” ଭୂମିକା ଛୋଟବେଳୁ ମୋର କ୍ରସ , ରୋମାଣ୍ଟିକ ସିନ କରିବାରେ ଅସୁବିଧା କଣ Soumya Swarup , ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୋସିଆଲ ମିଡିଆରେ ସୌମ୍ୟ ସ୍ୱରୂପ ଙ୍କ ଭିଡିଓ ବେସ୍ ଟ୍ରୋଲ ହେଉଛି । ” ଭୂମିକା ଛୋଟବେଳୁ ମୋର କ୍ରସ୍ …. ମୁଁ ଛୋଟ ବେଳୁ ରୋମାଣ୍ଟିକ ଆଉ ରୋମାଣ୍ଟିକ ସିନ କରିବାରେ ଅସୁବିଧା କଣ ” ଏପରି କିଛି କଥା କହିଥିବାର ସୂଚନା ମିଳିଛି । ସୌମ୍ୟ BTech ସମାପ୍ତ କରି ଅଭିନୟ ଜଗତରେ ତାଙ୍କ ପାଦ ଦେଇଥିଲେ ।

ଅନେକ ଟିଭି ସିରିୟାଲ ରେ ଅଭିନୟ କରି ଆପଣମାନଙ୍କ ମନ ଜିତିଛନ୍ତି । ବିଗ୍ ବ୍ରେକ ରେ ଫାଇନାଲିଷ୍ଟ ହୋଇଥିଲେ ଏବଂ ମାୟାବିନୀ , ତ୍ରିଲୋଚିନି ଭଳି ସିରିୟାଲ ରେ ଅଭିନୟ କରିଛନ୍ତି । ତାଙ୍କ କହିବା  ଅନୁସାରେ ସେ ଛୋଟବେଳୁ ହିଁ ଅଭିନୟ କରିବାକୁ ବହୁତ ପସନ୍ଦ କରନ୍ତି । ସ୍କୁଲ କଲେଜମାନଙ୍କରେ ଅଭିନୟ କରୁଥିଲେ ଏବଂ ଧୀରେ ଧୀରେ ଅଭିନୟ ଦୁନିଆରେ ଯିବାକୁ ଇଛା ପ୍ରକାଶ କରିଥିଲେ ।

ମାତ୍ର ତାଙ୍କ ବାପାଙ୍କୁ ପୁଅ ଡାକ୍ତର ହେବ ବୋଲି ଇଛା କରିଥିଲେ । ଘରଲୋକମାନଙ୍କ କହିବା ଅନୁଯାୟୀ ସେ ପ୍ରଥମେ ନିଜର  BTech କୁ  ପୁରା କରି ଚାକିରୀ କରୁଥିଲେ । ମାତ୍ର ଅଭିନୟ କରିବାର ଇଛା କୁ ଘରେ କହିଥିଲେ କେହି ଏଥିରେ ସହମତି ଦେଇନଥିଲେ । ସୌମ୍ୟ ପ୍ରଥମେ ବିଗ୍ ବ୍ରେକ ରେ ଯୋଗ ନେଇ ସେଥିରେ ସିଲେକ୍ଟ ହୋଇଥିଲେ ।

ବିଗ୍ ବ୍ରେକ ପାଇଁ ତାଙ୍କୁ ଚାକିରୀ ଛାଡିବାକୁ ପଡିଲା ଏବଂ ତାହା ବିଷୟରେ ଘରଲୋକଙ୍କୁ କହିନଥିଲେ । ଘରଲୋକେ ଟିଭିରେ ଦେଖି ସୌମ୍ୟକୁ ଫୋନ କରି ପଚାରିଥିଲେ । ସୌମ୍ୟଙ୍କ ମା ତାଙ୍କୁ କହିଥିଲେ ତୁ ଅଭିନୟ କରିବକୁ ଚାହୁଛୁ କରେ ମାତ୍ର ସେହି ଝିଅମାନଙ୍କ ସହ ରିଲେସନ ରଖିବୁ ନାହିଁ । ସୌମ୍ୟ ତାଙ୍କ ବାପାକୁ ବହୁତ ଡରନ୍ତି ସେ ମିଡିଆ ଆଗରେ କହିଛନ୍ତି ଘରଲୋକଙ୍କୁ ଇଛା ନ ଥିଲା ହେଲେ ମୁଁ କରିକି ଦେଖାଇବି ବୋଲି ପ୍ରଥମେ କରିଲି ତେବେ ଯାଇ ଘରେ ଜଣାଇଥିଲି ।

ସୌମ୍ୟଙ୍କ ମା କହିଛନ୍ତି କି ମୋ ପୁଅ ଉପରରେ ଭରସା ଅଛି ସେ ଏମିତି କିଛି କାମ କରିବ ନାହିଁ ଯାହା ଦ୍ଵାରା ଆମ ନାଁ ଖରାପ ହେବ । ଭୂମିକା ହେଉଛନ୍ତି ତାଙ୍କ ଛୋଟବେଳର କ୍ରସ ଏବଂ ସେ ତାଙ୍କ ସହ ଭବିଷ୍ୟତରେ ଅଭିନୟ କରିବାକୁ ଇଛା କରିଛନ୍ତି ବୋଲି କହିଛନ୍ତି । ଦୁଇ ଟି ସିରିୟାଲ ରେ ଅଭିନୟ ସାରି ସିନେମାରେ ଯିବାର ଇଛା କରିଛନ୍ତି ସୌମ୍ଯ । ଖବର କୁ ନେଇ ଆପଣଙ୍କ ମତ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *