ମୁଁ ପୁଣି ଫେରିବି କିନ୍ତୁ ଭୟଙ୍କର ହୋଇ! ଏପରି କିଛି କହିଛନ୍ତି Untalented Guy

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୁଁ ଫେରିବି କିନ୍ତୁ ଭୟଙ୍କର ହୋଇ ! ଏଭଳି କିଛି କହିଛନ୍ତି Untalented Guy । ପାଞ୍ଚ ବର୍ଷ ତଳେ ତାଙ୍କ ଜୀବନକୁ ଆସିଥିଲା ଗୋଟାଏ ଝିଅ ଓ ତାଙ୍କ ଜୀବନକୁ ସଂପୂର୍ଣ୍ଣ  ରୂପରେ ବଦଳାଇ ଦେଇଥିଲା । ଝିଅ ଆସି  ପ୍ରେମର ମୋହ ଦେଖାଇ ଅଧା ବାଟରେ ତାଙ୍କୁ ଛାଡି ଅନ୍ୟ ସହ ରହିବା ଉଦିତର ହୃଦୟକୁ ଭାଙ୍ଗିଦେଇଥିଲା ।

ପାଞ୍ଚ ବର୍ଷ ତଳେ ହୋଇଥିବା ଭୁଲ କୁ ସୁଧାରିବା ପାଇଁ ସେ ବନିଥିଲେ Untalented Guy । ୟୁଟ୍ଯୁବ ଓ ଇନଷ୍ଟାରେ ନିଜର ନୂତନ ପରିଚୟ ସୃଷ୍ଟି କରି ଅନେକ ପ୍ରଶଂସକ କୁ ହାସଲ କରିଥିଲେ । ଅନେକ ଲୋକେ ତାଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କୁ ଫଲୋ ମଧ୍ୟ କରୁଥିଲେ । ମୁଁହ  ଖୋଲିଲା ମାନେ ଖରାପ ଭାଷାର ବ୍ୟବହାର କରୁଥିଲେ ଉଦିତ ।

ସେ ସୋସିଲ ମିଡିଆରେ ଥରେ କହିଥିଲେ କି ତାଙ୍କ ଜୀବନରେ ଆସିଥିବା ଝିଅ ତାଙ୍କୁ Untalented Guy କରିଥିଲା ଆଉ ସେ ସେହି ଭୁଲକୁ  ଆଉ କରିବେ ନାହିଁ । Untalented Guy ସଦାବେଳେ କହୁଥିଲେ କି ତାଙ୍କ ପାଇଁ ମାବାପାଙ୍କ ଠାରୁ କିଏ ଅଧିକ ନୁହନ୍ତି । ମାତ୍ର ପୁଣି ଥରେ ପଶିଗଲେ ପ୍ରେମ ବ୍ୟାପାରରେ ଏବଂ କରିଦେଲେ  ସେହି ପୁରୁଣା ଭୁଲକୁ ।

ସେହି ପ୍ରେମ ପାଇଁ ଆଜି ଜେଲ ର ଚାରିକାନ୍ଥ ରେ ଅଛନ୍ତି ଏବଂ କହିଛନ୍ତି ଯେ ଯେବେ ବାହାରକୁ ଆସିବେ । ତେବେ ଭୟଙ୍କର ରୂପରେ ଆସିବେ ଓ ତାଙ୍କ ପ୍ରଶଂସକକୁ ତାଙ୍କ ଝଲକ ଦେଖାଇବେ ଓ ପାଲଟି ଯିବେ Untalented Guy part-2 । ରହିବ ସେହି ଅନ୍ଦାଜ ଓ ଚାହାଣି କିନ୍ତୁ ବଦଳି ଯିବ  ଜୀବନ । Untalented Guy କୁ  ନେଇ ଜୋର ଧରିଛି ଚର୍ଚ୍ଚା କିଛି ଲୋକେ ଉଦିତକ ବିରୋଧ ହେଉଥିବା ବେଳେ ଆଉ କିଛି ଲୋକେ ତାଙ୍କୁ ସହମତି ଦେଉଛନ୍ତି ।

ଉଦିତ କହୁଥିଲେ ବାପାମାଙ୍କ ଠାରୁ କିଏ ଅଧିକ ନୁହନ୍ତି ତେବେ ଆଜି କଣ ଝିଅ ପ୍ରେମ ତାଙ୍କଠୁ ବଡ ହେଇଗଲା । ପ୍ରେମ ବ୍ୟାପାରକୁ ଉଦିତ ସବୁବେଳେ ଉଦାଶ ରହୁଥିଲେ ମାନସିକ ଚାପ ଯୋଗୁ ଏଭକି କାମ କରିଛନ୍ତି Untalented Guy । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *