ପ୍ରଥମେ ପାଦରେ ଦଳିଲେ, ଛେପ ଲଗାଇ ପ୍ୟାକ କଲେ, ଭାଇରାଲ ହେଲା Toast ବନେଇବାର ସବୁଠୁ ଘଟିଆ ତରିକା, ଏହି Video ଥରେ ଦେଖିଲେ Toast ଖାଇବା ଭୁଲିଯିବେ

ବନ୍ଧୁଗଣ ସଖାଳ ସମୟରେ ଯେତେବେଳେ ଆମେ ଚାହା ପିଇ ଥାଉ ସେତେବେଳେ ଚାହା ସହ ଟୋଷ୍ଟ ଖାଇବାର ଏକ ଅଲଗା ମଜା ଆସିଥାଏ । ଅଧିକାଂଶ ଲୋକଙ୍କର ସଖାଳ ସମୟରେ କ୍ଷୀର ଚାହା ସହ ଟୋଷ୍ଟ ଖାଇବାର ଅଭ୍ଯାସ ରଖନ୍ତି । ଲୋକମାନେ ବଜାରରୁ ଟୋଷ୍ଟ ବିସ୍କେଟ କିଣିକି ଆଣନ୍ତି । କିଛି ଲୋକ ତ ଏହି ବିସ୍କେଟକୁ ସବୁଦିନ ଖାନ୍ତି । ହେଲେ ଏହି ଟୋଷ୍ଟ ବିସ୍କେଟ କାରଖାନାରେ କେମିତି ପ୍ରସ୍ତୁତ ହୋଇଥାଏ ତାହା ବିଷୟରେ କଣ ଆପଣ ମାନେ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ଟୋଷ୍ଟ ଖାଇବା ବନ୍ଦ କରିଦେବେ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଚର୍ଚାରେ ଅଛି । ଏହି ଭିଡିଓଟି ହେଉଛି ଟୋଷ୍ଟ କାରଖାନାର । ଟୋଷ୍ଟ କାରଖାନାରେ ଥିବା ଏକ ବ୍ୟକ୍ତି ବହୁତ ଖରାପ ହ-ର-କ-ତ କରୁଥିବାର ନଜର ଆସିଛି । ବ୍ୟକ୍ତି ଜଣକ କେତେବେଳେ ଟୋଷ୍ଟ ଉପରେ ପାଦ ରଖୁଥାଏ ତ କେତେବେଳେ ଜିଭରେ ଚାଟି ପ୍ୟାକ କରୁଥାଏ ।

ଏମିତି ଭାବରେ ସେ ଟୋଷ୍ଟକୁ ଜିଭରେ ଓ ଗୋଡରେ ଲଗାଇ ପ୍ୟାକ କରି ବିକ୍ରି କରୁଥାଏ । କାରଖାନାରେ ଏହି ଲୋକର ଏହିଭଳି ହ-ର-କ-ତ-କୁ ଦେଖି ସେଠାକୁ ଯାଇଥିବା କିଛି ଲୋକ ତାର ଭିଡିଓ କରି ଦେଇଥିଲେ । ଏହା ପରେ ସେହି ଭିଡିଓକୁ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ କରିଦେଇଥିଲେ । ଏହି ଭିଡିଓଟି ଭା-ଇ-ରା-ଲ ହେବା ପରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

ଲୋକମାନେ ବିଶ୍ଵାସ କରିପାରିଲେ ନାହିଁ ଯେ, ଯେଉଁ ଟୋଷ୍ଟ ବିସ୍କେଟକୁ ସେମାନେ ଏତେ ମଜାର ସହ ଖାଇଥାନ୍ତି ସେହି ବିସ୍କେଟ ଏମିତି ପ୍ୟାକ କରାଯାଇ ବିକ୍ରି ହୋଇଥାଏ ।ଏହି ଭିଡିଓକୁ ସୋ-ସି-ଆ-ଲ ମି-ଡି-ଆରେ GiDDa ନାମକ ଏକ ଆକାଉଣ୍ଟରୁ ଅପଲୋଡ କରାଯାଇଛି । ଭିଡିଓ ତଳେ କ୍ୟାପ୍ସନରେ ଲେଖା ହୋଇଥିଲା ‘ଟୋଷ୍ଟ ବନ୍ଦ ଆଜି ଠାରୁ’ । ଲୋକମାନେ ଏହି ଭିଡିଓ ଦେଖି ବହୁତ ଅଧିକ ରା-ଗି ଯାଇଥିଲେ ଓ ସେ ବ୍ୟକ୍ତି ଉପରେ ଦୃଢ କା-ର୍ଯ୍ୟ-ନୁ-ଷ୍ଠା-ନ ଗ୍ରହଣ କରାଯିବା ପାଇଁ କମେଣ୍ଟ କରୁଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *