ପ୍ରଥମ ଥର ପାଇଁ ଦେଖନ୍ତୁ କେମିତି ସ୍ତ୍ରୀଙ୍କୁ ନିଆରା ଢଙ୍ଗରେ ସରପ୍ରାଇଜ ଦେଲେ ହୀରୋ Akash, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅନେକ ଅଭିନେତା ତଥା ଅଭିନେତ୍ରୀ ଙ୍କୁ ପରଦାରେ ଦେଖିବାକୁ ଭଲ ପାଇଥାନ୍ତି । ଏହି ଅଭିନେତା ତଥା ଅଭିନେତ୍ରୀ ମାନେ ନିଜ ଅଦ୍ଭୁତ ଅଭିନୟ ମାଧ୍ୟମରେ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟ ଜିତିଥାନ୍ତି । ଆପଣ ମାନେ ସମସ୍ତେ ଅଭିନେତା ଆକାଶ ଙ୍କୁ ଜାଣିଥିବେ । ସେ ଖୁବ ଅଳ୍ପ ସମୟ ମଧ୍ୟରେ ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଥିଲେ । କିନ୍ତୁ ବର୍ତ୍ତମାନ ସେ ଅଭିନୟ ଜଗତରୁ ଦୂରେଇ ଅଛନ୍ତି । ଅଭିନୟ କରିବା ସହିତ ସେ ଜଣେ ସମାଜସେବୀ ମଧ୍ୟ ଅଟନ୍ତି ।

ତାଙ୍କ ର ଏହି ମହତ କାର୍ଯ୍ୟ ରେ ତାଙ୍କ ଧର୍ମ ପତ୍ନୀ ମଧ୍ୟ ସାହାର୍ଯ୍ୟ କରିଥାନ୍ତି । ଗରିବ ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା କରିଆସୁଅଛନ୍ତି । ଆପଣ ମାନେ ତ ଭଲ ଭାବରେ ଅବଗତ ଯେ ଏହି 2 ବର୍ଷ ମଧ୍ୟରେ ମହାମାରୀ କରୋନା ଆସି କିଭଳି ଭୟାଭୀତ ପରିସ୍ଥିତି ସୃଷ୍ଟି କରିଚାଲିଛି । ଏହି ସମୟରେ ଆକାଶ ଗରିବ ଲୋକ ମାନଙ୍କ ନିକଟରେ ଖାଦ୍ୟ ତଥା ସମଗ୍ର ପ୍ରକାରର ସଜାୟତା ମଧ୍ୟ ପ୍ରଦାନ କରିଥିଲେ ।

ସୂଚନା ଅନୁଯାୟୀ ଆକାଶ ଙ୍କ ଘରକୁ ଆସିଅଛି ଖୁସି ଖବର । ସେ ନିଜ ଧର୍ମ ପତ୍ନୀ ଙ୍କ ସହିତ ବେସ ଆନନ୍ଦ ର ସହିତ ସାଦଖିଆ ପାଳନ କରିଛନ୍ତି । ତାଙ୍କ ଧର୍ମ ପତ୍ନୀ ପ୍ରେଗନେଣ୍ଟ ଥିବାରୁ ସେ ନିଜ ପତ୍ନୀ ଙ୍କ ସାଦଖିଆ କୁ ଖୁବ ଧୂମ ଧାମରେ ପାଳନ କରିଥିଲେ । ଏହି ସେଲିବ୍ରେସନ ରେ ଆକାଶ ଙ୍କ ପରିବାର ଲୋକ ସହିତ ତାଙ୍କ ସାଙ୍ଗ ସାଥି ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ତାଙ୍କର ଖୁଶିର ସୀମା ନାହିଁ ବୋଲି ସେ କହିଛନ୍ତି ।

ପରିବାର ଲୋକେ ମଧ୍ୟ ଏହି ଖୁସିର ଅବସରରେ ବେସ ଖୁସି ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ଆକାଶ ଏହି ସେଲିବ୍ରେସନ ର ଦୃଶ୍ୟ କୁ ଶେୟାର କରିଛନ୍ତି । ଆମ୍ଭ ତରଫରୁ ଆକାଶ ଏବଂ ତାଙ୍କ ପତ୍ନୀ ଙ୍କୁ ଶୁଭକାମନା । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *