Tushar ଙ୍କ ମୃତ୍ୟୁ ମାମଲାରେ ସାଙ୍ଗ କହିଦେଲେ ଗର୍ଲ ଫ୍ରେଣ୍ଡଙ୍କ ସାଂଘାତିକ ରାଜ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ଆପଣଙ୍କ ମୁଣ୍ଡ ଗରମ ହେଇଯିବ, ଦେଖନ୍ତୁ Video

ଯୁକ୍ତ 2 ଛାତ୍ର ତୁଷାରକାନ୍ତ ସାହୁ ନିଖୋଜ ହେବା ଓ ପରେ ତାହାର ଜୋବ୍ରା ଆନିକଟ ନିକଟରୁ ମୃ-ତଦେହ ମିଳିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଅନ୍ୟ ପଟେ ତୁଷାର ପରିବାର ଲୋକମାନଙ୍କ କହିବା ଅଟେ କି ତୁଷାର ଗର୍ଲଫ୍ରେନ୍ଡର ଏକ୍ସ ବୟଫ୍ରେନ୍ଡ ହିଁ ତୁଷାରକୁ ଅ-ପ-ହ-ର-ଣ ଓ ଶେଷରେ ତାକୁ ହ-ତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ପୋଲିସ ଏହି କେସର ଯାଞ୍ଚ ଆରମ୍ଭ କରି ଦେଇଛି । ତୁଷାରଙ୍କ ପରିବାର ଲୋକମାନେ ଓ ତାହାର କିଛି ବନ୍ଧୁମାନେ ମିଡିଆ ସାମ୍ନାରେ ନିଜ ନିଜର ମନ୍ତବ୍ୟ ରଖିଛନ୍ତି । ତୁଷାରକାନ୍ତ ସାହୁ ଖ୍ରୀଷ୍ଟ କଲେଜର +2 ଛାତ୍ରର ଛାତ୍ର ଥିଲେ । ତାଙ୍କର ଜଣେ ବନ୍ଧୁ ମିଡିଆ ସହ କଥାବାର୍ତ୍ତା କରି ନିଜର ବୟାନ ଦେଇଛି । ସେହି ଛାତ୍ରର କହିବା ଅଟେ କି ତୁଷାର ଗର୍ଲଫ୍ରେନ୍ଡ ଶୃତିର ବୟଫ୍ରେନ୍ଡକୁ ଲାଗିଲା କି ତୁଷାର ଓ ଶୃତି ଭିତରେ କିଛି ଚାଲିଛି ଓ ସେମାନେ ରିଲେସନଶିପରେ ଅଛନ୍ତି ।

କିନ୍ତୁ ଏହିଭଳି କିଛି ବି ନ ଥିଲା । ଶୃତି ରାଗି କି ତୁଷାରକୁ କହିଲା କି ତୋ ପାଇଁ ମୋ ଲାଇଫ ବର୍ବାଦ ହେଇଗଲା । ଆଉ ତୁ ଯଦି ଆମର ପ୍ୟାଚଅପ ନ କରେଇବୁ, ତେବେ ମୁଁ ତୋର ଲାଇଫକୁ ଖରାପ କରିଦେବି । ସେହି ଝିଅ ତୁଷାରକୁ ମା-ରି-ଦେ-ବି ହା-ଣି-ଦେ-ବି ବୋଲି ବି କହିଥିଲା । ଏହି ସବୁ କଥା ସମୟରେ ମୁଁ ସେହି ସ୍ଥାନରେ ନ ଥିଲି ।

ତୁଷାରର ବନ୍ଧୁ ଆଗକୁ କହିଲେ କି ତୁଷାର କହିଥିଲା କି ୩ ତାରିଖ ଦିନ ୬ କିମ୍ବା ୬.୩୦ରେ ସେମାନେ ଇନ୍ଦୋର ଯାଇଥିଲେ । ୬ ମାସ ପୂର୍ବରୁ କୌଣସି କଥାକୁ ନେଇ ଝଗଡା ହୋଇଥିଲା ଓ ଅଚାନକ ସେହି କଥା ଉଠିଲା । ଝିଅଟି ତୁଷାରକୁ କହିଲା କି ତୁମେ ସରି କହିବ । କିନ୍ତୁ ତୁଷାର କହିଲା କି ମୁଁ ସରି କହିବି ନାହିଁ ।

ଏମିତିରେ ତାହାର କେହି ଭାଇ ଥିଲା ଯିଏକି କହିଲା କି ଆଜି ଏହାର ଏଠି ଗେମ ବଜାଇବା ଅର୍ଥାତ ବା-ଡେ-ଇ-ବା । କିନ୍ତୁ ଶୃତି କହିଲା କି ନା ତାକୁ ବା-ଡେ-ଇ-ବା ନାହିଁ, ସେ କେବଳ ସରି କହିବ । ତୁଷାର ରାଗିକି କହିଲା କି ମୁଁ ସରି କାହିଁକି କହିବି, ମୁଁ ତ ସେ ଦିନ ସରି କହି ଦେଇଥିଲି, ଆଜି ଆଉ କହିବିନି । ଏତିକି କହିବା ଭିତରେ ତୁଷାରକୁ ବା-ଡେ-ଇ-ଲେ ।

ଏହା ପରେ ସେମାନେ ହିଁ ତୁଷାରକୁ ଛାଡିବା ପାଇଁ ଆସିଲେ । ତୁଷାର ବନ୍ଧୁ ଜଣକ କହିଲେ କି ତୁଷାରକୁ ଯୋଜନା କରି ହ-ତ୍ୟା କରାଯାଇଛି । ଏଥିରେ ୫ ଜଣ ସାମିଲ ଅଛନ୍ତି । ଏଥିରେ ତାହାର କେହି ଭଉଣୀ ଅଛନ୍ତି ଓ ତିନି ଜଣ ପୁଅ ଅଛନ୍ତି । ବର୍ତ୍ତମାନ ଦେଖିବାର ଅଛି କି ପୋଲିସ କେତେ ଜଲ୍ଦି ଅ-ପ-ରା-ଧୀ-କୁ ଗି-ର-ଫ କରୁଛି । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *