ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତିଙ୍କ ମା’ କହିଛନ୍ତି ଯେ ଯେହେତୁ ଜୀବନ ଅଛି ଏଣୁ ସମସ୍ୟା ନିଶ୍ଚିତ ଭାବରେ ରହିବ । ଏବଂ ଯେହେତୁ ଏହା ଏକ ଚଳଚିତ୍ର ଦୁନିଆ ଏଠାରେ ଅନେକ ଛୋଟ ମୋଟ ଘଟଣା ନିଶ୍ଚିତ ଭାବରେ ଘଟେ । ଏବଂ ଏଥି ନିମନ୍ତେ ଏହା ଘଟିଥାଏ ଯେ ତୃତୀୟ ଲୋକର କିଛି ପ୍ରୋବ୍ଲେମ ରହିଥାଏ, ତେବେ ସେ ଯାହା ମଧ୍ୟ ହେଉ ଏହିଭଳି ଘଟେ । ମାତ୍ର ଯଦି କିଛି ଏହିଭଳି ହୋଇଛି ତେବେ ଆମ୍ଭେ ଆଇନର ସହାୟତା ନେଇ ପାରିଥାନ୍ତେ । ମାତ୍ର ଯେଉଁ ଘଟଣା ରାସ୍ତାରେ ଘଟିଲା ତାହା ଆଦୌ ଘଟିବାର ନଥିଲା ।
ତେବେ ଯେଉଁଭଳି ଭାବରେ ଏକ ଅଭଦ୍ରାମିର ପରିଚୟ ସେହି ପରିବାର ଦେଲେ, ତଥା ଯେଉଁଭଳି ଭାବରେ ତୃପ୍ତି ନିଜ ବାପାଙ୍କୁ ଆଣି ଗୁଣ୍ଡା ଆଣି ପ୍ରିପ୍ଲାନିଂ କରି ପିଲାଧରି ସୁ-ଟି-ଙ୍ଗ କରିଲେ । ମାତ୍ର ଯେଉଁଭଳି ଚୁଟିଝିଙ୍କି ରାସ୍ତାରେ ଏହିଭଳି ଅଭଦ୍ରାମି କରିଲେ ତାହା ଆଦୌ ଭଦ୍ରାମି ର ପରିଚୟ ଦିଏନାହିଁ ବୋଲି କହିଛନ୍ତି କ୍ରୀଷ୍ଣ ମିଶ୍ର । ମାତ୍ର ପ୍ରକୃତି ୮ ବର୍ଷ ହେଲା ବାହାରେ ରହୁଛନ୍ତି ଏବଂ ବାବୁସାନ ସହିତ ମଧ୍ୟ ଗୋଟିଏ ଚଳଚିତ୍ର କରିଥିଲେ ଦଶମ ଶ୍ରେଣୀରେ ।
ବର୍ତ୍ତମାନ ପ୍ରେମମ କରିଛନ୍ତି ବୋଲି କହିଛନ୍ତି ପ୍ରକୃତିଙ୍କ ମା । ଇଣ୍ଡଷ୍ଟ୍ରିରେ ହିରୋ ହିରୋଇନ ମାନେ ଏକାଠି ବସନ୍ତି ତଥା ରୁହନ୍ତି ଏହା ସମସ୍ତେ ଜାଣିଛନ୍ତି । ମାତ୍ର ଯଦି ସେହିଭଳି କିଛି ସନ୍ଦେହ ଥିଲା ତେବେ ଆଇନଗତ ସହାୟତା କାହିଁକି ନେଲେନାହିଁ ? ମାତ୍ର ପ୍ରକୃତି ଗୋଟେ ଝିଅ କିନ୍ତୁ ତୃପି କେବଳ ଗୋଟିଏ ଝିଅ ନୁହେଁ, ସେ ଜଣେ ଝିଅ, ଗୋଟିଏ ବୋହୁ, ଗୋଟିଏ ମା’ ଅଟନ୍ତି ।
ମାତ୍ର ଏ ସବୁ କରିବା ପୂର୍ବରୁ ତୃପ୍ତି ଥରେ ଜଣାଇଥିଲେ କି ପ୍ରଶ୍ନ କରିଛନ୍ତି ପ୍ରକୃତିଙ୍କ ମା’ । ପ୍ରଥମେ ବାବୁସାନ ଙ୍କ ପୁଅଙ୍କୁ ସମ୍ଭାଳିବାର କର୍ତବ୍ୟ ତାଙ୍କ ମାତା ପିତାଙ୍କର । ଏହାପରେ ଯିଏ ଦ୍ଵିତୀୟ ବ୍ୟକ୍ତି ତାଙ୍କୁ କହିବେ । ମାତ୍ର ନିଜ ପୁଅକୁ ବୁଝାଇବା ବଦଳରେ ଅନ୍ୟକୁ କହିବାର କିଛି ଅର୍ଥ ନାହିଁ । ଏହି ବାବଦରେ ମହିଳାକର୍ମୀ ଜୟଶ୍ରୀ ମହାପାତ୍ର କହିଛନ୍ତି ଯେ ମଣିଷର ଶରୀର ଭାବଢଙ୍ଗରୁ ସବୁକିଛି ଅନୁମାନ କରାଯାଇପାରିବ ।
ଉଭୟଙ୍କ ପକ୍ଷରୁ ଯଦି ନୈତିକତା ରକ୍ଷା କରିଥାନ୍ତେ ତେବେ ଓଡିଶା ବାସୀଙ୍କର ପ୍ରଶଂସାଟି ସନ୍ନମାନରେ ବଦଳିଯିବ । ତେବେ ଏଠାରେ ପ୍ରଶ୍ନ ଯଦି ପ୍ରକୃତିଙ୍କର ବମ୍ବେ ଯିବାର ଥିଲା ତେବେ ତାଙ୍କ ପରିବାର ଲୋକେ କାହିଁକି ନେଇ ଗଲେନାହିଁ ? ବନ୍ଧୁଗଣ ବର୍ତ୍ତମାନ ଏହିଭଳି ଅନେକ ପ୍ରଶ୍ନ ଆଇନଜୀବୀ ତଥା କିଛି କଳାକାର ମାନେ ମଧ୍ୟ ପ୍ରଶ୍ନ କରିଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।