ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ମାନେ ଦ୍ଵନ୍ଦ ରେ ପଡ଼ିଯିବେ । ଖବର ଟି ହେଉଛି ଭୁବନେଶ୍ୱର ସହର ର । ତେବେ ସୂଚନାଯୋଗ୍ୟ ଗୋଟିଏ ଲେଡିସ ହଷ୍ଟେଲ ରୁ ଆଉ ଗୋଟିଏ ଲେଡିସ ହଷ୍ଟେଲ କୁ ଘୁରି ବୁଲେ । ଯେଉଁଠି ବ୍ରା ଟିଏ ଓହଳି ଥିବାର ଦେଖେ ସେଇଠି ଲାଖିଯାଏ । କେମିତି ସେହି ବ୍ରା କୁ ଚୋରି କରିବ ତାହା ହିଁ ଭାବେ ।
ଆଉ ସେହି ହଷ୍ଟେଲ ରୁ ସବୁ ଯୁବତୀ ମାନଙ୍କର ବ୍ରା ନେଇ ଫେରାର ହୋଇଯାଏ । ରାଜଧାନୀ ଭୁବନେଶ୍ବର ରେ ମାତିଛି ଗୋଟିଏ ବ୍ରା ଚୋର । ଯାହାକୁ ଗିରଫ କରିଛି ଭରତପୁର ପୋଲିସ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୨୫ ରୁ ଅଧିକ ବ୍ରା ସହିତ ଜଣେ ଯୁବକ ଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରତିରଞ୍ଜନ ବେହେରା ।
ଅଭିଯୁକ୍ତ ଙ୍କ ଘର କନ୍ଧମାଳ ହୋଇଥିବା ବେଳେ ସେ ବରମୁଣ୍ଡା ରେ ରହୁଥିଲେ । ତେବେ ଦୁଇ ପହର ହେଲେ ପ୍ରତିରଞ୍ଜନ ଗୋଟିଏ ଲେଡିସ ହଷ୍ଟେଲ ରୁ ଆଉ ଗୋଟିଏ ଲେଡିସ ହଷ୍ଟେଲ କୁ ଘୁରି ବୁଲେ । ଗତ କିଛି ଦିନ ହେବ ଏହି ଯୁବକ ଜଣକ ଭରତପୁର ଅଞ୍ଚଳରେ ଥିବା ହଷ୍ଟେଲ ରେ ରହୁଥିବା ଯୁବତୀ ମାନଙ୍କର ବ୍ରା ଚୋରି କରି ନେଉଥିଲା ।
ଗତକାଲି ମଧ୍ୟ ଠିକ ସେମିତି ବ୍ରା ଚୋରି କରୁଥିଲା । କିନ୍ତୁ ଚୋରାଇ ନେବା ବେଳେ ଯୁବତୀ ମାନେ ତା’ ଗାଡ଼ି ର ଫଟୋ ଉଠାଇ ରଖିଥିଲେ ଏବଂ ପୋଲିସ ରେ ଖବର ଦେଇଥିଲେ । ତେବେ ପୋଲିସ ସେହି ଯୁବକ ଙ୍କୁ ଗିରଫ କରିବା ପରେ ତା’ ପାଖରୁ ୨୫ଟି କଷ୍ଟଲି ବ୍ରା ଜବତ ହୋଇଛି ।
ତେବେ ଏହି ଅଭିଯୁକ୍ତ ଜଣକ ବ୍ରା ଚୋରି କରି କଣ କରୁଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ର ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ସତ୍ୟତା କଣ ରହିଛି ତାହା ଜଣା ପଡ଼ିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।