ନବଙ୍କୁ ଝୁରି ଝୁରି ମା’ ଚାଲିଗଲେ, ଝାରସୁଗୁଡା ବାସୀଙ୍କ ଦୁଃଖର ଲୁହ ଝରୁଛି

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲି ଝାରସୁଗୁଡା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ମା ‘ ଆଖି ବୁଝିଥିଲେ । ନବଦାସ କୁ ଝୁରି ଝୁରି ଚାଲିଗଲେ ନବଙ୍କ ବୋଉ । 86 ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବଙ୍କ ମା । ଚଳିତ ବର୍ଷ ASI ଗୋପାଳ ନବଦାସ କୁ ଜନସାଧାରଣଙ୍କ ସମୁଖରେ ଅତିଗୁରୁତର ଭାବରେ ଗୁଳିମାଡ କରି  ହ -ତ୍ୟା କରିଥିଲେ ।

ଯାହାକୁ ମା କଦାପି ସହ କରିପାରିବ ନାହିଁ । କାରଣ ଏହି ମା ତାଙ୍କର ପ୍ରଥମ କାନ୍ଦକୁ ଶୁଣିଥିଲେ , ଏହି ମା’ ତାଙ୍କୁ ପ୍ରଥମ ଶିକ୍ଷା ଦେଇ ଆଗକୁ ଯିବାର ସୁବର୍ଣ୍ଣ ମାର୍ଗ ଦେଖାଇଥିଲେ । ନବଦାସ ଯେବେ ପ୍ରଥମ ଥର ପାଇଁ ଦେଶ ସେବା  କରିବା ଉଦେଶ୍ୟରେ ଇଲେକସନ୍ ରେ ପ୍ରତିଯୋଗୀତା କରିବାକୁ ଯାଇଥିବେ ତେବେ ମା ‘ ଙ୍କର ଆର୍ଶୀବାଦ ନେଇ ଯାଇଥିବେ । ମା ‘ ଙ୍କ ର ଆର୍ଶୀବାଦ ହେତୁ ସ୍ଵାସ୍ଥ ମନ୍ତ୍ରୀ ହୋଇ ଦେଶ ପାଇଁ ସେବା କରୁଥିବା ଦେଖି ମା ‘ କେତେ ଖୁସି ହୋଇନଥିବ ।

ମାତ୍ର ଗୋପାଳ ସେହି ପୁଅକୁ ଭୟଙ୍କର ରୂପରେ ମାରିବା ଖବର ମାଆ ଙ୍କୁ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । ନବଙ୍କ ମା ‘ ସ ବୁ ଦିନ ତାଙ୍କୁ ସ୍ମରଣ କରି କାନ୍ଦିପଡନ୍ତି । ସମୟ ସହ ସେ ମଧ୍ୟ ମାନସିକ ସ୍ତରରେ ମୋ ପୁଅ ନାହିଁ ମୁଁ ବଞ୍ଚି କଣ କରିବି । ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପିତାମାତାଙ୍କ ପ୍ରାଣତ୍ୟାଗ ପରେ ପୁଅ ମୁଖାଅଗ୍ନି ଦିଅନ୍ତି । ମାତ୍ର ମା ଥାଉ ଥାଉ ପୁଅ ଦୁନିଆକୁ ଛାଡି ପଳେଇ ଯିବା ବାର୍ତ୍ତା ମା ‘ଙ୍କୁ ଭିତରୁ ଖାଇଦଉଥିଲା ।

ତେବେ ଚଳିତ ବର୍ଷରେ ଝାରସୁଗୁଡା ବାସୀ ମା ‘ ଏବଂ ନବଦାସଙ୍କ ଚାଲିଯିବା ସତ୍ୟକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପୁଅ ମୁଖାଅଗ୍ନି ଦେବ ଓ ମୋତେ ଶେଷ ମୁହୁତ୍ତରେ ମୋ ସାଥେ ଥିବ ଭଳି ଅନେକ କଥା ଭାବିଥିଲେ ନବଙ୍କ ମା କିନ୍ତୁ ତାଙ୍କ ସ୍ଵପ୍ନ ସ୍ଵପ୍ନ ହିଁ ରହିଗଲା ।

ଏମିତି ନବଙ୍କୁ ଭାବି ଭାବି କଣ ନବଙ୍କ ପାଖକୁ ଚାଲିଗଲେ ତାଙ୍କ ମା ଗତଦିନ ନବଙ୍କ ମା ଙ୍କର ମୃ-ତ୍ୟୁ ଖବର ଝାରସୁଗୁଡା ବାସୀଙ୍କ ଆଖିରେ ଲୁହର ଧାରାକୁ ବୋହାଇଛି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *