ସାପ୍ତାହିକ ରାଶିଫଳ- ଏହି ସପ୍ତାହରେ ଏହି ୪ଟି ରାଶିଙ୍କୁ ମିଳିବ ବହୁତ ବଡ ଖୁସି ଖବର

ଆପଣଙ୍କ ରାଶି ହିଁ ଆପଣଙ୍କ ଭବିଷ୍ୟତ ବିଷୟରେ କହି ପାରିବ । ଏହା ଦ୍ଵାରା ଆପଣ ସେହି ସମସ୍ତ ଘଟଣାର ପୂର୍ବାନୁମାନ କରି ସେଥିରୁ ସତର୍କ ବି ହୋଇ ପାରିବେ । ଏମିତିରେ ବହୁତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ କି ଆମର ଆସନ୍ତା ସପ୍ତାହ କେମିତି ରହିବ ? ଏହି ସପ୍ତାହ ଆମ ଜୀବନରେ କଣ କଣ ପରିବର୍ତ୍ତନ ଆଣି ପାରିବ ? ଆଜି ଆମେ ଏହି ସମସ୍ତ ପ୍ରଶ୍ନର ଜବାବ ଦେବୁ । ତେବେ ଆସନ୍ତୁ ଜାଣିବା ଏହି ସପ୍ତାହର ସାପ୍ତାହିକ ରାଶିଫଳ ସମ୍ବନ୍ଧରେ ।

ମେଷ

ମେଷ ରାଶିର ଲୋକମାନେ ଏହି ସପ୍ତାହରେ ବୈବାହିକ ଜୀବନରେ ବ୍ୟସ୍ତ ରହିବେ । ଯଦି ଆପଣ ଏହି ସମୟରେ ଯାତ୍ରା କରୁଛନ୍ତି ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରନ୍ତୁ । ବିଜନେସରେ ଲାଭ ହେବ । କାମରେ ମନ ନ ଲାଗିବା ଦ୍ଵାରା ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅଚାନକ ଆପଣଙ୍କ କାମରେ କିଛି ଚେଞ୍ଜେସ ଆସିପାରେ । ଆପଣଙ୍କ ପାର୍ଟନର ଏହି ସପ୍ତାହରେ ଆପଣଙ୍କ ବହୁତ ଦେଖାଶୁଣା କରିବେ ।

ବୃଷ

ପାର୍ଟନରଙ୍କୁ ନିଜର ବ୍ୟସ୍ତ ଦିନଚର୍ଯ୍ୟା ମଧ୍ୟରେ ବି ଅଳ୍ପ ସମୟ ଦିଅନ୍ତୁ । ଏଥିରେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ବହୁତ ହିଁ ଶୁଭ ଅଟେ । ଯେତିକି ପରିଶ୍ରମ କରିବେ ସେତିକି ଅଧିକ ଆପଣଙ୍କୁ ଲାଭ ମିଳିବ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କ ଉପରେ ଦାୟିତ୍ଵ ବଢିପାରେ । ପରିବାର ଲୋକମାନେ ଆପଣଙ୍କୁ କୌଣସି କାମ ଦେଇ ପାରନ୍ତି ।

ମିଥୁନ

ଏହି ସପ୍ତାହରେ ବିବାହ ସମ୍ପର୍କକୁ ନେଇ କୌଣସି କଠିନ ନିଷ୍ପତି ନେବାକୁ ପଡିପାରେ । ବାଦ ବିବାଦରେ ଫସି ପାରନ୍ତି । ଚାକିରିରେ ଅଫିସରଙ୍କ ସହ ମତଭେଦ ହୋଇପାରେ । ସେଥିପାଇଁ ସତର୍କ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ଏହି ସମୟରେ ଗର୍ଭବତୀ ମହିଳାଙ୍କ ଧ୍ୟାନ ରଖିବା ଜରୁରୀ ଅଟେ । ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ପ୍ରେମ ସମ୍ବନ୍ଧ ଖରାପ ହୋଇପାରେ ।

କର୍କଟ

ଆପଣ ନିଜର ସମସ୍ତ କାମକୁ କରିବାରେ ବହୁତ ସଫଳ ହେବେ । ସମ୍ଭବତଃ ଏହିଭଳି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଯେଉଁମାନେ ମଦ୍ୟପାନ କରୁଛନ୍ତି । ଏହି ସପ୍ତାହରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଅଚାନକ ଧନଲାଭର ସମ୍ଭାବନା ଅଛି । ଅବିବାହିତ ଲୋକମାନଙ୍କୁ ବିବାହର ପ୍ରସ୍ତାବ ଆସିପାରେ । ଆପଣଙ୍କ କାରୋବାରରେ ଉନ୍ନତି ଆସିବ ।

ସିଂହ

ସିଂହ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ସଂଘର୍ଷ ପୂର୍ଣ ରହିବ । ଏହିଭଳି ଭାଷାର ପ୍ରୟୋଗ କରିବା ଠାରୁ ଦୂରେଇ ରୁହନ୍ତୁ ଯାହା ଦ୍ଵାରା ପରିବାର ଲୋକମାନଙ୍କ ଭାବନାକୁ ଆଘାତ ଲାଗିପାରେ । ବୁଝି ସୁଝି କାମ କରନ୍ତୁ । ନିଜର ଭାବନାକୁ ବ୍ୟକ୍ତ କରନ୍ତୁ । କ୍ୟାରିୟର ପ୍ରତି ସାବଧାନ ରୁହନ୍ତୁ । କୌଣସି ଅଜଣା ବ୍ୟକ୍ତି ସହ ସାକ୍ଷାତ କରି ପାରନ୍ତି । ସ୍ୱାସ୍ଥ୍ୟ ପାଇଁ ଏହି ସପ୍ତାହ ଅଳ୍ପ ଖରାପ ହୋଇପାରେ ।

କନ୍ୟା

କନ୍ୟା ରାଶିର ଲୋକମାନଙ୍କୁ ଏହି ସପ୍ତାହରେ ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିବ । ବିବାଦକୁ ବଢାନ୍ତୁ ନାହିଁ । କିଛି ଜରୁରୀ କାମ ଏହି ସପ୍ତାହରେ ହୋଇ ପାରିବ ନାହିଁ । ଆପଣ ସେହି କାମ କରନ୍ତୁ ଯେଉଁଥିରେ ଆପଣଙ୍କୁ ଖୁସି ମିଳୁଥିବ । କିଛି ଲୋକ ନିଜର ସ୍ଵାର୍ଥ ପାଇଁ ଆପଣଙ୍କ ସାମ୍ନାରେ ସମସ୍ୟା ଛିଡା କରି ପାରନ୍ତି । ଛାତ୍ରମାନଙ୍କୁ ଭଲ ଫଳାଫଳ ମିଳିପାରେ ।

ତୁଳା

ଆପଣଙ୍କୁ ଏହି ସପ୍ତାହରେ କିଛି ଟଙ୍କା ମିଳିପାରେ । ଏହା ସହିତ ପାର୍ଟନର ସହିତ ତାଳମେଲ ରହିବା ବି ବହୁତ ଜରୁରୀ ଅଟେ । କିଛି କ୍ଷତି ବି ହୋଇପାରେ । ଫାଲତୁ ଖର୍ଚ ହେବାର ଯୋଗ ଅଛି । ଆଖପାଖର ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ । ଜୀବନସାଥିମାନଙ୍କ ପାଇଁ ଏହି ସପ୍ତାହ ପ୍ରେମ ଭରା ରହିବ । ଅଚାନକ ଧନଲାଭ ହେବାର ଯୋଗ ଅଛି । ସଫଳତାର ନୂତନ ଅବସର ପ୍ରାପ୍ତ ହେବ ।

ବିଚ୍ଛା

ବିଚ୍ଛା ରାଶିର ଯେଉଁ ଲୋକମାନେ ଚାକିରି କରୁଛନ୍ତି ସେମାନଙ୍କ ବେତନ ବଢିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ଉନ୍ନତି କିମ୍ବା ଅବନ୍ନତି ଆସିପାରେ । ସନ୍ତାନ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ସମ୍ପର୍କୀୟ ଆପଣଙ୍କ ଘରକୁ ଆସିପାରେ । କୌଣସି ବ୍ୟକ୍ତିକୁ ଟଙ୍କା ଦିଅନ୍ତୁ ନାହିଁ । ପରୀକ୍ଷା ଓ ଇଣ୍ଟରଭିୟୁରେ ଆପଣ ସଫଳତା ହାସଲ କରିବେ । ସମ୍ପତ୍ତିରେ ଲାଭ ମିଳିବ । ପ୍ରେମ ସମ୍ବନ୍ଧରେ ବିଶେଷ କିଛି ଖାସ ରହିବ ନାହିଁ ।

ଧନୁ

କିଛି ମାମଲାରେ ଆପଣଙ୍କ ମନୋବଳ କମଜୋର ହୋଇପାରେ । ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର ଦାୟିତ୍ଵ ପ୍ରତି ସଜାଗ ରୁହନ୍ତୁ । ମନରେ ନୂତନ ଭାବନା ଜାଗ୍ରତ ଆସିପାରେ । ସରକାରୀ ଅଧିକାରୀଙ୍କ ଠାରୁ ଲାଭ ମିଳିବ । କୌଣସି ବି ବାଦ ବିବାଦରେ ପଡନ୍ତୁ ନାହିଁ । ଏଥିରେ ଆପଣଙ୍କୁ ହିଁ କ୍ଷତି ହେବ । ସମ୍ପତି ସମ୍ବନ୍ଧିତ ମାମଲାରେ ରୁଚି ବଢିବ ।

ମକର

ମକର ରାଶିର ଲୋକମାନେ ନିଜର ସମସ୍ତ କାମକୁ ପରିଶ୍ରମର ସହ କରିବେ । ସନ୍ତାନ ତରଫରୁ କୌଣସି ସମାଚାର ମିଳିପାରେ । କିଛି ସମସ୍ୟାର ସମଧାନ ଅଚାନକ ମିଳିବ ଓ ସ୍ଥିତି ଅନୁରୂପ ରହିବ । ବିଶ୍ଵାସର ସହ କାମ କରନ୍ତୁ । ଶତ୍ରୁ ଉପରେ ବିଜୟ ହାସଲ କରନ୍ତୁ । ଏହି ସପ୍ତାହରେ ଉଚିତ ସମୟ ଦେଖି ନିଜର ପ୍ରେମିକାକୁ ପ୍ରପୋଜ କରି ପାରିବେ । ଯଦି ଆପଣ ଚାକିରି ପାଇଁ ପ୍ରୟାସ କରୁଛନ୍ତି ତେବେ ସେଥିରେ ସଫଳ ହେବେ ।

କୁମ୍ଭ

ସ୍ୱାସ୍ଥ୍ୟ ମାମଲାରେ ସମ୍ଭାଳି ଚାଳନ୍ତୁ । ରକ୍ତ ହୀନତା ହୋଇପାରେ । ଏହି ସପ୍ତାହରେ ଅଧିକ କାମ କାର୍ଯ୍ୟ କାରଣରୁ ଆପଣ ବହୁତ ଚିନ୍ତିତ ରହିବେ । ପ୍ରେମ ସମ୍ବନ୍ଧିତ କୌଣସି ମାମଲା ଆପଣଙ୍କୁ ଚିନ୍ତିତ ରହିବେ । କିନ୍ତୁ ଅଧିକ ଚିନ୍ତା କରନ୍ତୁ ନାହିଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ପରିବାରରେ ସୁଖମୟ ପରିବେଶ ରହିବ । ବ୍ୟାପାରରେ ବୁଦ୍ଧି ହେବ ।

ମୀନ

ଏହି ସପ୍ତାହରେ ଚେଷ୍ଟା କରିବା ଦ୍ଵାରା ଆପଣ ସବୁକିଛି ହାସଲ କରି ପାରିବେ । କୌଣସି ସମ୍ବେଦନଶୀଳ ସୂଚନା ହାତରେ ଲାଗିପାରେ । ସମୟ ସହିତ ଆପଣଙ୍କୁ ନିଜ ଜୀବନରେ ପରିବର୍ତ୍ତନ ଆଣିବାର ଅଛି । କିଛି ଲୋକମାନଙ୍କୁ ନିଜର ପ୍ରେମ ମିଳିପାରେ । ଏହି ସପ୍ତାହ ଚାକିରିରେ ଆପଣଙ୍କ ପ୍ରମୋଶନ ବି ମିଳିପାରେ । ପୁରୁଣା ରୋଗରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *