ହାତରେ ଟ୍ରଲି ବ୍ୟାଗ ଧରି, Train ଧରିବା ପାଇଁ ଦୌଡୁଥିବାର ନଜର ଆସିଲେ PM Modi, ସତ କଥା ଜାଣିବା ପରେ ଲୋକଙ୍କର ଉଡିଗଲା ହୋସ

ବନ୍ଧୁଗଣ ମୋଦୀ ବର୍ତ୍ତମାନ ଏକ ସାଧାରଣ ନାମ ହେଇ ରହି ନାହିଁ ଏହା ଏକ ବ୍ରାଣ୍ଡ ହୋଇସାରିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରୁଥିବା ଲୋକ ମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହା ପୂର୍ବରୁ ଭାରତରେ ଏପରି କେହି ନେତା ନଥିଲା ଯାହାର ବହୁତ ଅଧିକ ପ୍ରଶଂସା କରାଯାଉଥିଲା । ଆଗରୁ ଲୋକମାନେ ବଲିଉଡ କଳାକାରଙ୍କ ବିଷୟରେ ଚର୍ଚା କରୁଥିଲେ ହେଲେ ନରେନ୍ଦ୍ର ମୋଦୀ ପ୍ରଧାନ ମନ୍ତ୍ରୀ ହେବା ପରେ ତାଙ୍କର ଲୋକପ୍ରିୟତା ବଲିଉଡ କଳାକାରଙ୍କ ଠାରୁ ଅଧିକ ବଢିଯାଇଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଡ୍ରେସିଙ୍ଗ ଷ୍ଟାଇଲ ଓ ନିଜ କଥା ବାର୍ତ୍ତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ବର୍ତ୍ତମାନ କେତେକ ଲୋକ ତାଙ୍କ ଷ୍ଟାଇଲକୁ କପି କରିବାରେ ଲାଗିଲେଣି । ଏମିତିରେ ମୋଦୀଙ୍କର ଏକ ଡୁପ୍ଳିକେଟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି ।

ମୁମ୍ବାଇର ଦାଦର ରେଲୱେ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଗତ ମଙ୍ଗଳବାର ଦିନ ହାତରେ ଟ୍ରୋଲି ବ୍ୟାଗ ଧରି ଏକ ବ୍ୟକ୍ତି ଟ୍ରେନ ଧରିବାକୁ ଯାଉଥିଲା । ସେହି ସମୟରେ ଲୋକ ମାନେ ତାକୁ ଦେଖି ମୋଦୀ ଭାବିଦେଲେ । ଲୋକମାନେ ଭିଡ ହୋଇ ସେହି ବ୍ୟକ୍ତିଙ୍କ ପାଖକୁ ଯେତେବେଳେ ଗଲେ ସେତେବେଳେ ଜଣା ପଡିଲା ସେ ମୋଦୀଙ୍କ ଡୁପ୍ଳିକେଟ ଲାଲାଜୀ ଦେବାରିଆ ଅଟନ୍ତି ।

ଲାଲାଜୀ ଆଗରୁ ମଧ୍ୟ ମୋଦୀଙ୍କ ଡୁପ୍ଳିକେଟ ହେବା କାରଣରୁ ଚର୍ଚାରେ ରହିଆସିଛନ୍ତି । ତାଙ୍କର ମୁହଁ, ଡ୍ରେସ, ଦାଢି ଓ ହାବଢାବ ସଂପୂର୍ଣ୍ଣ ନରେନ୍ଦ୍ର ମୋଦୀଙ୍କ ପରିକା । ସେ ମୋଦୀଙ୍କ ଷ୍ଟାଇଲକୁ କପି କରନ୍ତି । ଲୋକମାନେ ଦାଦର ରେଲୱେ ଷ୍ଟେସନରେ ଲାଲାଜୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲାଲାଜୀଙ୍କ ବ୍ଯତୀତ ଅଭିନନ୍ଦନ ପାଠକ ନାମକ ଏକ ବ୍ୟକ୍ତି ଅଛନ୍ତି ଯିଏ ମୋଦୀଙ୍କ ପରି ନଜର ଆସନ୍ତି ।

ଅଭିନନ୍ଦନ ମଧ୍ୟ ଗୋଟେ ସମୟରେ ବହୁତ ଚର୍ଚାରେ ଥିଲେ । ସେ ସାହାରନପୁରରେ ରୁହନ୍ତି । ସେ ୨୦୧୪ ମସିହା ଭାଜପାର ପ୍ରଚାର ପ୍ରସାର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନରେନ୍ଦ୍ର ମୋଦୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *