ଟ୍ୟୁସନ ଟିଚର ହେଇକି ଯାଇଥିଲି ମୋ ଶଳାକୁ ପଢେଇବାକୁ, ମୁଁ ଆଙ୍କ ଘରଲୋକଙ୍କୁ ପଟେଇବାପାଇଁ କେତେ ଯେ…

ନମସ୍କାର ବନ୍ଧୁଗଣ ,  ସୂଚନା ଅନୁସାରେ ଚାରି ବର୍ଷ ର ପ୍ରେମ ବିବାହ ରେ ପରିବର୍ତ୍ତନ ହେଇଛି । ବାଲେଶ୍ଵର ପୁଅ ଅମିତ ଓ କଟକ ର ଝିଅ ସିପ୍ରାଙ୍କ ପ୍ରେମ ରେ ଆସିଛି ଅନେକ କଷ୍ଟ ସମସ୍ୟା । ମାତ୍ର ସବୁ କୁ ସମୁଖୀନ କରି ଆଜି ସେ ଦୁଇହିଁ ପ୍ରେମ ଯୁଗଳ ହେଇଛନ୍ତି ସଫଳ । ୟାକ ପ୍ରେମ ସୋସିଆଲ ମିଡିଆ ରୁ ଶୁଭାଆରାମ୍ଭ ହୋଇଥିଲା । ସତ୍ୟ ପ୍ରେମ ର ଏମାନେ  ହେଉଛନ୍ତି ଏକ ନିଦର୍ଶନ ।

ଚାରି ବର୍ଷ ର ପ୍ରେମ ରେ ଆସିଲା କଷ୍ଟ , ଓ ତାହା ସହିତ କରୋନା ମଧ୍ୟ ଏମାନଙ୍କୁ କରିଦେଇଥିଲା ଦୂର । ଦୁହେଁ ବିବାହ କରି ବହୁତ ଖୁସି ରେ ଅଛନ୍ତି ଓ ଆଜି ମିଡିଆ ସାମ୍ନାରେ ଦୁଇ ଜଣ ତାଙ୍କ ପ୍ରେମ କାହାଣୀ କୁ କହିଛନ୍ତି । ଅମିତ ତାଙ୍କୁ ପ୍ରଥମେ ସୋସିଆଲ ମିଡିଆରେ ଦେଖି ମେସେଜ କରିଥିଲେ ଓ ସେହି ଠାରୁ ସେମାନଙ୍କ କଥା ବାର୍ତ୍ତା ଟିକେ ଟିକେ ଆରମ୍ଭ ହୋଇଥିଲା । ପ୍ରଥମେ ସିପ୍ରା ତାଙ୍କ ସହିତ କଥା ହେବାକୁ ଏତେ ପସନ୍ଦ କରୁ ନ ଥିଲେ ।

ଅମିତ ଧୋର୍ଜୀ ରେ ତାଙ୍କ ରିପଲାଇ ର ଅପେକ୍ଷା କରୁଥିଲେ । ଅମିତଙ୍କ ଜନ୍ମ ଦିନରେ ସିପ୍ରା ତାଙ୍କୁ ହାଇ ବୋଲି ମେସେଜ କରିଥିଲେ । ପୁଣି ତାଙ୍କ ପ୍ରେମ ର ଗାଡି ଆଗକୁ ବଢିଥିଲା । ଅମିତ କୁ ଦେଖାଯାଇଥିଲା ପ୍ରେମ ଏକ ନୂତନ ଆଶା ଦିନେ ସେ ସାହସ କରି କହୁଥିଲେ ତାଙ୍କ ମନ କଥା ସିପ୍ରାକୁ , ମାତ୍ର ସିପ୍ରା ତାଙ୍କ କଥା ର କୋଣସି ଉତ୍ତର ଦେଇନଥିଲେ ବା ତାଙ୍କୁ ବ୍ଲକ ମଧ୍ୟ କରିନଥିଲେ ।

ବୋଧେ ତାଙ୍କ ମନରେ ବି ଥିଲା ଅମିତ ପ୍ରତି ସେହି ଅନୁଭବ । କିଛି ଦିନ ପରେ ସିପ୍ରା ତାଙ୍କ ସମ୍ପକ କୁ ବନ୍ଧୁ ର ଆଖ୍ୟା ଦେବାକୁ ଚାହିଲେ ପରେ ପରେ ଏହା ପାଲଟି ଯାଇଥିଲା ପ୍ରେମ ସମ୍ପର୍କରେ ଦୁହେ ନିଜ କୁ ପସନ୍ଦ କରିଥିଲେ । ଉଭୟଙ୍କ ଜାତି ସମାନ ଥିଲା ମାତ୍ର ସିପ୍ରାଙ୍କ ଘର ଲୋକ ଏହି ବିଷୟରେ ଜାଣିନଥିଲେ । ଅମିତ ତାଙ୍କ ପ୍ରେମ ପାଇଁ ଶଳାକୁ କରିଥିଲେ ଟ୍ଯୁସନ୍ ସିପ୍ରାଙ୍କ ଛୋଟ ଭାଇ ବୋଡ୍ ଦେବା ପାଇଁ ହେଉଥିଲେ ପ୍ରସ୍ତୁତ ।

ତେବେ ଅମିତ ପ୍ରେମିକା କୁ ଦେଖା କରିବା ଓ ତାଙ୍କ ଦର୍ଶନ ପାଇଁ ହେଇଥିଲେ ଟ୍ଯୁସନ୍ ମାଷ୍ଟର । ପରେ ଆଜି ଆମ ସାମନା ରେ ଅଛନ୍ତି ଏହି ଦୁଇ ହିଁ ପ୍ରେମିକ ବିବାହିତ ହୋଇ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ , କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *