ହ-ତ୍ୟା ଷଡଯନ୍ତ୍ର ବିଷୟରେ ଆଗରୁ ଜାଣି ଥିଲେ Naba Das! ଝିଅକୁ ଫୋନ କରି ପାଇଥିଲେ ସୁରାକ୍… କଣ ସମ୍ପୂର୍ଣ୍ଣ ଖବର ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହ-ତ୍ୟା ଷ-ଡ-ଯ-ନ୍ତ୍ର ବିଷୟରେ ଆଗ ରୁ ଜାଣିପାରିଥିଲେ କି ନବ ଦାସ ! ତେବେ ବହୁ ଚର୍ଚିତ ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କୁ gulee କରାଯାଇ ହ-ତ୍ୟା କରଯାଇଥିଲା । ତେବେ ଘଟଣା ସ୍ତଳରେ ହିଁ ନବ ଦାସଙ୍କୁ କିଏ ମା-ରି-ଛି ତାହା ଯଦିଓ ସ୍ପଷ୍ଠ ହୋଇଯାଇଥିଲା । ହେଲେ ସଠିକ ଭାବରେ ଠୋସ ପ୍ରମାଣ ପାଇଁ ନବ ଦାସ ହ-ତ୍ୟା ମାମଲାର ସମ୍ପୃକ୍ତ ଅ-ଭି-ଯୁ-କ୍ତଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ କ୍ରା-ଇ-ମ ବ୍ରାଞ୍ଚ ଟିମର ପଚରାଉଚରା ଚାଲିଛି ।

ତେବେ ଜାନୁଆରୀ ୨୮ ତାରିଖ ଦିନ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ଫୋନ କରି ଶୀଘ୍ର ମଧ୍ୟ ଝାରସୁଗୁଡାକୁ ଡକେଇ ପଠେଇଥିଲେ । କାରଣ ବାପା ନବ ଦାସଙ୍କ guleeକା-ଣ୍ଡ ଦିନ ଝିଅ ଦୀପାଳି ଝାରସୁଗୁଡାରେ ନଥିଲେ । ତେବେ ଝାରସୁଗୁଡାକୁ ଶୀଘ୍ର ଫେରି ଆସିବା ପାଇଁ ନବ ଦାସ ତାଙ୍କ ଝିଅ ଦୀପାଳିକୁ ଫୋନ କରିଥିଲେ । ତାପରେ ଫୋନ କଲ୍ ରେ ଝିଅ ଦୀପାଳିଙ୍କୁ ନବ ଦାସ କହିଥିଲେ । ତୁ ଆଜି ମଧ୍ୟରେ ହିଁ ଆସି ଝାରସୁଗୁଡାରେ ପହଞ୍ଚ ।

ତେବେ ଏଠାରେ ବହୁ ଲୋକଙ୍କର ପ୍ରଶ୍ନ ଉଠୁଛି ? ଏହା କି ଯେ ସତରେ କଣ ନବ ଦାସଙ୍କ ଉପରେ ହ-ତ୍ୟା ଷ-ଡ-ଯ-ନ୍ତ୍ର ଚାଲିଥିଲା ବୋଲି ନବ ଦାସ ଆଗରୁ କାହା ମାଧ୍ୟମରେ ସୁରାଗ ପାଇଥିଲେ । ତେବେ ଖାଲି ନିଜ ଝିଅକୁ ଫୋନ କରି ଝାରସୁଗୁଡାକୁ ନବ ଦାସ ଡକାଇନଥିଲେ । ଏହା ସହିତ ନବ ଦାସଙ୍କର ଉପରେ guleeମା-ଡ ପୂର୍ବରୁ ଶେଷ ସଭାରେ ମଧ୍ୟ କିଛି ଏପରି କଥା ଲୋକଙ୍କ ନିକଟରେ ଖୋଲି ଜଣେଇଥିଲେ ।

ଯେଉଁଠାରେ ନବ ଦାସ କହିଥିଲେ । ଏହା କି ଯେ ରାମ, ଲକ୍ଷଣ ଭଳି ମହାନ ପୁରୁଷଙ୍କୁ ଯେଉଁଠାରେ ଛଡା ଯାଉ ନାହିଁ । ତାଙ୍କ ଉପରେ ମଧ୍ୟ ସମାଲୋଚନାର ଭାର ପଡିଯାଇଛି । ତେବେ ସେଠାରେ ନବ ଦାସ କହିଥିଲେ ଯେ ନବ ଦାସ ଉପରେ ମଧ୍ୟ ବହୁ ଲୋକ ସମାଲୋଚନା କରୁଛନ୍ତି । ତେବେ ଏପରି କହିବାର କଥା ଉପରେ ମଧ୍ୟ ବହୁ ଲୋକ ବିଚାରକୁ ଏହି କଥା ପରିସରକୁ ନେଉଛନ୍ତି ।

କାରଣ ନବ ଦାସ ବୋଧ ହୁଏ ଆଗରୁ କିଛି ସେ ହ-ତ୍ୟା ଷ-ଡ-ଯ-ନ୍ତ୍ର ବିଷୟରେ ଜାଣିଯାଇଥିଲେ । ଯେଉଁ କାରଣରୁ ଝିଅକୁ ଫୋନ କରିବାର କିଛି ଘଣ୍ଟା ମଧ୍ୟରେ ସବୁକିଛି ଓଲଟପାଲଟା ହୋଇଯାଇଥିଲା । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *