ବନ୍ଦ ହୋଇଗଲା ୨୦୦୦ ଟଙ୍କିଆ ନୋଟ୍, ଜାଣନ୍ତୁ ବଦଳାଇବାର ଶେଷ ତାରିଖ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଅଚଳ ହେଇଯିବ ୨୦୦୦ ଟଙ୍କିଆ ନୋଟ୍ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଭାରତୀୟ ରିଜର୍ଭ ବ୍ୟାଙ୍କ କରିଛି ବଡ ଘୋଷଣା । ୩୦ ଡିସେମ୍ବର ଯାଏ ଚାଲିବ ୨୦୦୦ ଟଙ୍କିଆ ନୋଟ୍ । ଏହା ସୂଚନା ଲୋକମାନଙ୍କ ଭିତରେ କୋଳାହଳ ସୃଷ୍ଟି କରିପାରିବ । କାରଣ ଅଚାନକ ଏପରି ନିଷ୍ପତି ନେବା ପଛରେ କଣ ରହିଛି କାରଣ । ମାତ୍ର ସାଥ ବର୍ଷ  ମଧ୍ୟର୍ରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ କଣ ପାଇଁ ହେଉଛି ।

ଯଦି ଆପଣମାନେ ଘରର ଖଟ ତଳେ ଲୁଚାଇକି ରଖିଛନ୍ତି କି ୨୦୦୦ ଟଙ୍କିଆ ନୋଟ୍ ତେବେ ତୁରନ୍ତ ତାହାକୁ ବାହାର କରି ବ୍ୟାଙ୍କ ରେ ଦେଇଦିଅନ୍ତୁ । ମାତ୍ର ୩୦ ଡିସେମ୍ବର ପର୍ଯ୍ୟନ୍ତ ରହିଛି ମଉକା ତା ପରେ ଯେତେ ଚେଷ୍ଟା କଲେ ବି ବଦଳିବ ନାହିଁ ୨୦୦୦ ନୋଟ୍ । ଘରର ମହିଳାମାନେ ସ୍ଵାମୀଙ୍କ ଠାରୁ ଧନ କୁ ସଞ୍ଚୟ  କରିବା ଉଦେଶ୍ୟରେ ଅଳ୍ପ ଟଙ୍କା କୁ ଲୁଚେଇକି ରଖନ୍ତି । ତେବେ ଆପଣମାନଙ୍କ ପାଇ  ଏହା ଖରାପ ଖବର ।

ଆଗକୁ ଚାଲିବ ନାହିଁ ୨୦୦୦ ନୋଟ୍ ଯାହାକୁ ନେଇ ଆପଣମାନେ ହୋଇପାରନ୍ତି ଚଟପଟ୍ । ସୂଚନା ଅନୁସାରେ ଟଙ୍କା ମେସିନରେ ଛପା ହେବନି ଆଉ ୨୦୦୦ ଟଙ୍କିଆ ନୋଟ୍ । ଉପରୁ ଆଦେଶ ଜାରି କରାଯାଇଛି । ଏହି ବଡ ନୋଟ୍ ୩୦ ଡିସେମ୍ବର ସୁଦ୍ଧା ପୁରା ଅଚଳ ହେଇଯିବ । ଏହିପରି ନିଷ୍ପତି ନେଇଛି ଭାରତୀୟ ମୁଖ୍ୟ ରିଜର୍ଭ ବ୍ୟାଙ୍କ । ୨୦୧୬ ପରେ ପୁଣ୍ୟବାର ଦେଇଛି ବଡ ଧାରଣର ଝଟକା ।

ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ସୂଚନା ଦେଇଛି ଯେ ବ୍ୟାଙ୍କ ରେ ଦୁଇ ହଜାର ଟଙ୍କା ନୋଟ୍ ଦେବାକୁ ମନା କରିଛି କେବଳ ଲୋକଙ୍କ ଠାରୁ ଗ୍ରହଣ କରିପାରିବେ । ୩୦ ଡିସେମ୍ବର ପରେ ବ୍ୟାଙ୍କ ଦୁଇ ହାଜର ଟଙ୍କା ନୋଟ୍ କୁ କଦାପି ଗ୍ରହଣ କରିବା ନାହିଁ ବୋଲି କଢାକାଢି ସୂଚନା ଜାରି କରିଛି । ଆଇନଗତ ଭାବରେ ଏହି ନୋଟ୍ ପୁରାପୁରୀ ବନ୍ଦ ହୋଇଯିବ ।

ଏହା ପଛରେ କାରଣ ରହିଛି ଯଥା କିଛି ମାସ ପୂର୍ବରୁ ଅଙ୍କେ ଅଙ୍କର ନୋଟ୍ ଜମା ହେଉଥିଲା ଏବଂ ବ୍ଲାକ ମୋନି ଭାବରେ  ବ୍ୟବହାର ହେଉଥିବା ସୂଚନା କାରଣ ହୋଇପାରେ ବୋଲି ସନ୍ଦେହ ରହିଛି । ତେବେ ଏହି ଖବର କୁ ନେଇ ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *