ରାଶିଫଳ 13 ମାର୍ଚ୍ଚ 2020, ମାଙ୍କ କୃପାରୁ ଗ୍ରହମାନଙ୍କର ବନୁଛି ଖାସ୍ ସଂଯୋଗ, ଚମକିବ ଏହି ୪ଟି ରାଶିର ଭାଗ୍ୟ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଏବଂ ଭବିଷ୍ୟତ ସହିତ ଯୋଡି ହୋଇଥିବା କେତେକ ସୂଚନା ପ୍ରାପ୍ତ କରାଯାଇ ଥାଏ । ଗ୍ରହ ମାନଙ୍କର ଚଳନ ସବୁବେଳେ ବଦଳି ଥାଏ ଏଥିପାଇଁ ଆମ ନୀତିଦିନ ଜୀବନରେ ଘଟୁଥିବା ଘଟଣା ବି ସବୁବେଳେ ସମାନ ହୋଇନଥାଏ । ଗ୍ରହ ଏବଂ ନକ୍ଷେତ୍ରଙ୍କ ଚଳନର ଆଧାର ଉପରେ ରାଶିଫଳର ନିର୍ମାଣ କରାଯାଇ ଥାଏ ।

ଆଜିର ଦିନ ଆପଣଙ୍କ ଜୀବନରେ କଣ ପରିବର୍ତନ ଆଣିପାରେ ? ଆଜି ଶୁକ୍ରବାର ୧୩ ମାର୍ଚ୍ଚର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆପଣଙ୍କର ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଆଜିର ରାଶିଫଳରେ ମିଳିବ, ତାହେଲେ ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଆଜି ଆପଣ ଆପଣଙ୍କ ସାଥିଙ୍କୁ ଖୁସି କରିବା ପାଇଁ ବାହାରକୁ ବୁଲାଇବା ପାଇଁ ନେଇ ପାରନ୍ତି । ଆଜି କାର୍ଯ୍ୟସ୍ଥଳରେ ହେବାକୁ ଥିବା ସମସ୍ୟାକୁ ଆପଣଙ୍କୁ ପୁରା କୁଶଳତାରେ ସମାଧାନ କରିବା ଉଚିତ । କାର୍ଯ୍ୟରେ ଅସଫଳା ମିଳିବା କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ ।

ବୃଷ

ଆଜି ଆପଣଙ୍କ ବାପା ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମହିଳାମାନେ କଥା ଉପରେ ସଂଯୋଗ ରଖନ୍ତୁ । ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମ ଉପରେ ଲକ୍ଷ କରିବାର ଦାୟିତ୍ଵ ମିଳିବ, ଏହାକୁ ହାତରୁ ଯିବାକୁ ଦିଅ ନାହିଁ । ଆଜି ଅତୀତର ଭୁଲ ନିସ୍ପତି ମାନସିକ ଅଶାନ୍ତିର କାରଣ ହେବ ।

ମିଥୁନ

ଆପଣ ଆଜି ଶକ୍ତି ଏବଂ ଆଶାରେ ଭାରି ରହିବେ । ଆପଣଙ୍କୁ ଶିକ୍ଷା, ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ବହୁତ ସଫଳତା ମିଳିବ । ଆପଣଙ୍କୁ ଅଫିସ କାମରେ ବାହାରକୁ ଯିବାପାଇଁ ପଡିପାରେ । ପରିବାରରେ ଆନନ୍ଦର ବାତାବରଣ ରହିବ । ଆପଣଙ୍କ ଭାଗ୍ୟ ହଠାତ ଚମକି ଉଠିବ । ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ ରହିବେ ।

କର୍କଟ

ଆଜି କୌଣସି ବଡ ନିଷ୍ପତ୍ତି ନେବାକୁ ପଡିପାରେ । କୌଣସି ଅଜଣାଙ୍କ ସାହାଯ୍ୟରେ କାମ ପୁରା ହେବ । ଆପଣଙ୍କୁ କୌଣସି ବଡ ଖୁସି ଖବର ମିଳିପାରେ । ଆପଣ ଧର୍ଯ୍ୟ ହରାନ୍ତୁ ନାହିଁ ଖାସ କରି ବିପଦ ସମୟରେ । ଆପଣଙ୍କର ବୈବାହିକ ଜୀବନ ସୁଖ ଶାନ୍ତିରେ ଭାରି ରହିବ ଏବଂ ସନ୍ତାନ ଠାରୁ କୌଣସି ବଡ ଖୁସି ଖବର ମିଳିପାରେ ।

ସିଂହ

ସ୍ଵାସ୍ଥ ଭଲ ରହିବ । ଚାକିରିରେ ଦାୟିତ୍ଵ ବଢିପାରେ । ଆପଣ ଯେତେ ପରିଶ୍ରମ କରିବେ ସେତେ ସଫଳତା ପାଇବେ । ଶତ୍ରୁଙ୍କ ଠାରୁ ବିଜୟ ମିଳିବ । ପଇସା ସହିତ ଯୋଡି ହୋଇଥିବା ଯେଉଁ ବି ନିଷ୍ପତ୍ତି ନେଇଥିବେ ତାହାର ଖୁସି ପରିଣାମ ମିଳିପାରେ । କ୍ରୋଧ କାରଣରୁ ଆପଣଙ୍କ ସାଥିଙ୍କ ସହିତ ଆପଣଙ୍କର ଦୂରତା ବଢିପାରେ । ବେଦେଶ ସହିତ ବେପାର ବଢିବ ।

କନ୍ୟା

ପରିଶ୍ରମର ଫଳ ମିଳିବ, ପ୍ରତିଷ୍ଠା ବଢିବ । ଚାକିରି, ନିବେଶ ଏବଂ ଯାତ୍ରା ଅନୁକୂଳ ରହିବ । ସମୟ ସହିତ ଆପଣଙ୍କ ଜୀବନରେ ନୂଆ ମୋଡ ଦେଖିବାକୁ ମିଳିବ । ପ୍ରପୋର୍ଟି କାମ କରୁଥିବା ବ୍ୟକ୍ତିଙ୍କର କୌଣସି ଭଲ ସୌଦା ହାତରେ ଲାଗିବାର ସଂଭାବନା ଅଛି । ଠିକ ସମୟରେ ଯଦି ଆପଣ ଅନ୍ୟ ପାଇଁ ଖର୍ଚ କରିବା ବନ୍ଦ ନ କରନ୍ତି ତାହେଲେ ଆପଣ ବହୁତ ଖର୍ଚାନ୍ତ ହୋଇପାରନ୍ତି । ସବୁବେଳେ କିଛି ଅଲଗା କରିବାର ଅଭ୍ୟାସ ଆପଣଙ୍କୁ ସଫଳତା ଦେବ ।

ତୁଳା

ଆଜି ବ୍ୟବସାୟୀ ସ୍ଥଳରେ ଉପର ଅଧିକାରୀଙ୍କ ଠାରୁ ସମ୍ଭାଳିକି ଚଳନ୍ତୁ । ବୁଡି ଯାଇଥିବା ଟଙ୍କା ମିଳିପାରେ । କିଛି ଲୋକଙ୍କର ଧ୍ୟାନ ଆପଣଙ୍କ ଉପରେ ରହିବ । ହଠାତ ଧାନ ଲାଭ ହୋଇପାରେ । ବିଦେଶରେ ରହୁଥିବା ବନ୍ଧୁଙ୍କ ଠାରୁ ଭଲ ସମାଚାର ମିଳିବ । ଆଜି ନିବେଶର କିଛି ଏମିତି ଅଫର ମିଳିପାରେ ଯାହାଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ଲାଭ ହେବ ।

ବିଛା

ଆଜି ନୂଆ ସମ୍ପର୍କର ଆରମ୍ଭ ହେବ ଏବଂ ଆପଣ ଦୁଇଜଣ ଏକା ସହିତ ସମୟ ବିତାଇବେ । ଆପଣଙ୍କୁ ଆପଣଙ୍କର ଭଲପାଇବା ମିଳିବାର ସଂଭାବନା ଅଛି । ଆଜି ଆପଣନାକର ଭରପୁର ଶକ୍ତି ଏବଂ ଜବରଦସ୍ତ ଉତ୍ସାହ ସକାରାତ୍ମକ ପରିଣାମ ଆଣିବ । ଘରୋଇ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ ମିଳିବ । ରୋମାଣ୍ଟିକ ମଞ୍ଚରେ କାହାକୁ ପ୍ରଭାବିତ କରିବାର ମୌକା ମିଳିବାର ସଂଭାବନା ଅଛି ।

ଧନୁ

ଆଜି ଆପଣ ଆପଣଙ୍କ ସାଥିଙ୍କୁ ଖୁସି କରିବା ପାଇଁ ବାହାରକୁ ବୁଲାଇବାକୁ ନେଇ ପାରନ୍ତି । ଆପଣଙ୍କର କିମ୍ବା ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆପଣଙ୍କର ଅଟକିଥିବା କାମ ପୁଣି ଠାରେ ଆରମ୍ଭ ହେବ । ଧାନ ସବନ୍ଧୀୟ ସବୁ ପ୍ରକାର ସମସ୍ୟା ଦୂର ହୋଇଯିବ । ନୂଆ ଲୋକଙ୍କ ସହିତ ମିତ୍ରତା ଫଳପ୍ରଦ ହୋଇପାରେ । ସାମାଜିକ କାମରେ ଆପଣଙ୍କର ମନ ଲାଗିବ ।

ମକର

ଆଜି କୌଣସି ଖାସ ଲୋକ ସହିତ ଦେଖା ହେବାର ସଂଭାବନା ଅଛି । ଅଧିକ କାମ କରିବାରୁ ବଚନ୍ତୁ ଏବଂ ପୂର୍ଣ ଆରମ ନିଅନ୍ତୁ । ଆଜି ଆପଣଙ୍କୁ ଆପଣକର ଭଲପାଇବା ମିଳିପାରେ । ଘରର ବଡ ଲୋକଙ୍କ ସମର୍ଥନରେ ଆପଣ କୌଣସି ବ୍ୟବସାୟର ଆରମ୍ଭ କରିପାରିବେ । ଆପଣଙ୍କ ଭିତର ନିବୃତ ଗୁଣ ଏବଂ ଲୋକଙ୍କ ଆବଶ୍ୟକତାକୁ ବୁଝିବାର ସଂବେନ୍ଦନଶିଳତା ଅଛି ।

କୁମ୍ଭ

ଆଜି କେଉଁଠିକୁ ବୁଲିବା ପାଇଁ ଯୋଜନା କରିପାରନ୍ତି । ରାଜକୀୟ ବାଧା ଦୂର ହେବ । ସୁଖର ସାଦନା ପ୍ରାପ୍ତ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ରହିବ । ପ୍ରାପ୍ତ ହୋଇଥିବା ଧନ ଆପଣ ଚାହୁଁଥିବା ଭଳି ହୋଇନଥିବ । ସୁଖର ସାଧନା ପ୍ରାପ୍ତ ହେବ । ବେକାର କଥାରେ ଯୁକ୍ତି କରନ୍ତୁ ନାହିଁ । ଆପଣଙ୍କର ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ନଜର ରଖିଛନ୍ତି ଏଥିପାଇଁ ଅଧିକ ପରିଶ୍ରମ କରନ୍ତୁ ।

ମୀନ

ଆଜି କୌଣସି ବି ନକରାତ୍ମକ ନିର୍ନୟ ନିଅନ୍ତୁ ନାହିଁ । କୌଣସି ପ୍ରକାରର ବିପରୀତ ଘଟଣା ଘଟିପାରେ । ମିଛ ଆରୋପ ଲାଗିବାର ସଂଭାବନା ଅଛି । ଆପଣଙ୍କର ସନ୍ତାନର ଶିକ୍ଷା ଏବଂ ଚାକିରି ସବନ୍ଧିତ କୌଣସି ଭଲ ଖବର ଶୁଣୁବାକୁ ମିଳିପାରେ । ଆଜି ଝାଗଡାରୁ ବଞ୍ଚିବା ପାଇଁ ଶାନ୍ତ ରୁହନ୍ତୁ । ପ୍ରିୟ ପ୍ରସଙ୍ଗ ମାମଲାରେ ଆପଣଙ୍କୁ କୌଣସି ବାଧାର ସାମନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *