ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢି ପାରିବା ନାହିଁ ?
ଉତ୍ତର- କଦଳୀ ଗଛ ଉପରେ ଆମେ ଚଢି ପାରିବା ନାହିଁ ।
୨. ଭାରତରେ ପ୍ରଥମେ କେଉଁ ରାଜ୍ୟରେ ଟ୍ୟାକ୍ସି ସେବା ଆରମ୍ଭ ହୋଇଥିଲା ?
ଉତ୍ତର- ବେଙ୍ଗାଲୁରୁରେ ପ୍ରଥମେ ଆରମ୍ଭ ହୋଇଥିଲା ।
୩. ହିନ୍ଦୀ କହୁଥିବା ରୋବଟର ନାମ କଣ ?
ଉତ୍ତର- ରେସମା
୪. ବିଶ୍ଵର କେଉଁ ଦେଶରେ ଗୋଟେ ହେଲେ ବି ନଦୀ ନାହିଁ ?
ଉତ୍ତର- ସାଉଦୀ ଆରବରେ
୫. ମଣିଷ ୨୪ ଘଣ୍ଟାରେ କେତେଥର ନିଶ୍ଵାସ ନେଇଥାଏ ?
ଉତ୍ତର- ୧୭ ରୁ ୩୦ ହଜାର ଥର ମଣିଷ ନିଶ୍ଵାସ ନେଇଥାଏ ।
୬. କେଉଁ ପକ୍ଷୀ କେବେ ହେଲେ କୌଣସି ଗଛ ଉପରେ ବସି ନଥାଏ ?
ଉତ୍ତର- ଟିଟୋନୀ ନାମକ ପକ୍ଷୀ
୭. ଏମିତି କେଉଁ ଦେଶ ଅଛି ଯେଉଁଠି କେବେହେଲେ ଭୂମି କମ୍ପ ହୁଏ ନାହିଁ ?
ଉତ୍ତର- ଇଣ୍ଡୋନେସିଆ ଓ ଭୁଟାନରେ
୮. କେଉଁ ଦେଶରେ ଗୋଟେ ହେଲେ ଛୁଆ ଜନ୍ମ ହୋଇନଥାଏ ?
ଉତ୍ତର- ବୋଟିକେନ ସିଟିରେ
୯. ମଣିଷର ପରମ ଶତ୍ରୁ କେଉଁ ଜୀବ ଅଟେ ?
ଉତ୍ତର- ମଶା ମାନେ ହେଉଛନ୍ତି ମଣିଷର ପରମ ଶତ୍ରୁ ।
୧୦. ଏହି ଦୁନିଆରେ ସବୁଠାରୁ ଦୁତ ଗତିରେ ଦଉଡି ଥିବା ମଣିଷର ନାମ କଣ ?
ଉତ୍ତର- ଉସେନ ବୋଲ୍ଟ
୧୧. ଦୁନିଆର ସବୁଠାରୁ ଛୋଟ ଦେଶର ନାମ କଣ ?
ଉତ୍ତର- ବୋଟିକେନ ସିଟି
୧୨. କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ମଣିଷ ରହିଥାନ୍ତି ?
ଉତ୍ତର- ଲଣ୍ଡନ ଦେଶରେ ସବୁଠାରୁ ଅଧିକ ଧନୀ ବ୍ୟକ୍ତି ରହିଥାନ୍ତି ।
୧୩. କେଉଁ ଜୀବ କେବେହେଲେ ନିଜ ମାକୁ ଦେଖିପାରି ନଥାଏ ?
ଉତ୍ତର- ବିଛୁ
୧୪. ଏମିତି କେଉଁ ଜୀବ ଅଛି ଯିଏ ଅଣ୍ଡିରାରୁ ମାଇ ହୋଇପାରେ ?
ଉତ୍ତର- ଅକ୍ଟୋପସ
୧୫. ସବୁଠାରୁ ପ୍ରଥମେ ନୋଟ ବନ୍ଦୀ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଧନା ଦେଶରେ ହୋଇଥିଲା ।
୧୬. ଭାରତର କେଉଁ ରାଜ୍ୟରେ ତିନୋଟି ଛୁଆ ଜନ୍ମ କରିଲେ ୧୦୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର- କେରଳ ରାଜ୍ୟରେ
୧୭. କେଉଁ ଭିଟାମିନ ଘ୍ୟାତ ସ୍ଥାନକୁ ଭରିବାରେ ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ ?
ଉତ୍ତର- ଭିଟାମିନ K
୧୮. ଝିଅ ଓ ପୁଅ ମଧ୍ୟରୁ ସବୁଠାରୁ ଅଧିକ ଇଣ୍ଟର୍ନେଟର ବ୍ୟବହାର କିଏ କରନ୍ତି ?
ଉତ୍ତର- ଝିଅ ମାନେ
୧୯. ଏକ ସାମ୍ପୋର ନାମ—–
ଏକ ଗାଁର ନାମ—–
ଏକ ହିରୋର ନାମ—–
ଏକ ପର୍ବତର ନାମ—–
ଉତ୍ତର- ହିମାଳୟ
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ