ମାନବପ୍ରେମୀ Adityaଙ୍କ କେସ ରେ ନୂଆ ମୋଡ, ଧରାପଡିଲା ଅସଲ ଅପରାଧୀ… Bidyashree ଖୋଲିଲେ Vikashର କଳାରାଜ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିକାଶର ସବୁ କଳାରାଜ୍ ଖୋଲିଲେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ! ତେବେ ବହୁ ଚର୍ଚିତ ମାନବପ୍ରେମୀ ଆଦିତ୍ଯ ମୃ-ତ୍ୟୁ ମାମଲାକୁ ବହୁ ମାସ ବିତିଯାଇଛି । ତେବେ ଦବିଯାଇଥିବା ମାମଲା ଉପରେ ପୁଣି ଥରେ ଉଠାଇ ନ୍ୟାୟ ଦାବୀରେ ଅଛନ୍ତି ବିଦ୍ୟାଶ୍ରୀ ! ତେବେ ବିଦ୍ୟାଶ୍ରୀଙ୍କ କହିବା ଅନୁଯାଇ ଆଦିତ୍ୟଙ୍କ ଆଶ୍ରମକୁ ହଟେଇବା ପାଇଁ ବିକାଶ ପ୍ରଥମରୁ ଚ-କ୍ରା-ନ୍ତ କରି ଚାଲିଥିଲା ।

ତେଣୁ ଏହି କଥା ଏତେ ମାତ୍ରରେ ଲୋକଲୋଚଣକୁ ଆସିପାରିନଥିଲା । ଯେଉଁ କାରଣରୁ ବିକାଶର କଳା ଗୁମର ବିଷୟରେ କିଛି ମଧ୍ୟ ସେହି ସମୟରେ ଜଣା ପଡିନଥିଲା । ହେଲେ ଧୀରେ ଧୀରେ କରି ବିକାଶର ସବୁ ଗୁମର ଗୋଟି ଗୋଟି କରି ଗୁମର ରହସ୍ୟ ଖୋଲୁଛନ୍ତି ବିଦ୍ୟାଶ୍ରୀ ! ଆଦିତ୍ୟକୁ ହଟାଇ ନିଜ ନାରେ ବିକାଶ ସବୁବେଳେ ଚାହୁଁଥିଲା ଆଶ୍ରମକୁ ନିଜର କରିବା ପାଇଁ । ହେଲେ ଯେଉଁ ପର୍ଯ୍ୟନ୍ତ ଆଦିତ୍ୟ ଜୀବିତ ଥିବେ ।

ବିକାଶ କେବେ ମଧ୍ୟ ନିଜ କାର୍ଯ୍ୟରେ ସଫଳ ପାଇପାରି ନଥାନ୍ତା । ତେଣୁ ମାନବପ୍ରେମୀ ଆଦିତ୍ଯଙ୍କୁ ନିଜ ରାସ୍ତାରୁ ହଟାଇକୁ ବହୁ ଚେଷ୍ଟା କରିଥିଲା ବିକାଶ । ତେବେ ବିକାଶକୁ ମା-ରି ସବୁ ତିକ ଅଠା ପୁଣି ଆଦିତ୍ୟଙ୍କ ସ୍ତ୍ରୀ’ ମୁଣ୍ଡରେ ମଧ୍ୟ ବୋଳିବାକୁ ବିକାଶ ପଛେଇ ନଥିଲା । ତେବେ ବିଦ୍ୟାଶ୍ରୀଙ୍କ କହିବା ଅନୁଯାଇ ମୋ ମୁଣ୍ଡରେ ଆଦିତ୍ୟ ମୃ-ତ୍ୟୁ ସମସ୍ତ ଦୋଷ ଲଦା ଯାଇଥିଲା । ମୋର ଭୁଲ ନଥାଇ ମଧ୍ୟ ଯିଏ ଯାହା କହୁଥିଲା । ମୁଁ ସବୁ ସହିଜାଉଥିଲି ।

ହେଲେ ମାନବପ୍ରେମୀଙ୍କ ଭଳି ପୁଅକୁ ଯେଉଁ ମହାନ ବାପା ମାଆ ଜନ୍ମ କରିଥିଲେ । ତାଙ୍କ ନାମରେ କଳଙ୍କ ବୋଳିବାକୁ ବିକାଶ ପଛାଇ ନଥିଲା । ତେଣୁ ବିକାଶର ସବୁ ଦୋ-ଷ ସାମ୍ନାକୁ ଆସୁ ବୋଲି ଗଣ ମାଧ୍ୟମ ନିକଟରେ ବିଦ୍ୟାଶ୍ରୀ ଜଣାଇଛନ୍ତି । ତେବେ ବିକାଶର ଏହି ସବୁ  ଗୁମର ଆଦିତ୍ଯଙ୍କର ମ-ରି-ବା-ର କିଛି ଦିନ ପରେ ବିକାଶର କାର୍ଯ୍ୟକଳାପକୁ ଦେଖି ସବୁ ଜଣା ପଡିଥିଲା ।

ଯେଉଁ କାରଣରୁ ଜଣେ ବୃଦ୍ଧା ମହିଳା 3 ଦିନ ଧରି ମନ୍ଦିର ବାହାରେ ପଡି ରହିଛି । ହେଲେ ବିକାଶ ଆସିକି ମା’ ଙ୍କୁ ଆଶ୍ରମକୁ ନେଉନାହିଁ । କି ମାନବ ପଣିଆର କିଛି ବି ସେବା ବୃଦ୍ଧା ମହିଳା ପ୍ରତି ଦେଖାଉ ନାହିଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *