ମଦ ଅଭ୍ଯାସ ଛଡେଇବାର ଜବରଦସ୍ତ ଘରୋଇ ଉପଚାର, ମଦୁଆ ନିଜେ କହିବ ଆଉ ପିଇବି ନାହିଁ ମଦ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମ-ଦ ହେଉଛି ଏଭଳି ଏକ ଜିନିଷ ଯାହାକୁ ଯେଉଁ ବ୍ୟକ୍ତି ଥରେ ପିଇଥାଏ ତା’ର ଅଭ୍ୟାସ ରେ ପଡ଼ିଯାଏ । ମ-ଦ ପିଇବା ଦ୍ୱାରା ଶରୀର ରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ।

ଲିବର ମଧ୍ୟ ଖରାପ ହୋଇଯାଇଥାଏ । ଏହା ସହିତ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ମ-ଦ ପିଇ ନି-ଶା ହେବା ପରେ ଘରୋଇ ହିଂ-ସା ମଧ୍ୟ କରିଥାନ୍ତି । ଏହା ସହିତ ମ-ଦୁ-ଆ ବ୍ୟକ୍ତି ମ-ଦ ପାଇଁ ଅନେକ ପଇସା ମଧ୍ୟ ପାଣି ଭଳି ଖର୍ଚ୍ଚ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଜବରଦସ୍ତ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ମ-ଦୁ-ଆ ବ୍ୟକ୍ତି ଙ୍କ ମ-ଦ ନି-ଶା ସମ୍ପୂର୍ଣ୍ଣ ଭାବରେ ଛା-ଡ଼ି ଯାଇଥାଏ । ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି । ତାହା ହେଉଛି ସୁଣ୍ଠି ଓ ଜୁଆଣି । ତେବେ ଆପଣ ସର୍ବ ପ୍ରଥମେ ଏକ ପାତ୍ର ନିଅନ୍ତୁ । ସେଥିରେ ଏକ ଗ୍ଲାସ ପାଣି ପକାନ୍ତୁ ଏବଂ ତାହା ଗ୍ୟାସ ରେ ବସାଇ ଗ୍ୟାସ କୁ ଅନ୍ କରି ଦିଅନ୍ତୁ ।

ଏହା ପରେ ଆପଣ ସେଥିରେ ଏକ ଚାମଚ ଜୁଆଣି ପକାଇ ଦିଅନ୍ତୁ । ଏହାପରେ ଏକ ଚାମଚ ସୁଣ୍ଠି ଗୁଣ୍ଡ ପକାନ୍ତୁ । ବର୍ତ୍ତମାନ ଆପଣ ଏହି ପାଣି କୁ ଲୋ ଫ୍ଲେମ୍ ରେ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହି ଏକ ଗ୍ଲାସ ପାଣି ଫୁଟିବା ପରେ ଅଧ ଗ୍ଲାସ ପର୍ଯ୍ୟନ୍ତ ନ ହୋଇଛି । ୧୦ ରୁ ୧୫ ମିନିଟ ପାଣିକୁ ଫୁଟାଇବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଏବଂ ପାଣି ଥିବା ପାତ୍ର କୁ ଓଲ୍ହାଇ ଦିଅନ୍ତୁ ।

ଏହାପରେ ଆପଣ ସେହି ପାଣି କୁ ଭଲ ଭାବରେ ଛାଣି ଏକ ଗ୍ଲାସ ରେ ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ଡ୍ରିଙ୍କ ଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲା । ଯଦି ଆପଣଙ୍କ ଘରେ ବି କୌଣସି ମ-ଦୁ-ଆ ବ୍ୟକ୍ତି ଅଛନ୍ତି ତେବେ ଆପଣ ତାଙ୍କୁ ଏହି ଡ୍ରିଙ୍କ ବନାଇ ୪୮ ଘଣ୍ଟା ପରେ ପିଇବାକୁ ଦିଅନ୍ତୁ । ଆପଣ ମାନେ ଦେଖିବେ ଏହାକୁ ପିଇବା ପରେ ମ-ଦୁଆ ବ୍ୟକ୍ତି ଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ ଏବଂ ଧୀରେ ଧୀରେ ସେମାନଙ୍କ ମ-ଦ ପିଇବା ଅଭ୍ୟାସ ମଧ୍ୟ ଦୂର ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *