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ଜଣେ ଯୁବକ ନିଜର ଏକ ତ-ର-ଫା ପ୍ରେମ ପାଇଁ ଏକ ଯୁବତୀଙ୍କୁ ହ-ତ୍ୟା କରି ଦେଇଛନ୍ତି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ଦେଶ ର ରାଜଧାନୀ ଦିଲ୍ଲୀ ର । ଜଣେ ୨୨ ବର୍ଷୀୟ ଯୁବତୀ ଡଲି ବବ୍ବର କୁ ଛୁ-ରୀ ଭୁ-ସା-ଯାଇ ହ-ତ୍ୟା କରାଯାଇଛି ।

ତେବେ ଅଙ୍କିତ ନାମକ ଜଣେ ଯୁବକ ଯିଏ ନିଜର ଏକ ତ-ର-ଫା ପ୍ରେମ ଯୋଗୁଁ ଏହି କା-ଣ୍ଡ ଘ-ଟେ-ଇ-ଛି । ତେବେ ସିସିଟିଭି କ୍ୟାମେରା ରେ ଏହି ଘ-ଟ-ଣା ସାମ୍ନା କୁ ଆସିଛି ଯେଉଁଠି ଜଣେ ଯୁବକ ନିଜର ଏକ ତ-ର-ଫା ପ୍ରେମ ପାଇଁ ଯୁବତୀ ଡଲି ଉପରେ ଆ-କ୍ର-ମ-ଣ କରିଥିଲା ଏବଂ ଲଗାତାର ଛୁ-ରୀ ଭୂ-ଷି-ବା-କୁ ମଧ୍ୟ ଲାଗିଲା ।

ତେବେ ଅଙ୍କିତ ର ଦୁଇ ଜଣ ସାଙ୍ଗ ତାକୁ ଅ-ଟ-କା-ଇ ମଧ୍ୟ ଥିଲେ ଏବଂ ପରେ ଯୁବତୀ ଜଣକ ନିଜେ ହିଁ ହସ୍ପିଟାଲରେ ଲ-ହୁ ଲୁ-ହା-ନ ହୋଇ ପହଁଚି ଥିଲେ ତେବେ ତାଙ୍କର ଚିକିତ୍ସା କରୁଥିବା ସମୟରେ ହିଁ ସେ ନିଜର ଶେଷ ନିଶ୍ୱାସ ତ୍ୟା-ଗ କରି ଦେଇଛନ୍ତି ଏବଂ ସେ ଅ-ଭି-ଯୁ-କ୍ତ ଅଙ୍କିତ ବର୍ତ୍ତମାନ ଫେ-ରା-ର ଅଛି । ତେବେ ଏଭଳି ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ

Leave a Reply

Your email address will not be published. Required fields are marked *