ଦେଖନ୍ତୁ କେମିତି ଧୁମଧାମରେ ସ୍ବାମୀଙ୍କ ସହିତ 25 ତମ ବିବାହ ବାର୍ଷିକ ପାଳନ କଲେ ଲୋକପ୍ରିୟ ଅଭିନେତ୍ରୀ Priyanka Mohapatra, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରିୟଙ୍କା ମହାପାତ୍ର ।

ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପ୍ରିୟଙ୍କାଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆସିବା ଦିନରୁ ପ୍ରିୟଙ୍କା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି ।

ତେବେ ଗତ କିଛି ସମୟ ହେବ ପ୍ରିୟଙ୍କାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗତ କାଲି ପ୍ରିୟଙ୍କା ଓ ତାଙ୍କ ସ୍ଵାମୀଙ୍କର ୨୫ବର୍ଷ ବିବାହ ବାର୍ଷିକ ପାଳନ କରାଯାଇଥିଲା ।

ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ପ୍ରିୟଙ୍କାଙ୍କ ସ୍ଵାମୀଙ୍କ ନାମ ହେଉଛି ଦେବୁ ପଟ୍ଟନାୟକ । ପ୍ରିୟଙ୍କା ଓ ଦେବୁଙ୍କୁ ୨୫ ବର୍ଷ ବିବାହ ବାର୍ଷିକରେ ତାଙ୍କ ସମସ୍ତ ପରିବାର ଲୋକ ମାନେ ଉପସ୍ଥିତ ଥିଲେ । ବନ୍ଧୁଗଣ ପ୍ରିୟଙ୍କା ଓ ଦେବୁଙ୍କର ଗୋଟେ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଆକାଂକ୍ଷା ପଟ୍ଟନାୟକ । ପ୍ରିୟଙ୍କାଙ୍କ ସ୍ଵାମୀ ଦେବୁ ଜଣେ ଅଭିନେତା ହେବା ସହ ଜଣେ ଫିଲ୍ମ ଡ଼ିରେକ୍ଟର ଅଟନ୍ତି ।

ଆପଣ ମାନେ ଦେବୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ପ୍ରିୟଙ୍କା ଓ ଦେବୁ ନିଜ ବିବାହ ବାର୍ଷିକରେ ବହୁତ ଅଧିକ ଖୁସି ନଜର ଆସୁଛନ୍ତି । ବହୁତ ଧୁମଧାମର ସହ ପ୍ରିୟଙ୍କା ଓ ଦେବୁ ନିଜ ବିବାହ ବର୍ଷ ପାଳନ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ପ୍ରିୟଙ୍କାଙ୍କ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *