Govinda Sahu ର କଳା କାରନାମା ସାମ୍ନାକୁ ଆସିବା ପରେ ମହଲିଙ୍ଗ ସାଇନ୍ସ କଲେଜରୁ ମୁହଁ ଫେରାଉଛନ୍ତି ଷ୍ଟୁଡେଣ୍ଟ, ଦେଖନ୍ତୁ Video କଣ କହୁଛନ୍ତି Parents

ନମସ୍କାର ବନ୍ଧୁଗଣ ତେବେ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହ-ତ୍ୟା-କୁ ନେଇ ରାଜ୍ୟରେ ହ-ଇ-ଚ-ଇ ସୃଷ୍ଟି ହୋଇଛି । ଘ-ଟ-ଣା-କୁ ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସାମ୍ବାଦିକ ସମ୍ମିଳନୀ, ଯେଉଁଥିରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ମମିତା ମୃ-ତ୍ୟୁ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ ।


ଡିଆଇଜିଙ୍କ କହିବା ମୁତାବକ, ‘ଗୋବିନ୍ଦ ସାହୁ ମମିତା ଙ୍କୁ କାର୍ ଭିତରେ ହିଁ ହ-ତ୍ୟା କରିଥିଲା ଗୋବିନ୍ଦ ସାହୁ । ମହାଲିଙ୍ଗ ମିଷ୍ଟ୍ରି ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଖୁଲାସା କରିଛନ୍ତି । ପୂର୍ବ ଯୋଜନା ଅନୁସାରେ ଗୋବିନ୍ଦ କାର୍ ଭିତରେ ହ-ତ୍ୟା କରିଥିଲା । ୮ ତାରିଖରେ ଭବାନୀପାଟଣାରୁ କେ.ଗାଁ ଫେରିବା ବେଳେ ମା-ରି-ଥି-ଲା । ତ-ଣ୍ଟି-ଚି-ପି ମା-ରି-ଛି କି ନାହିଁ ସେ-ନେଇ ତ-ଦ-ନ୍ତ ଚାଲୁ ରହିଛି ବୋଲି ଡିଆଇଜି କହିଛନ୍ତି ।

ଗୋବିନ୍ଦର ପରକୀୟା ପ୍ର-ଘ-ଟ କରିବା ଆଶଙ୍କାରେ ହ-ତ୍ୟା ଘ-ଟି-ଛି । ଏହା ସହ ଜଣାପଡିଛି କି ଏହି ବିଦ୍ୟାଳୟ ରେ ଏଵଂ କଲେଜ ରେ ସେ-କ୍ସ ରା-କେ-ଟ ମଧ୍ୟ ଚାଲୁଥିଲା ଏବଂ ଅନେକ ଝିଅ ର ଜୀଵନ ମଧ୍ୟ ବର୍ବାଦ ହୋଇ ସାରିଛି । ଏହାର ସବୁ ଗୁମର ବିଷୟ ରେ ଜାଣିଥିଲେ ମମିତା ଏବଂ ଯାହା ଯୋଗୁଁ ତାଙ୍କର ଜୀଵନ ଯାଇଥିଲା । ତେବେ ପରେ ପୋଲିସ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ଏବଂ ତାର ସହଯୋଗୀ ମାନଂକୁ ଗି-ର-ଫ କରି ସାରିଛି ।

ତେବେ ଏହା ଭିତରେ ଏହି କଲେଜ ରେ ଭି-ଡ଼ ଲାଗିଛି ଭି-ଡ଼ ର କାରଣ ହେଉଛି ଏହି କଲେଜ ରେ ଆଡ଼ମିଶନ କରିଥିବା ପିଲା ନିଜର ଟିସି ନେଇ ଅନ୍ୟ କୌଣସି କଲେଜ ରେ ପଢିବା ପାଇଁ ଆସିଛନ୍ତି । ତେବେ କିଛି ଅଭିବାଭକକ ଙ୍କ କହିବା କଥା କି ଏହି କଲେଜ ରେ ଆଉ ଭଲ ଲାଗୁ ନାହିଁ ଏବଂ ତାଙ୍କ ପିଲାଙ୍କ ପାଇଁ ଏହା ସୁରକ୍ଷିତ ମଧ୍ୟ ନୁହେଁ ।

ତେବେ କିଛି ପିଲା ଙ୍କ ପ୍ରତିକ୍ରିୟା ଥିଲା କି ଏଭଳି ଏକ ଅପବିତ୍ର ସ୍ଥାନରେ ସେ ପଢିବାକୁ ଚାହୁଁ ନାହାନ୍ତି ଏବଂ ସେ ଏହା ସହ ଏଠାରେ ନିଜକୁ ସୁରକ୍ଷିତ ମଧ୍ୟ ଭାବୁ ନାହାନ୍ତି ତେଣୁ ସେ ଏହି କଲେଜ ରୁ ସିଏଲସି ନେବା ପାଇଁ ଏଠାରେ ଭି-ଡ଼ ଲଗାଇଛନ୍ତି । ତେବେ ସୂଚନାଯୋଗ୍ୟ ଯେ ଅ-ଭି-ଯୁ-କ୍ତ ଗୋବିନ୍ଦ ନିଜର ସବୁ ଦୋ-ଷ କି ମାନି ସାରିଛି ।

Leave a Reply

Your email address will not be published. Required fields are marked *