ଦେଖନ୍ତୁ ଯୁଦ୍ଧବିଧ୍ଵସ୍ତ Ukraine ର ବିକଳ ଦୃଶ୍ୟ ! ଆକାଶରୁ ଖସୁଛି ମୃତ୍ୟୁ, ଜୀବନ ବିକଳରେ ବରଫ ଉପରେ ଲୋକ କରୁଛନ୍ତି ପ୍ରାର୍ଥନା, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି !

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି କହୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ବନ୍ଧୁଗଣ ବାର୍ତ୍ତାମ ଆତଙ୍କିତ ଅବସ୍ଥାରେ ୟୁକ୍ରେନର ସାଧରଣିକ ନାଗରିକ । କାହା ଉପରେ କେତେବେଳେ ମୃତ୍ୟୁର ମିଜାଇଲ ଖସି ପଡିବ କିଛି ଜଣା ନାହିଁ । ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ପ୍ରଥମ ଭିଡିଓରେ ଜଣେ ସେନା ଯବାନ ଭୟବିତ ହୋଇ କହୁଛନ୍ତି ‘ଯେତେ ଶୀଘ୍ର ପାରୁଛ ତମେ ସୁରକ୍ଷିତ ସ୍ଥାନକୁ ଚାଲି ଯାଅ । ଏଠି କେତେବେଳେ ବି କିଛି ହୋଇପାରେ । ମୋ କଥା ଆଦୌ ଚିନ୍ତା କରିବ ନାହିଁ ଜୀବନ ଥିଲେ ପୁଣି ଦେଖା ହେବ’ । ନିଜ ବାପା ମାଙ୍କ ପାଇଁ ଏହି ୟୁକ୍ରେନର ସୈନ ଯବାନ ଭିଡିଓ ସେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଦ୍ଵିତୀୟ ଭିଡିଓରେ ୟୁକ୍ରେନର ଜଣେ ମହିଳା କାନ୍ଦି କାନ୍ଦି କହୁଛନ୍ତି-‘ମୋତେ ଖାଲି କୁହ ଏବେ ମୁଁ କେଉଁ ଜାଗାକୁ ଯିବି, କେଉଁଠି ମୋ ଜୀବନ ସୁରକ୍ଷିତ ରହିବ’ । ବନ୍ଧୁଗଣ ଏବେ ଏ ଚିତ୍ର ଦେଖନ୍ତୁ । ୟୁକ୍ରେନ ରାଜଧାନୀ କିବର ଏହି ଦୃଶ୍ୟ ଆହୁରି ଭୟାବହ । ଭୟରେ ଲୋକମାନେ ଏହି ସହର ଛାଡି ଯିବା ପାଇଁ ବିକଳ ଯେଉଁଥି ପାଇଁ ରାସ୍ତାରେ ଗାଡିର ଲମ୍ବା ଲାଇନ ଲାଗିଛି ।

ବନ୍ଧୁଗଣ ଲିଷ୍ଟର ଶେଷ ଭିଡିଓରେ ୟୁକ୍ରେନ ବାସୀ ତୁଷାରପାଟର କଡକଡ ଶୀତ ଭିତରେ ଥରି ଥରି ଏବେ ଏମିତି ପ୍ରାର୍ଥନା କରୁଛନ୍ତି । ସାରା ପଡିଆରେ ବରଫରେ ଆଣ୍ଠେଇ ହାତ ଧରାଧରି ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ବନ୍ଧୁଗଣ ଏହି ସାଧାରଣ ଲୋକଙ୍କର କଣ ଦୋଷ ରହିଛି ହେଲେ ବି ଏମାନଙ୍କ ମୁଣ୍ଡ ଉପରେ ମୃତ୍ୟୁ ଉଡୁଛି । କେତେବେଳେ କାହା ଉପରେ ଖସିବ କିଛି ଜଣା ନାହିଁ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *