VSS ନଗର ରେଳ ଲାଇନରେ ଭଉଣୀର ଦୁଃଖ ପାଇଁ ଭିଣେଇର ରହିଛି ପରକୀୟା ପ୍ରୀତି ! ସାନ ଭଉଣୀ ଖୋଲି କହିଲା ସବୁ ଗୁମର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ତ୍ରୀ ମୃ-ତ୍ୟୁ ପଛରେ ରହିଛି ସ୍ଵାମୀର ପରକୀୟା ପ୍ରୀତି ! ତେବେ ଖବର ମୁତାବିକ ଅନିତା ନାମକ ଜଣେ ଭଦ୍ର ମହିଳା ପ୍ରେମ ବିବାହ କରି ବାହା ହୋଇଥିଲେ । ତେବେ ବିବାହର କିଛି ବର୍ଷ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ବହୁତ ଭଲ ଚାଲିଥିଲା । ହେଲେ ସେହି ଦମ୍ପତ୍ତିଙ୍କ ମଧ୍ୟରେ ଏକ ତୃତୀୟ ବ୍ୟକ୍ତି ପଶିବା କାରଣରୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ନୀତିଦିନ କଳି ଝଗଡା ଲାଗି ରହିଥାଏ ।

ତେବେ ଏପରି ହେବାର କିଛି ଦିନ ମଧ୍ୟରେ ଅନିତାର ଗତ କାଲି VSS ନଗର ରେଳ ଲାଇନରୁ ତାଙ୍କର ମୃ-ତ ଶବ ଉଦ୍ଧାର କରଯାଇଥିଲା । ତେବେ ଏପରି ଘଟଣାର ଖବର ପାଇ ଅନିତଙ୍କ ଘର ଲୋକେ ତାଙ୍କ ଜ୍ଵାଇଁ ଅର୍ଥାତ ଅନିତାଙ୍କ ସ୍ଵାମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ତେବେ ଅନିତାଙ୍କ ସାନ ଭଉଣୀ ଗତ କିଛି ଦିନ ଧରି ତାଙ୍କ ବଡ ଭଉଣୀ ଅନିତାଙ୍କ ଘରେ ରହିଆସୁଥିଲେ ।

ତେବେ ସେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ନୀତିଦିନ ହେଉଥିବା ଝଗଡାକୁ ନିଜ ଆଖି ସାମ୍ନାରେ ଦେଖିଛନ୍ତି ବୋଲି ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଏହା ଛଡା ତାଙ୍କ ଭିଣୋଇଙ୍କର ଅନ୍ୟ ଏକ ଗୀତା ନାମକ ମହିଳା ସହ ସମ୍ପର୍କ ରହିଛି ବୋଲି ମଧ୍ୟ ସେ ସ୍ପଷ୍ଠ କରିଥିଲେ । କାରଣ ତାଙ୍କ ଭିଣୋଇ ସବୁଦିନ ସେହି ମହିଳାଙ୍କ ସହ ଅଧିକରୁ ଅଧିକ ସମୟ ଫୋନରେ କଥାବାର୍ତ୍ତା ହୋଇଥାନ୍ତି । ଯାହା ଯୋଗୁ ସେ ତାଙ୍କର ସ୍ତ୍ରୀ ଅନିତାକୁ ଗତ କିଛି ମାସ ଧରି ଅବହେଳା କରି ଆସୁଥିଲେ ।

ଯାହା ଯୋଗୁ ଅନିତାଙ୍କ ଉପରେ ସେ ଶାରୀରିକ ଓ ମାନସିକ ଭାବରେ ମଧ୍ୟ ଅତ୍ୟାଚାର କରୁଥିଲେ । ତେବେ ସ୍ଵାମୀର ଏପରି ଅତ୍ୟାଚାର ସହି ନପାରିବାରୁ ଆତ୍ମହ-ତ୍ୟା ବା ଅନିତାଙ୍କୁ ତାଙ୍କ ସ୍ଵାମୀ ଚକ୍ରାନ୍ତ କରି ମାରିବାରୁ VSS ନଗର ରେଳ ଲାଇନରେ ଅନିତାଙ୍କ ମୃ-ତଦେହ ଠାବ ହୋଇଛି । ବୋଲି ଅନିତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି । ଯେତେବେଳେ ତେବେ ଏହିଭଳି ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *