ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ସାରା ଓଡିଶାରେ ଚର୍ଚ୍ଚାରେ ଅଛି ।
ଜଣେ ଯୁବକ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ଇଆଡେ ସିଆଡେ ନେଇଯାଉଥିଲେ । ଏ କଥା ଯୁବତୀଙ୍କ ମାଆ ଜାଣିବା ପରେ ଯୁବକଙ୍କୁ ଡକାଇ ବିବାହ କରିବା ପାଇଁ କହିଥିଲେ । ଯୁବକ ଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଡେଟ ଘୁଞ୍ଚାଇ ଚାଲିଥିଲେ ।
ହେଲେ ବନ୍ଧୁଗଣ ଶେଷରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବା ପାଇଁ ମନା କରିଛନ୍ତି ଆଉ ଅନ୍ୟ ପଟେ ସେ ଯୁବତୀଙ୍କୁ ଗର୍ଭବତୀ କରି ତାଙ୍କ ଛୁଆକୁ ନଷ୍ଟ କରିଛନ୍ତି । ଏବେ ଯୁବତୀଙ୍କ ମାଆ ଚାହୁଁ ଛନ୍ତି ସେ ଯୁବକ ତାଙ୍କ ଝିଅକୁ ବିବାହ କରୁ । ଆଉ ଏହାରି ମଧ୍ୟରେ ଯୁବତୀଙ୍କର ସାଙ୍ଗ ଗଣମାଧ୍ୟମ ସାମ୍ନାକୁ ଆସି ଏକ ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି ।
ତେବେ ଯୁବତୀଙ୍କ ସାଙ୍ଗ କହିଛନ୍ତି-‘ପିଙ୍କି ଏୟାରପୋର୍ଟ ଯାଏ, ଷ୍ଟେସନ ଯାଏ, ଲେଟ ନାଇଟରେ ସେ ଭାଇଙ୍କ ସହ ବୁଲିବାକୁ ଯାଏ ।ସେମାନେ ମୋ ରୁମ୍ କୁ ବି ଆସନ୍ତି ମୁଁ ଆଣ୍ଟିଙ୍କ ଘରେ ରୁହେ । ଆମ ଆଖ ପାଖ ପଡିସା ବି ଏ କଥା ଜାଣିଛନ୍ତି । ସେମାନଙ୍କର କୋର୍ଟ ମ୍ୟାରେଜ ହୋଇଛି ଆଉ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ । ଆମ ଆଖ ପାଖ ଲୋକ ସମସ୍ତେ ଜାଣିଛନ୍ତି ଯେ, ଏ ଦୁଇଜଣଙ୍କର ବାହାଘର ହେଇଯାଇଛି ।
ଭାଇ ଜବରଦସ୍ତି ମୋ ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖି ତାକୁ ପ୍ରେଗନେଣ୍ଟ କରିଥିଲେ ଏ କଥା ଆଣ୍ଟି ବି ଜାଣି ନାହାନ୍ତି । ଆଣ୍ଟିଙ୍କୁ ସବୁ କଥା ଲୁଚା ଯାଇଛି । ଆଉ ସେ ଆବୋସନ ବି କରିଛନ୍ତି । ଘରେ ନ ଜଣାଇ ସେ ସବୁ କିଛି କରିଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ, ଧନ୍ୟବାଦ ।