TOP 15 GK – ତାଜମହଲ ନିର୍ମାଣ କରିବା ପାଇଁ କେତେ ସମୟ ଲାଗିଥିଲା ? ଏହା ସହ 15ଟି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଢଗ ନେଇକି ଆସିଛୁ । ଯାହାର ଅର୍ଥ ହୁଏ ତ ଆପଣ ମାନେ ଜଣାଇ ନ ଥିବେ । ଯଦି ଜାଣିଥିବେ ତେବେ ହୁଏ ତ ସଠିକ ସମୟରେ ଦେଇପାରୁ ନ ଥିବେ । ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆନନ୍ଦ ହେବେ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- କେଉଁ ଜୀବ ର ଗୋଟେ ବି ହୃଦୟ ନାହିଁ ?

ଉତ୍ତର- ଜେଲିଫିସ ।

2- କେଉଁ ପକ୍ଷୀ କାନରେ ଦେଖିଥାଏ ?

ଉତ୍ତର- ଚମଗାଦଦ ।

3- ଭାରତିୟ ସମ୍ବିଧାନର ଜନକ କାହାକୁ କୁହାଯାଏ ?

ଉତ୍ତର- ଭୀମରାବ ଆମ୍ବେଦକର ।

4- ମୋବାଇଲ ଫୋନର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ମାର୍ଟିନ କୁପର ।

5- ଭାରତରେ କେଉଁ ରାଜ୍ୟରେ ସବୁଠୁ କମ ମୁସ୍ଲିମ ରହିଥାନ୍ତି ?

ଉତ୍ତର- ସିକ୍କିମ ।

6- କେଉଁ ଦେଶର ଝିଅଙ୍କୁ ବିବାହ କରିଲେ ସରକାରୀ ଚାକିରି ମିଳିଥାଏ ?

ଉତ୍ତର- ଆଇସଲ୍ୟାଣ୍ଡ ।

7- ପୃଥିବୀ ସୂର୍ଯ୍ୟ ଚାରି ପଟେ ବୁଲିଥାଏ ଏହି କଥା କିଏ ପ୍ରଥମେ କହିଥିଲେ ?

ଉତ୍ତର- କୋପରନିକସ ।

8- ସୌର ମଣ୍ଡଳର ସବୁଠାରୁ ବଡ ଗ୍ରହ ର ନାମ କଣ ?

ଉତ୍ତର- ବୃହସ୍ପତି ।

9- କାହାର ଜନ୍ମ ଦିବସକୁ ଖେଳ ଦିବସ ରୂପେ ପାଳନ କରାଯାଏ ?

ଉତ୍ତର- ମେଜର ଧ୍ୟାନଚାନ୍ଦ ।

10- ବିଶ୍ଵର ସବୁଠୁ ବଡ କେକ କେଉଁ ଦେଶରେ ତିଆରି ହୁଏ ?

ଉତ୍ତର- ନିୟୁଜଲ୍ୟାଣ୍ଡ ।

11- ଭାରତର ପ୍ରଥମ ରେଳ ବ୍ରିଜ କେଉଁଠି ତିଆରି ହେଉଛି ?

ଉତ୍ତର- ଜାମୁ କାଶ୍ମୀର ।

12- କେଉଁ ଦେଶର ଜ୍ଵାଳାମୁଖୀ ର ଲାଭା ନୀଳ ରଙ୍ଗର ଅଟେ ?

ଉତ୍ତର- ଇଣ୍ଡୋନେଶିୟା ।

13- ଦୁନିଆର ପ୍ରଥମ ଗ୍ଲୋଲ୍ଫ ପ୍ଳେଟ ହୋଟେଲ କେଉଁଠି ଅଛି ?

ଉତ୍ତର- ଭିଏତ୍ନାମ ।

14- ଇଣ୍ଡିଆ ଗେଟ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ଦିଲ୍ଲୀ ।

15- ତାଜମହଲ ତିଆରି କରିବାରେ କେତେ ସମୟ ଲାଗିଥିଲା ?

ଉତ୍ତର- 22 ବର୍ଷ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *