28ରେ ସଧବା, 28ରେ ବିଧବା, ଘଟିଲା ଦୁର୍ଘଟଣା ସବୁ ଦିନ ପାଇଁ ଆଖି ବୁଝିଲେ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ 28ରେ ସଧବା, 28ରେ ବିଧବା । ଦର୍ଶକବନ୍ଧୁ ଏହି ଘଟଣା ଟିଏ ହେଉଛି ସ୍ଵାମୀଙ୍କୁ ହରାଇଥିବା ସ୍ତ୍ରୀର । 28ରେ ବରକନ୍ୟା ସାଜିଥିବା କନ୍ୟା ପୁଣି ଥର 28 ରେ ବିଧବା ହୋଇଗଲେ । ବିଧିର ବିଧାନକୁ  କିଏ ବା ବୁଝିପାରିବ । ମାତ୍ର ତିନିମାସ ଭିତରେ ସ୍ଵାମୀ ଚାଲିଯାଇଥିଲେ ଆର ପାରକୁ ଆଉ କେବେ ଆସିବେନି ତାହା ସ୍ତ୍ରୀକୁ ସଂପୂର୍ଣ୍ଣ ରୂପରେ ଭାଙ୍ଗିଦେଇଛି ।

ସ୍ଵାମୀ- ସ୍ତ୍ରୀ ଉଭୟ ଡାକ୍ତର । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଅଙ୍କୋଲୋଜି  ବିଭାଗରେ ଡାକ୍ତର ଥିଲେ ମନୋଜ କୁମାର ଏବଂ ଆର ପଟେ ସ୍ତ୍ରୀ କଟକ ଏସସିବି ମେଡିକାଳରେ ଆନୋସ୍ଥେସିଆ ବିଭାଗରେ ସ୍ତ୍ରୀ ସୁଶ୍ରୀ ସଂଗୀତା କାମ କରୁଥିଲେ । ଉଭୟ ଡାକ୍ତର ହୋଇଥିବା କାରଣରୁ ଯୋଡି ଭଲ ମାନିବ ବୋଲି ଘରର ବଡଲୋକେ ବିବାହ ନିର୍ଣ୍ଣୟ କରିଥିଲେ ।

ଫେବୃୟାରୀ 28 ତାରିଖରେ ସଭିଁଙ୍କ ଉପସ୍ଥିତିରେ ଧୂମଧାମ୍ ରେ ତାଙ୍କ ବିବାହ ସଂପୂର୍ଣ୍ଣ ହୋଇଥିଲା । ମନୋଜ ଓ ସୁଶ୍ରୀ ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ବିବାହ ପରେ ତାଙ୍କ ବୈବାହିକ ଜୀବନ ଖୁସିରେ କଟୁଥିଲା । ସମୟ ସହ ପ୍ରେମ ମଧ୍ୟ ସୁଦୂଢ ହୋଇଯାଇଥିଲା । ନିଜ ବ୍ୟକ୍ତିଗତ ଜୀବବ ସହ ବୈବାହିକ ଜୀବନ ଖୁବ ସୁନ୍ଦର ଭାବରେ ଯାଉଥିଲା ।

ମାତ୍ର ବିଧାତାଙ୍କୁ ତାହା ମଞ୍ଜୁର ହେଲାନି ବିବାହର ତିନି ମାସ ହେବା ଖୁସିକୁ ପତ୍ନୀଙ୍କ ସାହ ପାଳନ କରିବା ପାଇଁ ବାହାରିଥିଲେ ମନୋଜ କିନ୍ତୁ କହିବା  ପୂର୍ବରୁ ସବୁ ଦିନ ପାଇଁ  ନୀରବ ହୋଇଗଲେ ମନୋଜ । ଭୁବନେଶ୍ଵରର ଫାୟାର ଷ୍ଟେସନରେ ଦୁର୍ଘଟଣା ଘଟିଥିଲା ଏବଂ ଚିରଦିନ ପାଇଁ ଆଖି ବୁଝିଲେ ମନୋଜ । ଯେଉଁ 28ରେ ତାଙ୍କ ବିବାହ ହୋଇଥିଲେ ପୁଣ୍ୟବାର ସେହି 28 ତାରିଖରେ ପତ୍ନୀ ହେଲେ ବିଧବା ।

ସ୍ଵାମୀଙ୍କ ଅକାଳ ମରଣକୁ ସହିପାରୁନାହାନ୍ତି ସ୍ତ୍ରୀ ଭୋ ଭୋ କାନ୍ଦି ଭାଙ୍ଗି ପଡ଼ୁଛନ୍ତି । ତିନିମାସ ରେ ବିଧବା ହେବା ଏବଂ ସ୍ଵାମୀଙ୍କୁ ହରାଇବସିବା ସୁଶ୍ରୀଙ୍କ ଜୀବନକୁ ଅନ୍ଧାର କରିପକେଇଛି । ମନୋଜଙ୍କ ନିକଟତର ସମ୍ପର୍କୀୟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ମନୋଜ   ବହୁତ ଭଲ ବ୍ୟକ୍ତି ଥିଲେ ଏବଂ ଭଲ ଡାକ୍ତର ମଧ୍ୟ ଥିଲେ କିନ୍ତୁ ତାଙ୍କ ମୃ -ତ୍ୟୁ ଖବର ସମସ୍ତକୁ ଚକିତ କରାଇଛି । ଖବରକୁ ନେଇ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *