ଭୟଙ୍କର ସୁନାମୀ ଆନୁଛି ଆଗ୍ନେୟଗିରୀ, ବିଶ୍ଵର ଅଧାରୁ ଅଧିକ ଦେଶକୁ ରହିଛି Tsunami Alert, କଣ ଏଥିରେ ବି ରହିଛି ଭାରତର ନାମ ?

ବନ୍ଧୁଗଣ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପାଣିପାଗ ବିଭାଗ ତରଫରୁ ଆସିଥିବା ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପାଣିପାଗ ବିଭାଗ ସୂଚନା ଅନୁସାରେ ସମୁଦ୍ର ଭିତରେ ଆଗ୍ନେୟଗିରି ଉଦଗିରଣ  ଦେଖା ଦେଇଛି ବିଶ୍ଵର ଅଧିକାଂଶ ଦେଶକୁ ହେଲା ସୁନାମୀ ଆଲର୍ଟ । ପ୍ରଶାନ୍ତ ମହା ସାଗର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ବିପଦ ଦେଖା ଦେଇଛି । ଆଲାସ୍କା ଠାରୁ ପ୍ରାୟ ୧୦ ହଜାର କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ଟୁଙ୍ଗା ଠାରେ ଜ୍ଵଳାମୁଖୀ ଆଗ୍ନେୟଗିରି ଉଦଗିରଣ ହୋଇଥିଲା ।

ଏହା ପରେ ପ୍ରଶାନ୍ତ ମହା ସାଗରର ତଟିୟ ଅଞ୍ଚଳରେ ୪ଫୁଟର ଜୁଆର ଉଠିଥିଲା । ଉଦଗିରଣ ସମୟରେ ଏହା ପ୍ରବଳ ଗର୍ଜନ ହୋଇଥିବା ସ୍ୟାଟଲାଇଟରୁ ଦେଖା ଦେଇଛି ପରେ ଚାରି ଆଡେ ଧୂଆଁ ଓ ଜଳନ୍ତା ଅଙ୍ଗାର ଦେଖା ଯାଇଥିଲା । ଗତକାଲି ନ୍ୟୁଜଲାଣ୍ଡ ନିକଟ ଟୁଙ୍ଗା ଦୀପରେ ଭୟାନକ ଆଗ୍ନେୟଗିରି ଉଦଗିରଣ ହୋଇଥିଲା । ଆଗ୍ନେୟଗିରି ଉଦଗିରଣର ତୀବ୍ରତା ରେକ୍ଟସ୍କେଲରେ ୫ .୯ ରହିଥିଲା ଯାହା ଭୂକମ୍ପ ତୀବ୍ରତା ସହ ସମାନ । ଅନ୍ୟ ପକ୍ଷରେ ଆଗ୍ନେୟଗିରି ଉଦଗିରଣ ଦ୍ଵାରା ଟୁଙ୍ଗା ଦୀପର ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି ।

ପାଣିପାଗ ବିଜ୍ଞାନୀ ଡାକ୍ତର ସନ୍ଦିପ ପଟ୍ଟନାୟକଙ୍କ ମତରେ, ଗତ କାଲି ଯେଉଁ ଆଗ୍ନେୟ ଉଦଗିରଣ ହୋଇଥିଲା ଦୀପରେ ତାକୁ ନେଇ ବର୍ତ୍ତମାନ ନୂଆ ନୂଆ ଡାଟା ଆସୁଛି । ଜାପାନରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ଆସିବାର ଆଶଙ୍କା ରହିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ଯେ, ଏହା କେତେ କ୍ଷତି କରିବ । ବର୍ତ୍ତମାନ ସେହି ପାଉଁଶ ବାଦଲଟି ଟିକେ କମି ଯାଇଛି ଆଉ କିଛିଟା ଜାଗାରେ ସୁନାମୀ ଆଲର୍ଟକୁ ବି ବନ୍ଦ କରାଯାଇଛି ।

ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚା ଯୋର ସୋର ଧରିଛି ଓ ଲୋକମାନେ ଏହି ଖବର ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *