ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ଯେକ ମଣିଷ ଟେନସନରେ ରହୁଛନ୍ତି ଓ ଏହା ଯୋଗୁଁ ଅନେକ ପ୍ରକାର ରୋଗ ମଧ୍ୟ ଘେରି ପକାଉଛି । ଡାକ୍ତରଙ୍କ ମତରେ ମଣିଷ ଭିତରୁ ଖୁସି ରହିଲେ ହିଁ ସୁସ୍ଥ ରହି ପାରିବ । ଆପଣ ଏହି ଲୋକକଥା ଟି ନିଶ୍ଚୟ ଶୁଣିଥିବେ କୁ, ‘laughter is the best medicine’ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ହସକଥା ନେଇ ଆସିଛୁ ଯାହା ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭାଇରାଲ ହେଉଛି । ଆମର ବିଶ୍ବାସ ଯେ ଏହା ପଢିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
Joke-1
ଶିକ୍ଷକ: ଦୁନିଆରେ ସମୁଦାୟ ଦେଶ ସଂଖ୍ୟା କେତେ ?
ରାଜୁ: କେବଳ ଭାରତ ହିଁ ଗୋଟିଏ ଦେଶ ସାର ।
ଶିକ୍ଷକ: ତା ହେଲେ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ପାକିସ୍ତାନ, ଜର୍ମାନୀ ଓ ଅନ୍ୟ ଦେଶ ସବୁ କଣ ?
ରାଜୁ: ସାର ସେ ସବୁ ବିଦେଶ ।
Joke-2
ଦିନେ ବଣ୍ଟି ପପୁକୁ ପଚାରିଲା:
ସାଙ୍ଗ ଗୋଟେ କଥା କହ ତ, ସ୍କୁଲ ସ୍ତ୍ରୀଳିଙ୍ଗ ନା ପୁଲିଙ୍ଗ ?
ପପୁ କିଛି ଚିନ୍ତା କରି କହିଲା:
ସାଙ୍ଗ ଏଇ କଥା ତା ମୁଁ ବି ଆଜି ଯାଏ ବୁଝି ପାରୁନି,
କାରଣ ସ୍କୁଲର ଘଣ୍ଟା ବି ଅଛି ଆଉ ପିରିୟଡ ବି ।
Joke:3
ସୋନୁକୁ ଗୋଟେ ଝିଅ କାରରେ ଧ-କ୍କା ମା-ରି-ଦେ-ଲା ।
ଆ-ହ-ତ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା ।
କ୍ଷତ ବାନ୍ଧୁଥିବା ବେଳେ ଡାକ୍ତର ବାବୁ କହିଲେ:-
ଯଦି ତୁମେ ଦେଖିଲ କି ଝିଅଟି କାର ଚଲାଉଛି
ତା’ହେଲେ ତୁମେ ରାସ୍ତାରୁ ଦୂରେଇ ଗଲନି କାହିଁକି ?
ସୋନୁ ଏକଦମ ଚିଡି ଯାଇ କହିଲା:
ଆବେ କେଉଁ ରାସ୍ତା ? କେମିତି ରାସ୍ତା ?
ମୁଁ ତ ଗାର୍ଡେନରେ ଶୋଇଥିଲି ।
Joke-4
ନୂଆ ନୂଆ ବାହାଘର ପରେ ପତ୍ନୀ ହାତରନ୍ଧା ପ୍ରଥମ ଥର ଖାଇଲା ପତି ।
ଟିକେ ବେଶୀ ରାଗ ଥିଲା ହେଲେ ବି ସେ କଥା ଖରାପ କରିବାକୁ ଚାହୁଁ ନଥିଲା ।
ପତି: ଖାଇବା ବହୁତ ବଢିଆ ହେଇଛି ।
ପତ୍ନୀ: କିନ୍ତୁ ପତିଦେବ ଆପଣ କାନ୍ଦୁଛନ୍ତି କଣ ପାଇଁ ?
ପତି: ଖୁସି ରେ ଲୁହ ପଳେଇ ଆସୁଛି ।
ପତ୍ନୀ: ଆଉ କଣ ଦେବି କି ?
ପତି: ନା ନା ଥାଉ, ମୁଁ ଆଉ ଖୁସି ବରଦାସ୍ତ କରି ପାରିବିନି ।
Joke-5
ପତ୍ନୀ: ହେଲୋ! କୋଉଠି ଅଛ ?
ପତି: ମୋଟିବେଟ କରୁଛି ।
ପତ୍ନୀ: କାହାକୁ ?
ପତି: କାହାକୁ ମାନେ କଣ ?
ତୋର ୱେଟ କରିଛି ଗୋଟିଏ ଘଣ୍ଟା ହେଲାଣି… ମୋଟି !
Joke-6
ପତି: ଦେଖିଲ, ମାଲିକ ଘରଭଡା ନେବାକୁ ବାହାରେ କବାଟ ବାଡାଉଛି
ତାକୁ କହି ଦିଅ କି ମୁଁ ଘରେ ନାହିଁ
ପତ୍ନୀ: କିନ୍ତୁ ତୁମେ ତ କେବେ ମିଛ କୁହନି !
ପତି: ହାଁ, ସେଥିପାଇଁ ତ ତୁମକୁ ପଠଉଛି !
Joke-7
ଲେଡି ଟୀଚର ନିଜ ବ୍ଳାଉଜ ରେ
ଗୋଲାପ ଖୋସିଥିଲା…
ସେ ପିଲା ମାନଙ୍କୁ ପଚାରିଲା
ପିଲାମାନେ ଗୋଲାପ କୁ ପୋଷଣ କେଉଁଥିରୁ ମିଳିଥାଏ ?
ପିଲା-ଦୁଧ ରୁ
ମ୍ୟାଡମ- ନା’ ପିଲାମାନେ, ପାଣି ରୁ…
ହାରାମୀ ପିଲା- ମ୍ୟାଡମ ଆମେ କେମିତି ଜାଣିଲୁ, ଗୋଲାପ ନାଡ ତ…
ଭିତରୁ ଆସିଛି…
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ