‘ଗାଁ ମଶାଣି ନୁହେଁ ମୋତେ ସ୍ୱର୍ଗଦ୍ୱାର ନେବ’ ଆତ୍ମହତ୍ୟା କରିବା ପୂର୍ବରୁ Video କରି ଯୁବକ ଜଣକ କହିଗଲେ ନିଜର ଶେଷ ଇଚ୍ଛା, ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆଜିକାଲିର ଦୁନିଆରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସମାଜର ବିଧିବ୍ୟବସ୍ଥା ଆଉ ରକ୍ଷଣଶୀଳ ମାନସିକତାକୁ ଦ୍ୱାହି ଦେଇ ଅ-କା-ଳ-ରେ ନିଜ ଜୀବନ ହ-ରି-ଦେ-ଲେ ଜଣେ ମେଧାବୀ ଛାତ୍ର । ଛାତ୍ର ଜଣକ ନିଜର ଏକ ଭିଡିଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରିଥିଲେ ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ଛାତ୍ର ଜଣକ ଭିଡିଓରେ ଯାହା ସବୁ କହୁଛନ୍ତି ଶୁଣିଲେ କାନ୍ଦି ପକାଇବେ ।

ଭିଡିଓରେ ଛାତ୍ର ଜଣକ କହୁଛନ୍ତି- ‘ମୋର ଶ-ବ ସଂ-ସ୍କା-ର କରିବାକୁ ଗାଁକୁ ନେବନି । ପୁରୀ ସ୍ଵର୍ଗଦ୍ଵାର ହିଁ ନେବ ମୁ ଚାହୁଁଛି କି ମୋ ଶେ-ଷ ଦିନରେ ସେ ମୋ ପାଖରେ ରହୁ । ତାର କିଛି ଭୁଲ ନାହିଁ ଆମ ସମାଜ ପାଇଁ ଆମେ ସଫର କରୁଛୁ । ମୋର ବହୁତ ଇଛା ଥିଲା ଯାହାକୁ ଭଲ ପାଉଛି ତାକୁ ନେଇ ପୁରୀ ଯିବି । ମୁ ମ-ରି-ଲା ପରେ କାହାକୁ ଦୋ-ଷ ଦେବ ନାହିଁ ସବୁ ଭୁଲ ମୋର’ ।

ମୃ-ତ-କ ଜଣକ ହେଉଛନ୍ତି ଜଗତସିଂହ ପୁର ଜିଲ୍ଲା ପାରାଦୀପ ଅଞ୍ଚଳ ନୂଆଁ ଗାଁର ଭାସ୍କର ସ୍ଵାଇଁଙ୍କ ପୁଅ ଶ୍ରିତମ ସ୍ଵାଇଁ । ଗୁଣୁପୁର ଜିଆଇଟିରେ ତୃତୀୟ ବର୍ଷରେ ପାଠ ପଢୁଥିବା ଶ୍ରିତମ ଜଣେ ମେଧାବୀ ଛାତ୍ର ଥିଲେ । ସେ ନିଜର ଏକ ପବ୍ଲିସିନ ଏଜେନ୍ସି କରି ୧୦୦ ରୁ ଉର୍ଦ୍ଧ ବହି ଆମାଜୋନ ଓ ଫ୍ଲିପକାର୍ଟ ଜରିଆରେ ବିକ୍ରି ମଧ୍ୟ କରୁଥିଲେ । ଭବିଷ୍ୟତରେ ବହୁତ କିଛି ସ୍ଵପ୍ନ ଦେଖିଥିବା ଶ୍ରିତମ ନିଜ ସ୍ଵପ୍ନ ପୂରଣ କରିବା ପୂର୍ବରୁ ହିଁ ଦୁନିଆ ଛା-ଡି ଦେଲେ ।

କାରଣ ମା-ନ-ସି-କ ସ୍ତ-ର-ରେ ଭା-ଙ୍ଗି ପଡିଥିଲେ ଶ୍ରିତମ । ତାଙ୍କ କହିବା ଅନୁଯାଇ ସମାଜର ରକ୍ଷଣଶୀଳ ଚିନ୍ତାଧାରା ତାଙ୍କୁ ମ-ରି-ବା ପାଇଁ ବାଧ୍ୟ କରିଥିଲା । ସେ ବହୁତ କଷ୍ଟ ପାଉଥିଲେ ଯାହା ଫଳରେ ଗତ ଗୁରୁବାର କଟକର ଏକ ହୋଟେଲ ରୁମରେ ନିଜକୁ ଶେ-ଷ କରିଦେବାର ପ୍ରତିଜ୍ଞା ନେଇଥିଲେ ଶ୍ରିତମ । ସେହି ସମୟରେ ସେ ଏକ ଭିଡିଓ ମଧ୍ୟ ବନେଇ ଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *