କବାଟକୁ ବନ୍ଦ କରି ପୂଜା କରିବା ବାହାନାରେ ଖରାପ କାମ କରିବାକୁ ଚେଷ୍ଟା କଲା ନନା, ମୋତେ…. ମହିଳା ଅଜହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ

ଓଁ ସ୍ଵାହା କହି କୁଣ୍ଡାଇ ପକେଇଲା ନନା । ହଁ ଦର୍ଶକ ବନ୍ଧୁ ଏହା ସତ୍ୟ ଘଟଣା ଅଟେ । କବାଟକୁ ବନ୍ଦ କରି ପୂଜା କରିବା ବାହାନାରେ ମୋ ସହ ଖରାପ କାମ କରିବାକୁ ଚେଷ୍ଟା କରିଥିଲେ ମନ୍ଦିର ନନା । ଏହି ଘଟଣା ହେଉଛି ଜଗସିଂହପୁର ଜିଲ୍ଲା କାଂସ ଗାଁ ରେ ଅଭିଯୋଗକାରିଣୀ ଜଣକ ସବୁବେଳେ ନନାଙ୍କ ପାଖକୁ ପୂଜା ଅର୍ଚନା କରିବାକୁ ଆସୁଥିଲେ  ।

ମହିଳାର ପୁଅ ଶରୀର ଅସୁସ୍ଥ ଥିବା କାରଣରୁ  ବଞ୍ଚିବା କଷ୍ଟକର ହୋଇଥିଲା । ମାଆ ସାରଳା ପୂଜାରୀ ସମୀର କାନ୍ତ ରାହୁଳ ବା କୁନୁ ନନା । କୁନୁ ନନାଙ୍କ ନାଁରେ  ଆସିଛି ଅସଦାଚରଣ ଅଭିଯୋଗ । ନନା ମହିଳାଙ୍କ ଦୁଃଖ ଦେଖି ଘରେ ଯଦି ପୂଜା କରିବା ଦ୍ଵାରା ପୁଅ ଦେହ ଠିକ ହେଇଯିବ ବୋଲି କହିଥିଲେ । ଭଣ୍ଡ ବାବାଙ୍କ କଥାରେ ବିଶ୍ଵାସ କରି ମହିଳା ଜଣକ ଘରେ ପୂଜାର ଆୟୋଜନ କରିଥିଲେ ।

ମାତ୍ର ନନାଙ୍କ ମନରେ ଥିଲା ମହିଳାଙ୍କ ପ୍ରତି କାମୁକତା ପୂଜା କରିବା ବାହାନାରେ ସ୍ଵାମୀକୁ କପଡା ପୂଜାର ଆବଶ୍ୟକ ଜିନିଷ ଆଣିବା ବାହାନାକରି ଘରୁ ବାହାରକୁ ପଟେଇ । ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ସହ କରିଲେ  ଖରାପ କାମ । ମହିଳା ଜଣକ ଯେତେ ମନା କରୁଥିଲେ ମଧ୍ୟ ପୁଅ କୁ ବଞ୍ଚିବାକୁ ହେଲେ ତତେ ମୋ ପାଖକୁ  ଆସିବାକୁ ହେବ ।

ମହିଳାଙ୍କ ପୁଅ ହାର୍ଟ ସମ୍ବନ୍ଧୀୟରେ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଡାକ୍ତର ମଧ୍ୟ ବଞ୍ଚିବାର ସମ୍ଭାବନା କମ୍ ଅଛି ବୋଲି କହିଥିଲେ । ମାତ୍ର ଭଣ୍ଡ ନନା ବଞ୍ଚିବାର ଆଶା ଦେଖାଇ ପୂଜା କରିବା ବାହାନାରେ ଓଁ ସ୍ଵାହା କହି କୁଣ୍ଡେଇ ପକାଇଲେ ମହିଳାଙ୍କୁ । ମହିଳା ଜଣକ ନନାଙ୍କ କବଳ ରୁ ନିଜକୁ ରକ୍ଷା କରି  ବାହାରେ ଥିବା ସ୍ଵାମୀଙ୍କ ପାଖକୁ ଆସିଗଲେ ।

ଭିତରେ ଘଟିଥିବା ନନାଙ୍କ ଅସଲି ଚେହାର ବାବଦରେ ଘର ଲୋକଙ୍କୁ କହିଲେ । ପରେ ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି  ଭଣ୍ଡ ନନାଙ୍କୁ ଗିରଫ କରିଥିଲେ । ମାତ୍ର ସମାଜରେ ମା ସାରଳାଙ୍କ ନାଆ କୁ ବ୍ୟବହାର କରି ଏଭଳି ଅନେକ ନନା ମହିଳାମାନଙ୍କୁ ଶିକାର କରୁଛନ୍ତି । ତେବେ ଏହା ପ୍ରତି ପୋଲିସ କଢାକଢି ପଦକ୍ଷେପ ନେବା ଉଚିତ୍ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *