କାଲିଠୁ ବର୍ଷା, ୧୬, ୧୭ ଝଡ ପବନ ସହ ଘଡଘଡି ସମ୍ଭାବନା…. ପାଣିପାଗ ବିଭାଗ ଏହି ସବୁ ଜିଲ୍ଲାକୁ ଦେଲେ ସତର୍କ ସୂଚନା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା କାଲି ଠାରୁ ବର୍ଷା ହେବାର ସୂଚନା ମିଳିଛି । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏଭଳି କିଛି ଘୋଷଣା ଜାରୀ କରାଯାଇଛି । ଯେଉଁଠାରେ କି ଆସନ୍ତା କାଲି ୧୫ ଠାରୁ ୧୬ ଓ ୧୭ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଗତ ୨ ରୁ ୩ ଧରି ମଧ୍ୟ ପାଗ ମଧ୍ୟ କୋହଲା ରହିଛି । ଯାହାକୁ ଦେଖି ସାଧାରଣ ଭାବରେ ଅନୁମାନ ମଧ୍ୟ କରାଯାଇପାରିବ ।

ଏହା କି ଯେ ବର୍ଷା ହେବାର ଆଗାମୀ ସମୟରେ ସମ୍ଭାବନା ରହୁଛି । ହେଲେ ଏଠାରେ ସୂଚନା ପ୍ରକାଶ ପାଇଯାଇଛି । ଯେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପାଗର ଗତି ବିଧି ଉପରେ ଅନୁମାନ କରାଯାଇ ଜଣା ପଡିଛି । ଯେ ବର୍ଷା କେବଳ ନୁହେଁ ବଂର ବର୍ଷା ସହ ବିଜୁଳି ଓ ଘଡଘଡି ମଧ୍ୟ ମାରିବାର ଆଶଙ୍କା କରାଯାଉଛି । ତେବେ ଲଗାତର ୩ ଦିନ ଧରି ବର୍ଷା ହୋଇବ । ଘଣ୍ଟା ପ୍ରତି ୪୦ ରୁ ୫୦ ବେଗରେ ପବନ ମଧ୍ୟ ବହିବାର ଆଶଙ୍କା କରାଯାଉଛି ।

ଯାହାକୁ ନେଇ ସ୍ପଷ୍ଠ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ତେବେ ଓଡିଶାରେ ପଶ୍ଚିମାବାୟୁ ମଧ୍ୟ ସକ୍ରିୟ ହୋଇଯିବ । ତେବେ ପବନ ସହ ଜୋର ଭାବରେ ଘଡଘଡି ବର୍ଷା କାଚିକି ମଧ୍ୟ ହୋଇବ । ତେବେ ଓଡିଶାର ୧୬ ଜିଲ୍ଲା ପାଇଁ ବର୍ଷାର ୱେଲୋ ୱାର୍ନିଙ୍ଗ ଜାରୀ କରାଯାଇଛି । ତେବେ ଏହି ସବୁ ଜିଲାରେ ବର୍ଷା ନିହାତି ଭାବରେ ୩ ଦିନ କାଳ ଧରି ଲଗାତର ହୋଇପାରେ ।

ମାଲକାଙ୍ଗୀରି, ଯାଜପୁର, ରାୟଗଡା, ଗଜପତି, କୋରାପୁଟ, ଗଞ୍ଜାମ, କନ୍ଧମାଳ, ନୟାଗଡ,କଟକ, ମୟୂରଭଞ୍ଜ ଓ ବାଲେଶ୍ଵର ସମେତ ପାଖାପାଖି ଅନ୍ୟ ସବୁ ଏରିଆରେ ମଧ୍ୟ ବର୍ଷା ହେବାର ଅନୁଭୂତ ହୋଇପାରେ ।ତେବେ ଏହି ସବୁ ଜିଲା ମାନଙ୍କରେ ବର୍ଷା ହେବାର ସୂଚନା ସବୁ ଭ୍ବନେଶ୍ବରର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଲୋକ ମାନଙ୍କୁ ଆଗରୁ ସୂଚିତ କରାଇ ଦିଆଯାଇଛି ।

ଯାହାକୁ ନେଇ ଲୋକମାନେ ମଧ୍ୟ ବର୍ଷା ପାଇଁ ନିଜର ଆଡୁ ଆଗୁଆ ସଚେତନ ହୋଇ ଜଣଜୀବନ ଆରାମରେ ଜୀବନ ଜାପାନ କରିବେ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published.