ଯେତେବେଳେ mada ପିଇ ଆସୁଥିଲେ ଅତିଥି, ବାଥ୍ରୁମ୍କୁ ଟାଣି ନେଉଥିଲେ ଅର୍ଚ୍ଚନା, ଆଉ ତା ପରେ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ମଥା ରେ ସିନ୍ଦୂର, ହାତରେ ଶଙ୍ଖା ଓ ଗଳା ରେ ମଙ୍ଗଳସୁତ୍ର । କିନ୍ତୁ ଆଖି ରେ କେବଳ କାମ-ଉକ ଚିନ୍ତା ଏବଂ ପୁଳାପୁଳା ଟଙ୍କା । ଅର୍ଚ୍ଚନା ବଡ଼ବଡିଆ ଙ୍କ ସହିତ ସଂସ୍ପର୍ଶରେ ଆସିବା ପରେ ସେ ସେମାନଙ୍କୁ ନିଜ ରାଜପ୍ରସାଦ କୁ ଡାକୁଥିଲେ । ଏହି ରାଜପ୍ରସାଦ ରେ ରହିଛି ଚାକଚକ୍ୟ ବେଡ଼ରୁମ । ଯେତେବେଳେ ମ-ଅଦ ପିଇ ଅତିଥି ଘରକୁ ଆସୁଥିଲେ ସେତେବେଳେ ଅର୍ଚ୍ଚନା ସେମାନଙ୍କୁ ଦେଉଥିଲେ କିଛି ଭିନ୍ନ ପ୍ରକାରର ଆନନ୍ଦ ।

ଅର୍ଚ୍ଚନା ଅତିଥି ଙ୍କୁ ବାଥରୁମ ଭିତରକୁ ଟାଣି ନେଉଥିଲେ ଏବଂ ସବୁ ସାୱାର ଟ୍ୟାପ ଖୋଲି ଦେଉଥିଲେ । ବାଥରୁମ ରେ ଅତିଥି ଙ୍କ ସହିତ ଭିଜୁଥିଲେ । ଧୀରେଧୀରେ ଅତିଥି ଙ୍କ ନିଶା ଛାଡ଼ିବା ପରେ ଅତିଥି ଙ୍କୁ ବେଡ଼ରୁମ କୁ ପୁଣି ଟାଣି ଆଣୁଥିଲେ ଅର୍ଚ୍ଚନା ଏବଂ ବେଡ଼ରୁମ ରେ ରଖୁଥିଲେ ଶାର-ଇରିକ ସ-ଅମ୍ପର୍କ । ସେହି ବେଡ଼ରୁମ ରେ ଲାଗିଥାଏ ଅନେକ ସିସିଟିଭି କ୍ୟାମେରା ।

ଗେଷ୍ଟ ଭୁଲ ରେ ଜାଣି ପାରନ୍ତି ନାହିଁ ଯେ, ବେଡ଼ରୁମ ରେ ଲାଗିଛି ସିସିଟିଭି କ୍ୟାମେରା ଏବଂ ବେଡ଼ରୁମ ର ସମସ୍ତ ଦୃଶ୍ୟ କୁ କଏଦ କରୁଛି ସିସିଟିଭି । ଏହି ଫୁଟେଜ କୁ ଭାଇରାଲ କରି ଦେବାର ଭୟ ଦେଖାଇ ସିଧା କରୁଥିଲେ ବ୍ଲ-ଆକ୍‌ -ମେଲ । ଯେଉଁଥିରେ ସାମିଲ ହେଉଥିଲେ ତାଙ୍କ ସ୍ବାମୀ । ସ୍ୱାମୀ ସ୍ତ୍ରୀ ମିଶି ବ୍ଲ-ଆକ୍‌ -ମେଲିଂ କରି ଟଙ୍କା ଆଣୁଥିଲେ ଏବଂ ସେହି ଟଙ୍କା ରେ ଗଢ଼ି ଉଠିଥିଲା ଅର୍ଚ୍ଚନା ଙ୍କ ଏତେ ବଡ଼ ସାମ୍ରାଜ୍ୟ ।

ଟଙ୍କା ର ପ୍ରଲୋଭନ ରେ ସ୍ତ୍ରୀ ର ଏଭଳି କାର୍ଯ୍ୟ ରେ ସ୍ୱାମୀ ସାଥ ମଧ୍ୟ ଦେଉଥିଲା । ଦୁହେଁ ମିଶି କମାଉଥିଲେ କୋଟିକୋଟି ଟଙ୍କା । ସୂଚନାଯୋଗ୍ୟ ଅର୍ଚ୍ଚନା ଙ୍କ ଘରକୁ ଯେଉଁ ବ୍ୟକ୍ତି ଆସନ୍ତି ସେମାନେ ନିଶାଗ୍ରସ୍ତ ଅବସ୍ଥାରେ ଆସନ୍ତି ଏବଂ ତାଙ୍କୁ ନିୟନ୍ତ୍ରଣ ରେ ଆଣନ୍ତି ଅର୍ଚ୍ଚନା । ଏହାପରେ ରଖନ୍ତି ଶାର-ଇରିକ ସ-ଅମ୍ପର୍କ ।

ଏହି କଥାକୁ ଲୋକମାନେ ବୁଝିପାରୁ ନଥିଲେ । ପରେ ସେମାନଙ୍କୁ ଭିଡିଓ ବ୍ଲ-ଆକ୍‌ -ମେଲିଂ ର ଧମକ ଦେଇ ସେମାନଙ୍କ ଠାରୁ ଟଙ୍କା ଆଣୁଥିଲେ । ସମସ୍ତେ ବ୍ଲ-ଆକ୍‌ -ମେଲ ର ଶିକାର ହୋଇ ଟଙ୍କା ଦେଇ ମଧ୍ୟ ଦେଉଥିଲେ । ସେହି ଟଙ୍କା ରେ ଗଢ଼ି ଉଠିଥିଲା ଅର୍ଚ୍ଚନା ଙ୍କ ସାମ୍ରାଜ୍ୟ । ତେବେ ଏହି ଘଟଣା ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *